ଗୁରୁବାର ଦିନ କଦଳୀରେ କରି ଦିଅନ୍ତୁ ଏହି ଛୋଟ ଉପାୟ, ଚାକିରି ଏବଂ ବ୍ୟବସାୟରେ ଏତେ ଉନ୍ନତି ହେବ ଯେ ଆପଣଙ୍କୁ ବି ବିଶ୍ବାସ ହେବନି !

ବନ୍ଧୁଗଣ ଦେବ ଗୁରୁ ବୃହସ୍ପତି ଙ୍କ ବାର ହେଉଛି ଗୁରୁବାର । ଏହି ଦିନ କଦଳି ର ବ୍ୟବହାର କରିବା ବହୁତ ଚମତ୍କାରୀ ହୋଇଥାଏ । ଏମିତିରେ ଯଦି ଆପଣଙ୍କ ଘରେ ବା ଦାମ୍ପତ୍ୟ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ହେଉଥାଏ ତେବେ କଦଳୀ ଖାଇବା ଉଚିତ ନୁହେଁ । ଏପରି କରିଲେ କିଛି ଦିନ ମଧ୍ୟରେ ଝଗଡା କମ ହୋଇଯିବ । ଏହା ସହ ଗୁରୁବାର ଦିନ କଦଳୀ ଖାଇବା ଉଚିତ ନୁହେଁ । ଦାଂପତ୍ଯ ଜୀବନ ଓ ଭାଗ୍ଯର ସ୍ଵାମୀ ଦେବ ଗୁରୁ ବୃହସ୍ପତି ଅଟନ୍ତି ।

ଏମିତି ମାନ୍ୟତା ଅଛି କୌଣସି ଅଜଣା ବ୍ୟକ୍ତି ଙ୍କ ଠାରୁ କଦଳୀ ଗ୍ରହଣ କରନ୍ତୁ ନାହି । ଯଦି ଜୀବନରେ ସମସ୍ଯା ଚାଲିଛି ତେବେ ଗୁରୁବାର ଦିନ କଦଳୀ ଦାନ କରନ୍ତୁ । କିନ୍ତୁ ବୃହସ୍ପତି ଙ୍କ ସ୍ଥିତି କିପରି ରହିଛି ତାହା ଜାଣି କଦଳୀ ଦାନ କରିବା  ଊହିତ । ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ କାହା ଥର ଗ୍ରହଣ କରିଲେ ବୃହସ୍ପତି ଗ୍ରହର କମଜୋର ହୋଇଥାଏ । ଗୁରୁବାର ଦିନ କାହା ଠାରୁ ହଳଦୀ ନିଅନ୍ତୁ ନାହି କି କାହାକୁ ଦିଅନ୍ତୁ ନାହି । ଆଜି ଆମେ ଆପଣଙ୍କୁ ଗୁରୁବାର ଦିନ ଏମିତି କେଉଁ ଉପାୟ କରିଲେ ଧନର ବର୍ଷା ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଯାଇ ଆପଣ ପୂଜା ପାଠ କରୁଛନ୍ତି ତେବେ ଯୋଡା କଦଳୀ ନିଅନ୍ତୁ । କାରଣ ୧, ୩, ୫ ସଂଖ୍ୟା ର କଦଳୀ ଅର୍ପଣ କରିବା ଉଚିତ ନୁହେଁ । ପଇସା କମାଇବା ପାଇଁ ପ୍ରତେକ ବ୍ୟକ୍ତି ବହୁତ ମେହନତ କରିଥାନ୍ତି । ଧନ ଲାଭ କରିବାକୁ ଗୁରୁବାର ଦିନ ସ୍ନାନ କରି ଦୁଇଟି କଦଳୀ ହଳଦିଆ ରଙ୍ଗର ନିଅନ୍ତୁ । ଗୋଟେ କଦଳୀରେ କୁଙ୍କୁମ ରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ଆଉ ଗୋଟେ କଦଳୀରେ ନିଜର ନାମ ଲେଖନ୍ତୁ । ଏହା ପରେ ଘରର ପୂଜା ଘରେ ମାଟିର ଦୀପ ଜଳାନ୍ତୁ । ଦୀପରେ ଦୁଇ ଟି ଲବଙ୍ଗ ପକାନ୍ତୁ ଯେମିତି ତାହା ଜଳିବ ନାହି ।

ଏହା ପରେ ଭଗବାନ ବିଶୁଣୁ ଙ୍କୁ ପ୍ରସନ୍ନ କରିବା ପାଇଁ ଓମ ନମହ ଭଗବତେ ବାସୁଦେବାୟ ମନ୍ତ୍ର ପାଠ କରନ୍ତୁ । ଯଦି ଚାକିରିରେ ପ୍ରମୋଶନ, ବ୍ୟାପାରରେ ଉନ୍ନତି ଚାହୁଛନ୍ତି ତେବେ ଏହି ମନ୍ତ୍ର ପାଠ କରନ୍ତୁ । ତା ପର ଦିନ ସ୍ନାନ ସାରି ପୂଜା ଘରେ ରଖିଥିବା କଦଳୀକୁ ଉଠାଇ ଆପଣ ନିଜ ଉପରେ ୭ ଥର ବୁଲାନ୍ତୁ ଆଉ ତା ପରେ ଦୁଇଟି କଦଳୀ ଅଲଗା କରନ୍ତୁ । ଯେଉଁ କଦଳୀରେ ସ୍ଵସ୍ତିକ ଚିହ୍ନ ଆଙ୍କିଥିଲେ ତାହା କୌଣସି ପଶୁକୁ ଖାଇବାକୁ ଦିଅନ୍ତୁ । ଅନ୍ୟ କଦଳୀ କୁ ଆପଣ ନିଜେ ଖାଇ ତାର ଚୋପା ପବିତ୍ର ଜାଗାରେ ରଖିବେ ଯେମିତି କୌଣସି ପଶୁ ଖାଇ ଦେବ । ଏହି ଉପାୟ ଟି ଆପଣ ୫ଟି ଗୁରୁବାର ଦିନ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।