ଶିରରେ କଷ୍ଟ, ଆଣ୍ଠୁ ଅଣ୍ଟାର କଷ୍ଟ, ଶିରରେ ଜମାଟ ବାନ୍ଧିବା ଆଦି କଷ୍ଟ ଦୂର ହେବ ମାତ୍ର 3 ଦିନରେ

ନମସ୍କାର ବନ୍ଧୁଗଣ, ପ୍ରତ୍ୟକ ଘରେ କାହାର ନା କାହାର ଦେହର ସମସ୍ୟା ନିଶ୍ଚୟ ରହିଛି । ଏବଂ ବହୁତ କଷ୍ଟରେ ନିଜ ଜୀବନ କଟାଉଛନ୍ତି । ଅନେକ ଉପଚାର କରିବା ପରେ ମଧ୍ୟ କୌଣସି ସୁଧାର ଆସୁନାହିଁ । ଏବଂ ବହୁତ ସାରା ଚିକିତ୍ସା କରି ଥକି ସାରିବେଣି ନିଶ୍ଚିନ୍ତ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପାୟ ଜଣାଇବୁ ଯାହାଦ୍ଵାର ଆପଣଙ୍କର ସମସ୍ତ କଷ୍ଟ ଦୂର ହେବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ରୂପେ ସେହି ଉପାୟଟି କଣ ।

ଏହି ଉପାୟ ଦ୍ଵାରା ଆପଣଙ୍କର କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣରେ ରହିବ । ପ୍ରଥମ: ଆପଣଙ୍କୁ ଧନିଆ ମଞ୍ଜି ଦରକାର ହେବ । ଏହା ଡାଇବେଟିସ ନିୟନ୍ତ୍ରଣ ରେ ସହାୟ ହୁଏ । ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ଏକ ଚାମଚ ଧନିଆକୁ ବତୁରେଇ ଦିଅନ୍ତୁ । ଏବଂ ତା ପରଦିନ ଏହାକୁ ହଲକା ଟିକେ ଗରମ କରିଦିଅନ୍ତୁ । ଏବଂ ଏହାକୁ ଛାଣି ଖାଲି ପେଟରେ ପିଅନ୍ତୁ ।

ଏହାର ସେବନ ଆପଣ ସପ୍ତାହକୁ ୩ରୁ ୪ଦିନ ନିଶ୍ଚୟ ସେବନ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ଶରୀରରୁ ବାହାରକୁ ବାହାରିଯିବ । ଶିରରେ ଜମାଟ ରହିଥିଲେ ତାହା ଖୋଲିଯିବ । ଶରୀରରେ ରକ୍ତ ପ୍ରବାହ ଭଲରେ ହେବାକୁ ଲାଗିବ । ଉଚ ରକ୍ତ ଚାପ, ଡାଇବେଟିସ, ହୃଦୟ ଜନିତ ସମସ୍ୟାରୁ ମୁକ୍ତି ମିଳିବ ।

ଧନିଆ ପାଣି ପିଇଲେ ପେଟର ସମସ୍ୟା ମଧ୍ୟ ଦୂର ହେବ । କାରଣ ଧନିଆ ପଣି ହଜମ ପ୍ରକ୍ରିୟାକୁ ଠିକ କରିଥାଏ । ଦିତୀୟ: ରାତିରେ ଏକ ଗ୍ଲାସ ପାଣିରେ ଅଧ ଚାମଚ ମେଥି ପକାନ୍ତୁ । ଏବଂ ସକାଳୁ ଉଠି ଏହି ପାଣିକୁ ସକାଳେ ସେବନ କରନ୍ତୁ ଓ ମେଥିକୁ ଚୋବେଇ ଖାନ୍ତୁ । ଏହାଦ୍ବାରା ମଧ୍ୟ ଆପଣଙ୍କର ଖରାପ କୋଲେଷ୍ଟ୍ରଲ ଶରୀରରୁ ବାହାରକୁ ବାହାରିଯିବ ।

ଏବଂ ଭଲ କୋଲେଷ୍ଟ୍ରଲ ତିଆରି କରିବାରେ ସାହାର୍ଯ୍ୟ କରେ । ଏହାକୁ ଏକ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ସୁଗାର ନିୟନ୍ତ୍ରଣ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ମେଥି ରକ୍ତରେ ଥିବା ଗ୍ଳୁକୋଜ ପରିମାଣକୁ ମଧ୍ୟ କମ କରିଥାଏ । ଏହାକୁ ଖାଇଲେ ପେଟ ପୁରିଲା ଭଳି ଅନୁଭବ ହେବ । ଏବଂ ଭୋକ କମ ଲାଗିବ । ଏହାର ସେବନ ଦ୍ଵାରା ଶରୀରରେ ରକ୍ତ ପ୍ରବାହ ଭଲରେ ହୋଇଥାଏ ।

ଶିରଗୁଡିକ ମଜବୁତ ହୋଇଥାଏ । ସକାଳେ ସବୁଦିନ ଅଧଘଣ୍ଟା ଚାଲନ୍ତୁ । ଏବଂ ରାତିରେ ଖାଇସାରିବା ପରେ ମଧ୍ୟ ଅଧ ଘଣ୍ଟା ଚାଲନ୍ତୁ । ଏହିସବୁ ଦ୍ଵାରା ଶରୀରରେ ଭଲ କୋଲେଷ୍ଟ୍ରଲର ବୃଦ୍ଧି ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।