ସମସ୍ତେ ଶୋଇବା ପରେ ନବବିବାହିତା ଭାଣିଜୀ ସହ ଅନୈତିକ ସମ୍ପର୍କ ରଖୁଥିଲା ଅତିଥି ହୋଇ ଆସିଥିବା ମାମୁଁ, ଅଡିଓ କଲ୍ ରେକର୍ଡ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା ସତ

ଭାଣିଜୀ ବାହା ହେବା ପରେ ସ୍ଵାମୀ ସହ ଶାଶୁଘରେ ରହୁଥିଲା । କିନ୍ତୁ ତାଙ୍କ ମାମୁଁ ମଉକା ଦେଖି ରାତିରେ ସବୁବେଳେ ଭାଣିଜୀ ଘରେ ପଶି ଯାଉଥିଲା । ଆଉ ରାତିରେ ଜଗି ରହୁଥିଲା ଭାଣିଜୀ କେତେବେଳେ ତା’ ପାଖକୁ ଆସିବ ସେ ଭାଣିଜୀ ସହ ଅନୈତିକ ସମ୍ପର୍କ ରଖିବ । ଆଉ ଏବେ ଭାଣିଜୀ ଓ ମାମୁଁ କଥା ହେଉଥିବା ସମୟ ଅଡିଓ କଲ୍ ସାମ୍ନାକୁ ଆସିଛି, ଯାହା ଖୁବ ଭାଇରାଲ ହେଉଛି । ସେହି ଅଡିଓ କଲ୍ ରେକର୍ଡରେ, ଭାଣିଜୀକୁ ମାମୁଁ ପଚାରୁଛି ନିଜ ପ୍ରାଇଭେଟ ଅଙ୍ଗରେ କେମିତି ଅନୁଭବ ହେଲା ? ଭଲ ଲାଗିଲା ନା ନାହିଁ ?

ସେପଟେ ଉତ୍ତରରେ ଭାଣିଜୀ କହୁଛି, ହଁ ମାମୁଁ ଭଲ ଲାଗିଲା । ଆମେ ତ ସାଧାସିଧା ଭାଷାରେ ଆପଣଙ୍କୁ ଏକଥା କହୁଛୁ । ହେଲେ ପ୍ରକୃତ ଅଡିଓ କଲ୍ ରେ ମାମୁଁ ଯେଉଁ ଭଳି ଭାଷାରେ ଭାଣିଜୀ ସହ କଥା ହେଉଛନ୍ତି ଆପଣଙ୍କୁ ଶୁଣିବାକୁ ବି ଲାଜ ଲାଗିବ । ଖାଲି ସେତିକି ନୁହେଁ ବରଂ ସେହି ଅଡିଓ କଲ୍ ରୁ ସ୍ପଷ୍ଟ ଜଣାପଡୁଛି ଯେ ମାମୁଁ ଭାଣିଜୀର ଶାଶୁଘରକୁ ଛଅ ଥର ଅତିଥି ହୋଇ ବି ଯାଇଛି ।

ଆଉ ରାତିସାରା ଶୋଇକି ଜଗି ରୁହେ ଭାଣିଜୀ କେତେବେଳେ ତାଙ୍କ ପାଖକୁ ଆସିବ । ଯେତେବେଳେ ସମସ୍ତେ ଶୋଇଯାନ୍ତି ସେଟବେଳେ ଭାଣିଜୀ କୁଆଡେ ମାମୁଁ ପାଖକୁ ଆସି ଯାଉଥିଲା । ଯାହାକି ମାମୁଁ ଓ ଭାଣିଜୀର ଏହି ଅଡିଓ ଭାଇରାଲ ହେବା ପରେ ସେମାନଙ୍କ ସବୁ କଥା ଏବେ ସାମ୍ନାକୁ ଆସିଯାଇଛି । ଆଉ ଏହି ଅଡିଓ କଲ୍ କୁ ଶୁଣି ଭାଣିଜୀ ଶାଶୁଘର ଡୁଆରେ ଲୋକମାନେ ଗହଳି ଜମାଇଛନ୍ତି ।

ସମସ୍ତେ ବୋହୂ ବିରୋଧରେ କହୁଛନ୍ତି କି, ବୋହୂ ତାଙ୍କ ସାହିପଡିଶା ସମାଜ ଓ ସମସ୍ତଙ୍କୁ ଖରାପ ବାର୍ତ୍ତା ଦେଉଛି । ଯେଉଁଥି ପାଇଁ ଏହି ଭାଇରାଲ ଅଡିଓ ଶୁଣିବା ପରେ ସମସ୍ତଙ୍କ ରାଗ ଯାଇ ମୁଣ୍ଡରେ ଚଢିଛି । ସେପଟେ ବୋହୂ ଏବଂ ଶାଶୁ ଉଭୟ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘରକଳି ଭିତରେ ଏବେ ସାହିପଡିଶା ଓ ପୁରା ପଞ୍ଚାୟତ ବୋହୂ ବିରୁଦ୍ଧରେ କହିବାକୁ ଉଠି ଆସିଛନ୍ତି ।

ପଞ୍ଚାୟତର ନାଁ ଖରାପ ହେଉଥିବା କହି ସେହି ପଞ୍ଚାୟତର ଶତାଧିକ ମହିଳା ଏବେ ଘରଆଗରେ ପହଞ୍ଚି ଯାଇଛନ୍ତି । ଆଉ ଘର ଭିତରେ ୫ଦିନ ବନ୍ଦ ରହିବା ପରେ ନବବଧୂ ସେଠାରୁ ଉଦ୍ଧାର ହୋଇଛନ୍ତି । ଗତ ଜୁଲାଇ ୭ରେ ଜଗତସିଂପୁରର ଲିଟୁନା ମାଝୀ ରୀନାଙ୍କୁ ବାହା ହୋଇଥିଲେ ।

କିନ୍ତୁ ରୀନାଙ୍କ ମାମୁଁ ସହ ସମ୍ପର୍କ ବିଷୟରେ ଜାଣିବା ପରେ ରୀନାଙ୍କୁ ନେଇ ବାପଘରେ ଛାଡି ଦେଇଥିଲେ ଶାଶୁଘର ଲୋକେ । ଆଉ ଏବେ କିଛିଦିନ ହେବ ଶ୍ଵଶୁର ଘର ବାହାରେ ଆସି ରୀନା ଧାରଣା ଦେଉଥିବା ବେଳେ ଭାଇରାଲ ଅଡିଓ ପାଇଁ ତାଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।