ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ ।
୧- ନୂଆ ଗାଡିର ନମ୍ବର ପ୍ଳେଟରେ A/F କାହିଁକି ଲେଖା ଯାଇଥାଏ ?
ଉ: କାଗଜପତ୍ର ନ ତିଆରି ହୋଇଥିବାରୁ
୨- ଦୁନିଆର ସବୁଠୁ ଶୀଘ୍ର ବୃଦ୍ଧି ପାଉଥିବା ଗଛ କେଉଁଟି ?
ଉ: ବାଉଁଶ
୩- କେଉଁ ଜିନିଷକୁ ପାଣିରେ ପକାଇଲେ ଗରମ ହୋଇଯାଏ ?
ଉ: ଚୂନ
୪- ବାୟୁ ଚାପ ମାପିବାର ଯନ୍ତ୍ରର ନାମ କଣ ?
ଉ: ବାରୋ ମିଟର
୫- ପୃଥିବୀର ସବୁଠାରୁ ବଡ ଦେଶର ନାମ କଣ ?
ଉ: ଋଷିଆ
୬- କେଉଁ ନଦୀ ମୁହାଣ ନିକଟରେ ବଙ୍ଗୋପସାଗର ବେଳାଭୂମିରେ କୋଣାର୍କ ମନ୍ଦିର ନିର୍ମିତ ହୋଇଥିଲା ?
ଉ: ଚନ୍ଦ୍ରଭାଗା
୭- କେଉଁ ଶାସକ ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ହଟାଇ ନେଇଥିଲେ ?
ଉ: ମହମ୍ମଦ ବିନ ତୋଗଲକ
୮- ଓଡିଶାର କେଉଁ ରାଜା କଳିଙ୍ଗ ନଗରରୁ କଟକକୁ ରାଜଧାନୀ ଉଠାଇ ଆଣିଥିଲେ ?
ଉ: ଚୋଡଗଙ୍ଗଦେବ
୯- ଭାସ୍କୋଡାଗାମା କେଉଁ ଦେଶର ନାବିକ ଥିଲେ ?
ଉ: ପର୍ତ୍ତୁଗାଲ
୧୦- ଉଡାଜାହାଜ କେଉଁ ଧାତୁରେ ତିଆରି ହୋଇଥାଏ ?
ଉ: ଆଲୁମିନିୟମ
୧୧- ଶ୍ରୀ ରାମଚନ୍ଦ୍ର ଙ୍କର କେତେ ଜଣ ଭାଇ ଥିଲେ ?
ଉ: ଚାରି ଜଣ
୧୨- ଶ୍ରୀ ରାମଚନ୍ଦ୍ର ଙ୍କର ମାତାଙ୍କର ନାମ କଣ ଥିଲା ?
ଉ: କୌଶଲ୍ୟା
୧୩- କେଉଁ ପତ୍ର ଦେହରେ ଲାଗିଲେ କୁଣ୍ଡାଇ ହୋଇଥାଏ ?
ଉ: ବିଛୁଆତି
୧୪- ଛୁଆ ଜନ୍ମ କରୁଥିବା ପକ୍ଷୀର ନାମ କଣ ?
ଉ: ବାଦୁଡି
୧୫- କେଉଁ ଦେଶରେ ରାତି ୧୨ ଘଟିକା ସମୟରେ ସୂର୍ଯ୍ୟ ଉଦୟ ହୋଇଥାଏ ?
ଉ: ନରୱେ
୧୬- କେଉଁ ଦେଶରେ ପାଗଳଙ୍କ ସଂଖ୍ୟା ବେଶୀ ?
ଉ: ବ୍ରହ୍ମଦେଶ
୧୭- ମର୍ତ୍ତ୍ୟର ନନ୍ଦନ କାନନ କାହାକୁ କୁହନ୍ତି ?
ଉ: ଡମସ୍କସ ସରିଆ
୧୮- କେଉଁ ଦେଶରେ ରାତିରେ ଇନ୍ଦ୍ରଧନୁ ଦେଖା ଯାଇଥାଏ ?
ଉ: ଆଇସଲ୍ୟାଣ୍ଡ, ହାୱାଇ ଦୀପ
୧୯- ଓଟ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?
ଉ: କୁବେତ
୨୦- କେଉଁ ପଶୁ ମାଟି ଉପରେ କେବେବି ବସେ ନାହିଁ ?
ଉ: ଘୋଡା
୨୧- କେଉଁ ଦେଶରେ ସବୁଠାରୁ ଅଧିକ ଇଣ୍ଟରନେଟ ବ୍ୟବହାର ହୋଇଥାଏ ?
ଉ: ଚାଇନା
୨୨- ହାତରେ ନ ଧରି ମଧ୍ୟ ଅଟକାଇ ପାରିବା ତାହା କଣ ?
ଉ: ନିଃଶ୍ଵାସ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।