କାହିଁକି ସ୍ତ୍ରୀ ପୂର୍ବରୁ ସ୍ଵାମୀ ମୃତ୍ୟୁବରଣ କରେ ? ଗୀତାରେ ସ୍ପଷ୍ଟ ଭାବେ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ, ଲୋମ ଟାଙ୍କୁରି ଉଠିବ ! (Geeta Gyan)

ଗରୁଡ ପୁରାଣ ଅନୁଯାୟୀ ମୃତ୍ୟୁ ପରେ ଜୀବାତ୍ମାର ଗତି ବିଧି ଉପରେ ଭଲ ଭାବେ ବର୍ଣ୍ଣନା କରାଯାଇଛି । ମନୁଷ୍ୟ ପୃଥିବୀପୃଷ୍ଠରେ ରହି ଯେଉଁ ପ୍ରକାରର କର୍ମ କରୁଥାଏ ମୃତ୍ୟୁ ପରେ ସେହି ପ୍ରକାରର ଅଲଗା ଅଲଗା ଜନ୍ମ ମିଳିଥାଏ । ଏହି ବିଷୟରେ ଗରୁଡ ପୁରାଣରେ ଭଲ ଭାବେ ବିଶ୍ଳେଷଣ କାରାଯାଇଛି । ଗରୁଡ ପୁରାଣରେ ଲୋକଙ୍କ ମଧ୍ୟରେ ପ୍ରେମ କିପରି ବଜାୟ ରହିବ, କିପରି ସଂପର୍କକୁ ବଞ୍ଚାଇ ହେବ ସବୁ କିଛି କୁହାଯାଇଛି ।

କିଛି ଭୁଲ ପାଇଁ ଲୋକଙ୍କ ମୃତ୍ୟୁ ହେବା ସହ ଆୟୁଷ କମ ହୋଇଯାଏ । ଆଜି ଆମେ ଆପଣଙ୍କୁ ସ୍ତ୍ରୀ ର କେଉଁ ଭୁଲ ପାଇଁ ସ୍ବାମୀର ମୃତ୍ୟୁ ଜଲ୍ଦି ହୋଇଯାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାୟୀ ବକଟୀର ଜୀବନ ଅଧୁରା ରହିଥାଏ ଯେଉଁ ଯାଏଁ ତାକୁ ଜୀବନ ସାଥି ନ ମିଳିଛି । ସ୍ତ୍ରୀ କୁ ଅର୍ଦ୍ଧାଙ୍ଗିନୀ କୁହାଯାଏ ଶାସ୍ତ୍ରରେ । କୌଣସି ବି ସ୍ତ୍ରୀ ନିଜ ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ବ୍ରତ ରଖିଥାଏ, ଦୂର ଜାଗାକୁ ଭ୍ରମଣ କରିଥାଏ, ପୂଜା ପାଠ କରିଥାଏ ତେବେ ସ୍ବାମୀର ଆୟୁଷ ଦୀର୍ଘାୟୁ ହୋଇଥାନ୍ତି । କିନ୍ତୁ ସ୍ତ୍ରୀ ର ଏମିତି ୩ଟି ଭୁଲ ପାଇଁ ସ୍ବାମୀର ମୃତ୍ୟୁ ଜଲ୍ଦି ହୋଇଯାଇଥାଏ । କୌଣସି ଘରର ମହିଳା ଏହି କାମ କରିଲେ ସ୍ବାମୀଙ୍କ ଆୟୁଷ କମି ଯାଇଥାଏ । ସେହି ରହସ୍ୟ ଗୁଡିକ ହେଉଛି-

୧- ଯଦି କୌଣସି ମହିଳା ବ୍ରତ ରଖି ବିନା କାହାକୁ କହି ଖାଦ୍ୟ ଖାଇଥାଏ ବା ପାଣିର ସେବା କରିଥାଏ ତେବେ ଏହା ବହୁତ ବଡ ପାପ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଅଧାରୁ କୌଣସି ମହିଳା ତାର ବ୍ରତ ଭାଙ୍ଗି ଦେଇଥାଏ ତେବେ ଏହାର ପ୍ରଭାବ ତା ସ୍ବାମୀର ଜୀବନ ଉପରେ ପଡିଥାଏ । ସେଭଳି ସ୍ତ୍ରୀ ର ସ୍ବାମୀର ଆୟୁଷ କମି ଯାଇଥାଏ । ଗରୁଡ ପୁରାଣ ଅନୁଯାୟୀ କୌଣସି ସ୍ତ୍ରୀ ବ୍ରତ ରଖିଥିଲେ ଅଧାରୁ ଭାଙ୍ଗିବା ଉଚିତ ନୁହେଁ ।

୨- ଯେଉଁ ସ୍ତ୍ରୀ ବାରମ୍ବାର ସ୍ଵାମୀକୁ ମିଛ କହିଥାଏ, ଶପଥ ନେବାକୁ ବାଧ୍ୟ କରାଇଥାଏ, ଝଗଡା କରିଥାଏ, ସ୍ଵାମୀର ମିଛ ବଚନ ନେବା ଏହା ଘୋର ପାପ ହୋଇଥାଏ । ନିକଟ ଭବିଷ୍ୟରେ ଏଭଳି ସ୍ତ୍ରୀ ର ସ୍ବାମୀଙ୍କ ଆୟୁଷ ବହୁତ ଜଲ୍ଦି କମି ଯାଇଥାଏ । ସ୍ଵାମୀକୁ ମାରିଥାଏ କି ଅନାଦର କରିଥାଏ ସେଭଳି ନାରୀର ସ୍ବାମୀର ମୃତ୍ୟୁ ଜଲ୍ଦି ହୋଇଥାଏ ।

୩- ଯେଉଁ ସ୍ତ୍ରୀ ମାଂସ ଖାଇଥାଏ ସେ ପାପୀ ହୋଇଥାଏ । କୌଣସି ମହିଳା ଗୁରୁବାର ଦିନ ମୁଣ୍ଡ ଧୋଇଲେ ତା ସ୍ବାମୀର ଆୟୁଷ କମ ହୋଇଥାଏ । ଯେବେ କୌଣସି ମହିଳା ପୂଜା ବ୍ରତ କରୁଥାଏ ତେବେ ମଥାରେ ସିନ୍ଦୁର ଲଗାଇବା ଉଚିତ ଓ ହାତରେ ଶଙ୍ଖା ରହିବା ଉଚିତ । ଅନ୍ୟଥା ଏଭଳି କ୍ଷେତ୍ରରେ ସ୍ଵାମୀ ଙ୍କ ଆୟୁଷ ଉପରେ ଖରାପ ପ୍ରଭାବ ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।