ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଭାରତର କେଉଁ ରାଜ୍ୟରେ କୋରିଆ ନାମକ ଜିଲା ରହିଛି ?
ଉ: ଛତିଶଗଡ ରାଜ୍ୟରେ ଅଛି ।
୨- ଏଭଳି କେଉଁ ଜୀବନ ଅଛି ଯାହାର ମସ୍ତିଷ୍କ ତାହାର ଶରୀର ଠାରୁ ବଡ ହୋଇଥାଏ ?
ଉ: ପିମ୍ପୁଡିର ଶରୀର ଠାରୁ ମସ୍ତିଷ୍କ ବଡ ।
୩- ଜନସଂଖ୍ୟା ଦୃଷ୍ଟିରୁ ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି ?
ଉ: ସିକ୍କିମ ସବୁଠୁ ଛୋଟ ।
୪- ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ଥିଲେ ?
ଉ: ଜାକିର ହୁସେନ ।
୫- ବଲିଉଡ ଅଭିନେତା ଅମିର ଖାନ ଙ୍କର ସଂପୂର୍ଣ୍ଣ ନାମ କଣ ?
ଉ: ମହମ୍ମଦ ଆମିର ହୁସେନ ଖାନ ।
୬- ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପାକିସ୍ଥାନରେ ହୋଇଥିଲା ?
ଉ: ଡକ୍ଟର ମନମୋହନ ସିଂ ।
୭- କେଉଁ ପକ୍ଷୀ କେବଳ ବର୍ଷା ପାଣି ପାନ କରିଥାଏ ?
ଉ: ଚାତକ ପକ୍ଷୀ
୮- ଏମିତି କେଉଁ ଜୀବ ଅଛି ଯିଏ କେବେ ହେଲେ ମରି ନଥାଏ ?
ଉ: ଜେଲି ଫିସ୍
୯- ବିଶ୍ଵର କେଉଁ ଦେଶରେ ଖିର ବିକ୍ରି କରିବାକୁ ଏକ ଅପରାଧ ସ୍ୱରୂପ ମାନା ଯାଇଥାଏ ?
ଉ: ଫିନଲାଣ୍ଡରେ ଖିର ବିକିବା ଅପରାଧ ଅଟେ ।
୧୦- ଉତ୍ତର ପ୍ରଦେଶ ରାଜ୍ଯର କେଉଁ ଜିଲ୍ଲା ସବୁଠାରୁ ଅଧିକ ଧନୀ ହୋଇଥାଏ ?
ଉ: କାନପୁର ସବୁଠୁ ଅଧିକ ଧନୀ ।
୧୧- ପେନଡ୍ରାଇଭର ଆବିଷ୍କାର କିଏ କରିଥିଲେ ?
ଉ: ଫୁଜିଓ ମାସୁଓକା
୧୨- କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଏ ?
ଉ: ଇଜିପ୍ଟରେ ବିଲେଇଙ୍କୁ ପୂଜା କରାଯାଏ ।
୧୩- ପୃଥିବୀ ଠାରୁ ବଡ କିଏ ?
ଉ: ମାଆ ସବୁଠୁ ବଡ ।
୧୪- ଆକାଶ ଅପେକ୍ଷା ଉଚ୍ଚ କିଏ ?
ଉ: ବାପା ସବୁଠୁ ଉଚ୍ଚ ।
୧୫- ବାୟୁ ଠାରୁ ଦ୍ରୁତଗାମୀ କିଏ ?
ଉ: ମନ ସବୁଠୁ ଅଧିକ ଦ୍ରୁତ ।
୧୬- ଜନ୍ମ ହେଳେ ମଧ୍ୟ କିଏ ଚଳପ୍ରଚଳ ହୁଏ ନାହିଁ ?
ଉ: ଅଣ୍ଡା
୧୭- କେଉଁ ପୂର୍ଣ୍ଣିମାରେ ଗୁରୁଙ୍କୁ ପୂଜା କରାଯାଏ ?
ଉ: ବ୍ଯାସ ପୂର୍ଣ୍ଣିମା ।
୧୮- ସୂର୍ଯ୍ୟଆଙ୍କର ଅସ୍ତ ପାଇଁ ଦାୟୀ କିଏ ?
ଉ: ପ୍ରକୃତି ।
୧୯- ମନୁଷ୍ୟର ସବୁଠୁ ବଡ ଶତ୍ରୁ କିଏ ?
ଉ: କ୍ରୋଧ ।
୨୦- ବିଲାତି ବା ଟମାଟୋର ରଙ୍ଗ ଲାଲ କାହିଁକି ହୋଇଥାଏ ?
ଉ: ଲାଇକୋପିନ ଯୋଗୁଁ ଟମାଟୋର ରଙ୍ଗ ଲାଲ ହୋଇଥାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।