ଆଜିର ରାଶିଫଳ, 14 ସେପ୍ଟେମ୍ବର 2022, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ପରିବାର ରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଧାର ଆସିବ । କାମ ରୁ ଧନ ପ୍ରାପ୍ତି ହେବ । ପଇସାକୁ ନେଇ ଆପଣଙ୍କ ମନରେ କୌଣସି ବିଚାର ଆସିପାରେ । କାଗଜପତ୍ର ଉପରେ ଧ୍ୟାନ ଦିଅନ୍ତୁ । ରଚନାତ୍ମକ ଦ୍ରୁଷ୍ଟି କୋଣରୁ ପରିବର୍ତ୍ତନ ଆଣିବ । କାରୋବର ରେ ଠାବର ହୁଅନ୍ତୁ ନାହି । ଜୀବନ ସାଥି ଙ୍କ ସହଯୋଗ ମିଳିବ । ଧାନ ଲାଭ ସମ୍ଭବ ଅଟେ । ପ୍ରେମ ପ୍ରସଙ୍ଗରେ ଚାଲିଥିବା ବିବାଦ ଦୂର ହେବ । ଆପଣ ପରିବାରର ସମର୍ଥନ ଓ ପୂର୍ଣ୍ଣ ସହଯୋଗ ର ଆନନ୍ଦ ନେବେ ।

ବୃଷ ରାଶି : ଏହି ରାଶିର ବିଦ୍ୟାର୍ଥୀ ପଢା ପ୍ରତି ଅଧିକ ଧ୍ୟାନ ଦେବାର ଜରୁରତ ଅଛି । ସମାଜରେ ଆପଣଙ୍କର ଭଲ କାମର ପ୍ରଶଂସା କରିବେ । କୌଣସି ପୁରୁଣା ଅଟକି ରହିଥିବା କାମ ପୁରା ହେବା କାରଣରୁ ଧନ ଲାଭ ହୋଇପାରେ । ଆପଣଙ୍କ କାମ ଅଚାନକ ବିଗିଡି ଯାଇପାରେ । କୌଣସି କାମରେ ତରବର ହୁଅନ୍ତି ନାହି । ବ୍ୟାକିଙ୍ଗ କରୁଥିବା ଲୋକେ ସଂଘର୍ଷ କରିବେ । ସମୟ ଥାଉ ଥାଉ ଉଚିତ ବିଦ୍ଵାନ ମାନଙ୍କର ମାର୍ଗ ଦର୍ଶନ କରନ୍ତୁ । ସମୟ ଅନୁକୁଳ ଅଛି । ବୈବାହିକ ଜୀବନରେ ସ୍ଥିତି ଭଲ ରହିବ ।

ମିଥୁନ ରାଶି : ଆଜି ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ । ଆପଣ ନିଜର ବୁଦ୍ଧି ର ନିଜ କାମର ପୁରା କରିବେ । ଆପଣ ନିଜକୁ ବେହତର ସାବ୍ୟସ୍ତ କରିବେ । ମିତ୍ର ଓ ପରିବାର ର ସହଯୋଗ ମିଳିବାର ସମ୍ଭାବନା ରହିଛି । ପରିବାର ସହ ସମୟ ବ୍ଯତୀତ କରିବାର ଚେଷ୍ଟା କରନ୍ତୁ । ନୂଆ ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ନିକଟତର ଲୋକଙ୍କ ସହ ସମ୍ପର୍କ ଭଲ ରହିବ ।

କର୍କଟ ରାଶି : ଆଜି ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆପଣଙ୍କ କାର୍ଯ୍ୟ ର ପ୍ରଶଂସା ହେବ । ଆପଣ ପିଲାଙ୍କ ଉପରେ ଖୁସି ହେବେ । ଆଜି ଆପଣ କରଜ ରୁ ମୁକ୍ତି ପାଇବେ । ଆପଣ ଅଫିସରେ ମାଲିକ ଙ୍କ ସହ ସମ୍ପର୍କ ଭଲ ରହିବ । କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ସମୟ ରହିଛ । ଯଦି ଆପଣ ନ ଭାବି ଚିନ୍ତି ନିବେଶ ନ କରିବେ ଆର୍ଥିକ ସମସ୍ଯା ରେ ପଡିବେ । ପଇସା ଆଧାର ରେ ନିଜର ନିସ୍ପତି ନିଅନ୍ତୁ ନାହି । ବୈବାହିକ ଜୀବନ ସୁଖମୟ ରହିବ ।

ସିଂହ ରାଶି : ନିଜର କ୍ଷମତା ଉପରେ ଭରସା କରିବା ଶିଖନ୍ତୁ । ତେବେ ଯାଇ ଆପଣଙ୍କର ଚେଷ୍ଟା ସଫଳ ହେବ । ବିଦ୍ୟାର୍ଥୀ ଙ୍କୁ ଅଧିକ ମେହନତ କରିବାର ଜରୁରତ ଅଛି । ଅନେକ ଦିନରୁ ଆପଣ ଯେଉଁ କଥା ମନରେ ଲୁଚାଇ ରଖିଛନ୍ତି ତାହା ଆପଣ କାହା ଆଗରେ ପ୍ରକାଶ କରନ୍ତୁ । ଚିନ୍ତା କମ ହେବ । ପ୍ରସନ୍ନତା ଲାଗି ରହିବ । କାର୍ଯ୍ୟ ସ୍ଥଳରେ ଆପଣଙ୍କର ପ୍ରଶଂସା ହେବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ସମାଜରେ ମାନ ସମାନ ପ୍ରତିଷ୍ଠ ହେବ । ଅଟକି ରହିଥିବା କାମ ଆରମ୍ଭ ହେବ ।

କନ୍ୟା ରାଶି : ଆଜି କନଫିୟୁଜ ବଢିପାରେ । ପରିବାର ସହ ବଢୁଥିବା ବିବାଦ ଆଜି ଦୂର ହେବ । ଧର୍ଯ୍ୟ ସହକାରେ ସାବି କାମ କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ରେଜଲ୍ଟ ବହୁତ ଭଲ ମିଳିବ । ପଜେଟିଭ ଚିନ୍ତାଧାରା ଆପଣଙ୍କ ମନରେ ଆସିପାରେ । ବେହତର ନିବେଶ ସାଧନାର ଉପୋଯୋଗ କରିବେ । ଆପଣ କ୍ରୟ କରିବା ସମୟରେ ଆନନ୍ଦ ଅନୁଭବ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ପ୍ରେମ ପ୍ରସଙ୍ଗ ରେ ଆପଣ କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ ଆଜି ଦିନ ଟି ଭଲ ରହିବ । ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ ।

ତୁଳା ରାଶି : ଆଜି ଆପଣଙ୍କୁ ସଫଳତା ର ମାର୍ଗ ପ୍ରାପ୍ତ ହେବ । ପଇସା ସହ ସମବାଧିତ ନିସ୍ପତି ନେବାରେ ଭୁଲ କରନ୍ତୁ ନାହି । ଯେତେ ଆପଣ ଗରିବ ଓ ଅସହାୟ ଲୋକଙ୍କର ସାହାଜ୍ଯ କରିବେ ଆପଣଙ୍କ ଜୀବନରେ ତୀବ୍ର ଗତିରେ ଉନ୍ନତି ହେବ ସହ ନୂଆ ପରିଚୟ ସ୍ଥାପନ କରିବେ । ବ୍ୟାପାର ବାଣିଜ୍ୟ କ୍ଷେତ୍ର କୁ ନେଇ ଆପଣ କିଛି ନୂଆ ନିସ୍ପତି ନେବେ । ପରିବାର ରେ ହସ ଖୁସି ର ମାହୋଲ ରହିବ । ଜୀବନରେ କିଛି ନୂଆ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । ଆପଣ ଚେଷ୍ଟା କରିଥିବା କାମରେ ସଫଳ ହେବେ ।

ବିଛା ରାଶି : ଆଜି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଭରା ସ୍ଥିତି ରହିବ ତାହା ଆପଣଙ୍କୁ ରୋଚକ ଲାଗିପାରେ । ମାତା ଙ୍କ ସହ ଅଧିକ ନିକଟରର ଅନୁଭବ କରିବେ । ଜଣାଶୁଣା ବ୍ୟକ୍ତି ଙ୍କ ପରାମର୍ଶ କୁ ଅଣଦେଖା କରନ୍ତୁ ନାହି । ସେ ଆପଣଙ୍କର ଭୁଲ ରୋକିବା ପାଇଁ ସାହାଜ୍ଯ କରିବେ । କାମ ସହ ଜଡିତ କଥାକୁ ନେଇ ଚିନ୍ତା ରେ ରହିବେ । ବିଦେଶକୁ ଯିବା ପାଇଁ ସୁହନେରୀ ଅବସର ମିଳିବ । ଆପଣଙ୍କ ପ୍ରତିଦ୍ଵନ୍ଦୀ ଆପଣଙ୍କର ପ୍ରଶଂସା କରିବେ । ନିଜର ଦୈନିକ ରୁଟିନ କୁ ନେଇ ସଜାଗ ରୁହନ୍ତୁ ।

ଧନୁ ରାଶି : ଆଜି ଆପଣ ନିଜର ଆତ୍ମ ସମ୍ମାନ କୁ ନେଇ ଚିନ୍ତା ରେ ରୁହନ୍ତୁ ନାହି । ସନ୍ଧ୍ୟା ରେ ବୁଲା ବୁଲି କରିବା ସମୟରେ ଆପଣଙ୍କୁ ମହତ୍ଵ ପୂର୍ଣ୍ଣ କଥା ଜଣା ପଡିବ । ଆପଣଙ୍କ ମନ ବି ରିଲାକ୍ଷ ହେବ । ମାତା ପିତା ଙ୍କ ପରାମର୍ଶ ଆଶୀର୍ବାଦ ଉପୋଯୋଗୀ ସିଦ୍ଧ ହେବ । ଆଜି ଆପଣ କିଛି ଏମିତି କଥା ଶିଖିବେ ଯାହା ଆପଣଙ୍କୁ ଆଗାମୀ ସମୟରେ ବଡ ଲାଭ ଦେବ । ସମାଜ ବ ପରିବାର ଦୁଇଟି ଯାକ କ୍ଷେତ୍ର ରେ କାମ କାର୍ଯ୍ୟ ପୁରା ହେବ । ଟ୍ୟାକ୍ସ ସହ ଜଡିତ କୌଣସି କମ ଧ୍ୟାନ ସହକାରେ କରନ୍ତୁ ।

ମକର ରାଶି : ଆଜି ଆପଣ ନୂଆ ଗାଡି ବା ନୂଆ ଉପକରଣ କ୍ରୟ କରିବାକୁ ଯୋଜନା କରିବେ । ଆଜି ଆପଣଙ୍କ ଅଧିନସ୍ଥ କାରଣରୁ କୌଣସି ପ୍ରକାରର ସମସ୍ଯା ଆସିପାରେ । ପଇସା ମାମଲାରେ ସାବଧାନ ରୁହନ୍ତୁ ନଚେତ ପଇସା ଫସି ଯାଇପାରେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ସ୍ଥିତି ଭଲ ରହିବ । ଛୋଟ ଛୋଟ କଥାରେ ରାଗନ୍ତୁ ନାହି । ମିତ୍ର ଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ କାହା ସହ ବିବାଦ କରନ୍ତୁ ନାହି । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ନିବିଡ ହେବ । ଯାହା ବି କାମ କରିବେ ସଫଳ ହେବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ଆଜି ଆତ୍ମବିଶ୍ଵାସ ରେ କାମ କରିବେ । ପାରିବାରିକ ସୁଖ ଓ ସନ୍ତୋଷ ରହିବ । ଆଜି ଆପଣ ନୂଆ ଆରମ୍ଭ କରିବାରେ ସଫଳ ହେବେ । ଅଟକି ରହିଥିବା ପଇସା ମିଳିବାର ସମ୍ଭାବନା ରହିଛି । ନିଜର ବିଚାର କାହା ଉପରେ ଜବରଦସ୍ତି ଲଦନ୍ତୁ ନାହି ନଚେତ କଳହ ହୋଇପାରେ । ବ୍ଯବସାୟିକ ଯୋଜନା ରେ ଗତି ମିଳିବ । ରାଜ୍ୟ ମାନ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଭାବୁକ ହୋଇ ନେଇଥିବା ନିସ୍ପତି ଆପଣଙ୍କ ପାଇଁ ଭୁଲ ସାବ୍ୟସ୍ତ ହୋଇପାରେ ।

ମୀନ ରାଶି : ଆଜି ଆପଣ ଘର କାମରେ ବ୍ୟସ୍ତ ରେ ରହିବେ । ଧାର୍ମିକ କାର୍ଯ୍ୟ ରେ ରୁଚି ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପକ୍ଷ ରେ କିଛି ପରିବର୍ତ୍ତନ ହୋଇପାରେ ଏଥିପାଇଁ ଆପଣଙ୍କ ସାଥି ଈର୍ଷା କରି ପାରନ୍ତି । କିନ୍ତୁ ଆପଣ ନିଜର ଭଲ ବ୍ୟବହାର ରେ ମାହୋଲ ଠିକ ରଖନ୍ତୁ । ସନ୍ତାନ ଙ୍କ ତରଫରୁ ଶୁଭ ଖବର ମିଳିପାରେ । କୋର୍ଟ କଚେରୀ ମାମଲା ରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।