ଆଜିର ରାଶିଫଳ, 1 ନଭେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କୌଣସି ବଡ ମାମଲାରେ ବୁଝାମଣା କରିବାକୁ ରେଡି ରୁହନ୍ତୁ । ବ୍ୟାପାର ସହ ଜଡିତ ବ୍ୟକ୍ତିଙ୍କୁ ଆଜି ବଡ ଫାଇଦା ମିଳିପାରେ । ଅଫିସରେ ଚ୍ୟାଲେଞ୍ଜ ଭରା କାମ ଆପଣଙ୍କୁ ମିଳିପାରେ ଯାହା ପାଇଁ  ଆପଣଙ୍କୁ ନିଜର ସବୁ କ୍ଷମତା ଓ ଯୋଗ୍ୟତା ର ପ୍ରୟାସ କରିବାକୁ ପଡିବ । ନିର୍ଧାରିତ କାର୍ଯ୍ୟ ସଫଳତା ପୁର୍ବକ ପୁରା ହେବ । ଅଧୁରା କାର୍ଯ୍ୟ ପୁରା ହେବ । ଶାରୀରିକ, ମାନସିକ ସୁସ୍ଥତା ଅନୁଭବ କରିବେ । ଆର୍ଥିକ ଲାଭ ହେବ ।

ବୃଷ ରାଶି : ଆଜି ଠାରୁ କିଛି ଭଲ ଅଭ୍ୟାସ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ରରେ ସାବଧାନ ରୁହନ୍ତୁ । ଅନ୍ୟ ର କମି ବାହାର କରିବା ଅପେକ୍ଷା ଆପଣ ନିଜ ଉପରେ ଧ୍ୟାନ ଦିଅନ୍ତୁ । ନିଜର ପ୍ରଦର୍ଶନ ରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ଛୋଟ ବ୍ୟାପାରି ଅଟନ୍ତି ତେବେ ଆଜି ଦିନ ଟି ଆପଣଙ୍କ ପାଇଁ ଲାଭଦାୟକ ରହିବାର ଅଛି । ଭାବିଥିବା କିଛି ଅଧୁରା କାମ ଆଜି ପୁରା ହେବ । କୌଣସି ଅଜଣା ବ୍ୟକ୍ତି ଉପରେ ଭରସା କରନ୍ତୁ ନାହି । ବିବାହିତା ଲୋକଙ୍କ ପାଇଁ ଦିନ ଭଲ ରହିବ ।

ମିଥୁନ ରାଶି : ଆଜି ଦିନ ଟି ଶୁଭ ଫଳଦାୟକ ସାବ୍ୟସ୍ତ ହେବ । କାମ ଧନ୍ଦା ରେ ଆପଣଙ୍କର ସ୍ଵଭାବରେ ପରିବର୍ତ୍ତନ ହେବ । ପ୍ରତିଦ୍ଵନ୍ଦୀ ଉପରେ ବିଜୟ ପ୍ରାପ୍ତ କରିବେ । ଯଦି ଆପଣ ସଂଯମ ସହକାରେ କାମ କରିବେ ତେବେ ସବୁ କିଛି ଠିକ ରହିବ । କମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଅଫିସରେ ଆପଣଙ୍କୁ ସହ କର୍ମୀ ମାନଙ୍କର ସହଯୋଗ ମିଳିବ । ଚାକିରି ରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ସୋସିଆଲ ସାଇନ୍ସ ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରାଇବାର ଅଛି ।

ସିଂହ ରାଶି : ଆଜି ଆପଣ ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପାଇଁ ବେହତର ଅବସର ର ସୁଚାରୁରୂପେ ଲାଭ ଉଠାନ୍ତୁ । ଯାତ୍ରା ଦ୍ଵାରା ଧାନ ହାନି ହୋଇପାରେ । ଅଚାନକ ଧନ ଲାଭର ଯୋଗ ରହିଛି । ବିଜେନ୍ସ ରେ ବିସ୍ତାର କରିବେ । ପୈତୃକ ସମ୍ପତି ରୁ ଲାଭ ମିଳିବ । ବ୍ୟକ୍ତିଗତ ବିଜେନ୍ସ ରୁ ଆର୍ଥିକ ଲାଭ ମିଳିବ । ଭାଇ ଭଉଣୀ ଓ ବନ୍ଧୁ ମାନଙ୍କ ସହଯୋଗରେ କାର୍ଯ୍ୟ ସଫଳ ହେବ । ବାରମ୍ବାର କରିଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭଦାୟକ ରହିବ ।

କନ୍ୟା ରାଶି : ଆଜି ଆପଣଙ୍କ ଆଗକୁ ଅନେକ ଅବସର ମିଳିବ । କୌଣସି ବ୍ୟକ୍ତିଙ୍କୁ ଆଜି ପଇସା ଉଧାର ଦିଅନ୍ତୁ ନାହି । ଆଜି ଆପଣଙ୍କୁ ନିଜର ବାଣୀ, କ୍ରୋଧ ଉପରେ ସଂଯମ ରଖିବାର ଅଛି । ଆପଣଙ୍କୁ ନିଜର ବ୍ୟୟ ଉପରେ ସନ୍ତୁଳନ ରଖିବାର ଅଛି । ନଚେତ ଆର୍ଥିକ ସ୍ଥିତି ରେ ପ୍ରଭାବ ପଡିପାରେ । ଜୀବନ ସାଥୀକୁ ଖୁସି କରିବା ପାଇଁ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ପଇସା କାମରେ ଆପଣଙ୍କୁ ଛୋଟ ଯାତ୍ରା କରିବାକୁ ପଡିପାରେ ।

ତୁଳା ରାଶି : ଜୀବନ ସାଥିଙ୍କ ସହ ଭଲ ସମୟ ବ୍ଯତୀତ ହେବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଆଜି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଊର୍ଜାର ଅନୁଭବ କରିବେ । ମନ ଆପଣଙ୍କ ପ୍ରସନ୍ନ ରହିବ । ପ୍ରେମ ଓ ସନ୍ତାନ ଙ୍କ ସାଥ ପାଇବେ । ପୁରୁଣା କଥା ପ୍ରତି ଧ୍ୟାନ ଦିଅନ୍ତୁ ନାହି । ବ୍ୟସ୍ତତା କାରଣରୁ ଆପଣଙ୍କୁ ଥକାପଣ ଅନୁଭବ କରିବର । ବ୍ୟାପାର ବ୍ୟବସାୟ ଭଲ ଚାଲିବ । ମନରେ ନେଗେଟିଭ ଚିନ୍ତା ଆଣନ୍ତୁ ନାହି । ସାମାଜିକ କ୍ଷେତ୍ର ରେ ମାନ ସମାନ ବୃଦ୍ଧି ପାଇବ ।

ବିଛା ରାଶି : ଆଜି ଆପଣଙ୍କୁ କୌଣସି ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା କରିବାରୁ ବଞ୍ଚିତ ରାଇବାର ଅଛି । ପରିବାର ସହ କୌଣସି ଟୁରିଷ୍ଟ ପ୍ଲେସ କୁ ଯିବେ । ଅଚାନକ ଆପଣଙ୍କ ଘରକୁ ସମ୍ପର୍କୀୟ ଆସି ପାରନ୍ତି । ସନ୍ଧ୍ୟା ରେ ବନ୍ଧୁ ଙ୍କ ସହ ପାର୍ଟି କରିବେ ଏଥିପାଇଁ ବନ୍ଧୁତା ମଜବୁତ ହେବ । ବିଜେନ୍ସର ଗତି ବଢିବ । ପାରିବାରିକ ଜୀବନରେ ରହଣସହଣି  ସ୍ତର ଭଲ ରହିବ । ଭାଇ ଭଉଣୀ ଙ୍କ ସହ ତର୍କ କରି ପାରନ୍ତି ।

ଧନୁ ରାଶି : ସାମାଜିକ କ୍ଷେତ୍ର ରେ ଆପଣ ଖ୍ଯାତି ଓ ପ୍ରତିଷ୍ଠା ପ୍ରାପ୍ତ କରିବେ । ଆଜି ଦିନରେ ଯଦି ବୁଝି ବିଚାରୀ ନିବେଶ କରିବେ ତେବେ ସେଥିରୁ ଲାଭ ପାଇବେ । ଆଜି ଆପଣଙ୍କୁ ଥଣ୍ଡା ଜିନିଷର ସେବନ କରିବା ଦରାକର । ବ୍ୟାପାର ବାଣିଜ୍ୟ କ୍ଷେତରେ ଲାଭବାନ ହେବେ । ଯେଉଁ ମାନେ ଚାକିରି ସନ୍ଧାନରେ ଅଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିବ । ଅଚାନକ ଧନ ଲାଭ ହେବ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ ।

ମକର ରାଶି : ଆଜି ଛୋଟ ଯାତ୍ରା କରିବାର ଯୋଗ ରହିଛି । ଭାଇ ବନ୍ଧୁ ଙ୍କ ସହ ତାଳମେଳ ଭଲ ରହିବ । ଚାକିରି କରିଥିବା ଜାତକ ଯଦି ଆଜି ବ୍ୟବସାୟ କରିବାକୁ ଚାହୁଁ ଛନ୍ତି ତେବେ ତାହା ଅକରିବା ପାଇଁ ସମୟ ବାହାର କରିଲେ ନିଶ୍ଚୟ ସଫଳ ହେବେ । ଯାତ୍ରା ର କୌଣସି ପ୍ରୋଗ୍ରାମ ସ୍ଥଗିତ ହୋଇପାରେ । କୌଣସି ପ୍ରକାରର ବିଳମ୍ବ ହେବାର ଯୋଗ ରହିଛି ।  ଚାକିରି କ୍ଷେତ୍ରରେ ଜଡିତ ଥିଲେ ଆପଣଙ୍କୁ ଛୋଟ ଯାତ୍ରା କରିବାକୁ ପଡିପାରେ ।

କୁମ୍ଭ ରାଶି : ବନ୍ଧୁ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସମାଜରେ ମାନ ସମ୍ମାନ ବଢିବ । ଜୀବନ ସାଥିଙ୍କ ସହ ଯାତ୍ରା କରିବାର ଅବସର ପାଇବେ । ପାରିବାରିକ ଜୀବନ ସୁଖମୟ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ବିଦ୍ୟାର୍ଥୀ ବର୍ଗ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସେଥିରେ ସଫଳ ହେବେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଚାକିରି ରେ ଉନ୍ନତି ହେବ ।

ମୀନ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ ସହ କର୍ମୀ ମାନଙ୍କ ସହଯୋଗ ମିଳିବ । ଆଜି ଦିନରେ ଆପଣଙ୍କୁ ମାନ ପ୍ରତିଷ୍ଠା ମିଳିବ । ବ୍ୟବସାୟ କ୍ଷେତ୍ର ରେ ଆଜି କିଛି ନୂଆ ସହଯୋଗୀ ମିଳିବେ ଯାହା କାରଣରୁ ଆପଣ ଭବିଷ୍ଯତରେ ଲାଭ ପାଇବେ । ଆପଣଙ୍କ ମଧ୍ୟରୁ କିଛି ଲୋକେ ମାତା ଙ୍କ ସ୍ଵସ୍ଥ କୁ ନେଇ ଚିନ୍ତା ରେ ରହିବେ । ଆଜି ମାତା ପିତା ଙ୍କ ସହଯୋଗ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।