ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।
୧- କେଉଁ ଫଳରେ ସବୁ ପ୍ରକାରର ଭିଟାମିନ ରହିଥାଏ ?
ଉ: ଅମୃତଭଣ୍ଡା
୨- ତାହା କଣ ଯାହା ସ୍କୁଟରରେ ଅଛି ହେଲେ ସାଇକେଲରେ ନାହିଁ, ମୋଟର ସାଇକେଲରେ ଅଛି ହେଲେ ବଳଦଗାଡିରେ ନାହିଁ ?
ଉ: ଇଞ୍ଜିନ
୩- ରାମାୟଣ କଥା ଅନୁସାରେ ତାଡକା ର ପିତାଙ୍କ ନାମ କଣ ଥିଲା ?
ଉ: ସୁକେତୁ
୪- ରାମାୟଣ ଅନୁସାରେ ଅଶୋକ ବାଟିକାରେ ରାବଣର କେଉଁ ପୁତ୍ର ହନୁମାନଙ୍କ ଦ୍ଵାରା ନିହତ ହୋଇଥିଲା ?
ଉ: ଅକ୍ଷୟ କୁମାର
୫- କାହାକୁ ଆଧୁନିକ ଭାରତର ଜନକ ବୋଲି କୁହାଯାଏ ?
ଉ: ରାଜା ରାମମୋହନ ରାୟ
୬- କନ୍ୟାକୁମାରୀର ରକ୍ ମେମୋରିଆଲ କାହାକୁ ସମର୍ପିତ ଅଟେ ?
ଉ: ସ୍ଵାମୀ ବିବେକାନନ୍ଦ
୭- ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ କେଉଁ ମସିହାରେ “ରାଷ୍ଟ୍ରୀୟ ଏକତା ପରିଷଦ” ର ସ୍ଥାପନ କରିଥିଲେ ?
ଉ: ୧୯୬୧ ମସିହାରେ
୮- କେଉଁ ଜିନିଷ ଅଛି ଯାହାକୁ ନିଆଁ ଜଳେଇ ପାରିବ ନାହିଁ, ଶସ୍ତ୍ର କାଟି ପାରିବ ନାହିଁ, ପାଣି ଓଦା କରିପାରିବ ନାହିଁ ଓ ମୃତ୍ୟୁ ମାରି ପାରିବ ନାହିଁ ?
ଉ: ଛାଇ
୯- ଏମିତି କେଉଁ ଜିନିଷ ଅଛି ଯାହା ଆଲୁଅରେ ଆପଣଙ୍କ ସହ ରହିଥାଏ ହେଲେ ଅନ୍ଧାରରେ ରୁହେ ନାହିଁ ?
ଉ: ଛାଇ
୧୦- ଭରତ ଛଡା ଅନ୍ୟ କେଉଁ ଦେଶରେ ୧୫ ଅଗଷ୍ଟକୁ ସ୍ଵତନ୍ତ୍ରତା ଦିବସ ରୂପେ ପାଳନ କରା ଯାଇଥାଏ ?
ଉ: ଦକ୍ଷିଣ କୋରିଆ
୧୧- କେଉଁ ଜାଗାରେ ସୂର୍ଯ୍ୟ ସବୁଜ ରଙ୍ଗର ଦେଖା ଯାଇଥାଏ ?
ଉ: ଆଣ୍ଟାର୍କଟିକା
୧୨- ତାହା କଣ ଅଟେ ଯାହାର ୪ଟି ଗୋଡ ଥାଇ ମଧ୍ୟ ତାହା ଚାଲିପାରେ ନାହିଁ ?
ଉ: ଟେବୁଲ
୧୩- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ ?
ଉ: ଅରୁଣାଚଳ ପ୍ରଦେଶ
୧୪- କେଉଁ ଦେଶରେ ପ୍ରଥମେ କାଗଜର ଉଦ୍ଭାବନ ହୋଇଥିଲା ?
ଉ: ଚୀନ
୧୫- ଟେଲିସ୍କୋପ କିଏ ଉଦ୍ଭାବନ କରିଥିଲେ ?
ଉ: ଗାଲିଲିଓ
୧୬- ଭାରତର ରାଷ୍ଟ୍ରୀୟ ନଦୀର ନାମ କଣ ?
ଉ: ଗଙ୍ଗା
୧୭- କେଉଁ ଦେଶରେ ଅନ୍ୟ ଦେଶ ତୁଳନାରେ ସବୁଠୁ କମ ଭୂମିକମ୍ପ ହୋଇଥାଏ ?
ଉ: ଭାରତ
୧୮- ଶାଶୁ ବୋହୂ ମନ୍ଦିର କେଉଁଠାରେ ଅବସ୍ଥିତ ?
ଉ: ଉଦୟପୁର
୧୯- କେଉଁ ପକ୍ଷୀର ପର ନାହିଁ ?
ଉ: କିୱି
୨୦- ୬ଟି ବାଡି ଅଛି ୧ଟି ଭାଙ୍ଗିଗଲେ ଆଉ କେତୋଟି ରହିବ ?
ଉ: ୭ଟି
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଆଗକୁ ଏହିପରି ଜିକେ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।