Odisha Nua Swara ମଞ୍ଚରେ Poonam ଙ୍କ ଗୀତରେ viral boy Santanu & Ritika କଲେ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ ହସି ହସି ଗଡିଯିବେ…

ଆପଣ ସମସ୍ତେ ସବୁବେଳେ ହିନ୍ଦୀର ରିୟାଲିଟି ଶୋ ଓ ସେଥିରେ ନଜର ଆସୁଥିବା ଛୋଟ ଛୋଟ ପ୍ରତିଯୋଗୀମାନଙ୍କୁ ଦେଖିଥିବେ । ଯେଉଁମାନେ ବହୁତ ଅଳ୍ପ ଦିନ ମଧ୍ୟରେ ଭାଇରାଲ ବି ହୋଇ ଯାଆନ୍ତି । କିନ୍ତୁ କହିଦେଉଛୁ କି ବର୍ତ୍ତମାନ ଓଡିଶାରେ ବି ଏହିଭଳି ଏକ ରିୟାଲିଟି ଶୋ ଆସିଯାଇଛି । ଯେଉଁଠି ଛୋଟ ଛୋଟ ପିଲାମାନେ ନିଜର ପ୍ରତିଭା ଦେଖାଉଛନ୍ତି । ଏହା ସହିତ ସମସ୍ତଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ଏକ ପ୍ରକାରର ସୁଯୋଗ ମଧ୍ୟ ମିଳୁଛି ।

ଆମେ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉ ଥିବା ଓଡିଶାର ନୂଆ ସ୍ଵର ବିଷୟରେ କହୁଛୁ । ଯେଉଁଠି ଛୋଟ ଛୋଟ ପିଲାମାନେ ଗୀତ ଗାଉଛନ୍ତି । କହିବାକୁ ଗଲେ ଓଡିଶାରେ ଏହା ପୂର୍ବରୁ ଏହିଭଳି ବହୁତ ରିୟାଲିଟି ଶୋ ଆସିଛି ।

କିନ୍ତୁ ଓଡିଶାର ନୂଆ ସ୍ଵର ଭଳି ଲୋକପ୍ରିୟ ହୋଇ ପାରି ନାହିଁ । ଏହି ଶୋ ବହୁତ ଅଳ୍ପ ଦିନ ମଧ୍ୟରେ ଲୋକପ୍ରିୟ ହୋଇ ଯାଇଛି । କହିବାକୁ ଗଲେ ଏହି ଶୋରେ ଶାନ୍ତୁନୁ ନାମକ ଗୋଟିଏ ଛୋଟ ପିଲା ବର୍ତ୍ତମାନ ସମୟରେ ବହୁତ ଚର୍ଚାରେ ଅଛି । ସେ ଯେତିକି ସୁନ୍ଦର ଗୀତ ଗାଏ, ତାରା କଥା ଗୁଡିକ ବି ସେତିକି ସୁନ୍ଦର । ଏହା ସହିତ ସେ ଭଲ କମେଡି ବି କରୁଛି । ଯେଉଁଥି ପାଇଁ ଦର୍ଶକମାନେ ଏହି ଶୋକୁ ଆହୁରି ଅଧିକ ପସନ୍ଦ କରୁଛନ୍ତି ।

କିଛି ଦିନ ତଳେ ଏହି ଶୋକୁ ଓଡିଶାର ହାସ୍ୟକଳାକାର ପପୁ ପମ୍ପ ପମ୍ପ ବି ଯାଇ ଥିଲେ । ଏହା ପରେ ଶୋରେ ପପୁ ପମ୍ପ ପମ୍ପ ଓ ଶାନ୍ତୁନୁଙ୍କ ଯୋଡିର କାମାଲ ଦେଖିବାକୁ ମିଳିଲା । ଦର୍ଶକମାନେ ବି ଏହି ଏପିଶୋଡକୁ ବହୁତ ପସନ୍ଦ କରିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ଏହି ଶୋର ଏକ ନୂଆ ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ଏହି ଶୋର ଜଣେ ପ୍ରତିଯୋଗୀ ପୁନମ ମଲ୍ଲିକ ବହୁତ ସୁନ୍ଦର ଗୀତ ଗାଉଛନ୍ତି ।

ଯେଉଁଥିରେ କେବଳ ସେଠି ଥିବା ଦର୍ଶକମାନଙ୍କ ସହ ଜଜ ମାନେ ବି ଉପସ୍ଥିତି ଥିବା ପ୍ରତିଯୋଗୀମାନେ ଏନଜୟ କରୁଛନ୍ତି । ଯାହାର କି ଭିଡିଓ ଆପଣ ଦେଖି ପାରିବେ । ଏହା ମଧ୍ୟରେ ଶାନ୍ତୁନୁ ଓ ରୀତିକ ବି ଏହି ଗୀତରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଯାହାକି ଏହି ଗୀତକୁ ଆହୁରି ଅଧିକ ମନୋରଞ୍ଜନ ପୂର୍ଣ କରି ଦେଉଛି ।