18ଟି ମହାଭାରତ ସମ୍ବଧିତ କିଛି ପ୍ରଶ୍ନ ଓ ଉତ୍ତର, ଦେଖନ୍ତୁ ଏହା ମଧ୍ୟରୁ କେତୋଟି ପ୍ରଶ୍ନର ଉତ୍ତର ଆପଣଙ୍କୁ ଜଣା ଅଛି

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

ତେବେ ଏହି ସବୁ ପ୍ରଶ୍ନ ଓ ଉତ୍ତର ମହାଭାରତ କୁ ନେଇ ଆଧାରିତ ଅଟେ । ଯାହା ଆପଣ ମାନେ ସହଜରେ ଜାଣି ପାରିବେ । ତେବେ ଆଜି ର ଆମର ବିଷୟ ବସ୍ତୁ ମହାଭାରତ ଉପରେ ରହିଛି ଯାହାକୁ ଆପଣ ମାନେ ହୁଏ ତ ଜାଣି ନ ଥିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଓ ଉତ୍ତର । ୧- ସୂର୍ଯ୍ୟ ଙ୍କ ସହ କର୍ଣ୍ଣଙ୍କ ର କେଉଁ ସମ୍ପର୍କ ଥିଲା ?

ଉତ୍ତର- ପିତା ଓ ପୁତ୍ର

୨- କର୍ଣ୍ଣ ଙ୍କୁ କବଜ କୁଣ୍ଡଳ କାହା କୃପାରୁ ମିଳିଥିଲା ?

ଉତ୍ତର- ସୂର୍ଯ୍ୟ

୩- କବଜ କୁଣ୍ଡଳ କେଉଁଥିରୁ ଉତପନ ଅଇଥିଲା ?

ଉତ୍ତର- ଅମୃତ

୪- କର୍ଣ୍ଣଙ୍କ ନିକଟକୁ କବଜ କୁଣ୍ଡଳ ଦାନ ସୂତ୍ରରେ ମାଗିବାକୁ ବ୍ରାମହଣ ବେଶରେ କିଏ ପହଞ୍ଚି ଥିଲେ ?

ଉତ୍ତର- ଇନ୍ଦ୍ର

୫- ଇନ୍ଦ୍ର କବଜ କୁଣ୍ଡଳ ମାଗି ନେବେ ବୋଲି କର୍ଣ୍ଣଙ୍କୁ ଆଗରୁ କିଏ ସୂଚନା ଦେଇଥିଲେ ?

ଉତ୍ତର- ସୂର୍ଯ୍ୟ

୬- ଧୃତରାଷ୍ଟ୍ର ଙ୍କ ପୁତ୍ର କିଏ ?

ଉତ୍ତର- ଦୁଃଶିଳା

୭- ଦୁଃଶିଳା ଙ୍କ ସ୍ଵାମୀ କିଏ ?

ଉତ୍ତର- ଜୟଦ୍ରାଥ

୮- ଯୁଧିଷ୍ଠିର ଙ୍କ ଶଙ୍ଖ ର ନାମ କଣ ?

ଉତ୍ତର- ଅନନ୍ତ ବିଜୟ

୯- ଭୀଷ୍ମ ଙ୍କ ଗୁରୁ କିଏ ?

ଉତ୍ତର- ବଶିଷ୍ଠ

୧୦- ଭୀଷ୍ମ ଙ୍କୁ ଇଚ୍ଛା ମୃତ୍ୟୁର ବର କିଏ ଦେଇଥିଲେ ?

ଉତ୍ତର- ଶାନ୍ତୁନୁ

୧୧- ଅର୍ଜୁନ ଙ୍କୁ ପାଶୁପତ ଅସ୍ତ୍ର କିଏ ପ୍ରଦାନ କରିଥିଲେ ?

ଉତ୍ତର- ଶିବ

୧୨- ଭୀଷ୍ମ ଙ୍କ ମୃତ୍ୟୁର କାରଣ କିଏ ?

ଉତ୍ତର- ଶ୍ରୀଖଣ୍ଡି

୧୩- ଶକୁନି କୁ କିଏ ମାରିଥିଲେ ?

ଉତ୍ତର- ସହଦେବ

୧୪- ଶିବ ଧନୁ କିଏ ନିର୍ମାଣ କରି ଥିଲେ ?

ଉତ୍ତର- ବିଶ୍ଵକର୍ମା

୧୫- ଅର୍ଜୁନ ଙ୍କୁ ଶଙ୍ଖ ର ନାମ କଣ ?

ଉତ୍ତର- ଦେବଦତ୍ତ

୧୬- ଭୀମଙ୍କ ର ଶଙ୍ଖ ର ନାମ କଣ ?

ଉତ୍ତର- ପାଣ୍ଡୁକ

୧୭- ଧୃତରାଷ୍ଟ୍ର ଙ୍କ ମାତା ଙ୍କ ନାମ କଣ ?

ଉତ୍ତର- ଅମ୍ବିକା

୧୮- ଶ୍ରୀ କୃଷ୍ଣ ଙ୍କ ବଂଶୀ ର ନାମ କଣ ?

ଉତ୍ତର- ମୋହନ ବଂଶୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।