ଝିଅ ଝିଅ କହି ଝିଅର ସବୁ ସାରିଦେଲା ଧରମ ବାପା, ଝିଅର ମାଆ ଯାହା କହୁଛନ୍ତି ଆପଣଙ୍କ ଗୋଡ ତଳୁ ମାଟି ଖସିଯିବ, ଦେଖନ୍ତୁ Video

ଆଜି ଆମେ ଆପଣଙ୍କ ସାମ୍ନାକୁ ଏମିତି ଏକ ଖବର ନେଇ ଆସିଛୁ ଯାହା ଶୁଣିବା ପରେ ଆପଣଙ୍କ ଅକଲ ଗୁଡୁମ ହୋଇଯିବ । ଧରମ ବାପାର ଛୁଆକୁ ଜନ୍ମ ଦେଇଛି ଝିଅ । ଝିଅ ବୋଲି କହି ବାପା ହୋଇ ଏଭଳି ଲଜ୍ୟାଜନକ କାର୍ଯ୍ୟ କରିଛନ୍ତି ଜଣେ ଧରମ ବାପା । ବାପା ଓ ଝିଅର ସମ୍ପର୍କ ଏକ ପବିତ୍ର ଓ ନିଆରା ସମ୍ପର୍କ । ଝିଅକୁ ବାପା କେବେ ଏଭଳି ଦୃଷ୍ଟିରେ ଦେଖିପାରିବ ନାହିଁ । ନିଜ ରକ୍ତର ଝିଅ ହେଉ ଅବା ମୁହଁବୋଲା ଝିଅ ହେଉ, ବାପା ଓ ଝିଅଙ୍କ ସମ୍ପର୍କ ସବୁବେଳେ ଶାଶ୍ଵତ ବୋଲି କୁହାଯାଏ ।

କିନ୍ତୁ ଏହି ପବିତ୍ର ସମ୍ପର୍କରେ ଦାଗ ଲଗେଇ ଦେଇଛି ଜଣେ ବାପାରୂପୀ ରାକ୍ଷସ । ଆଉ ତାଙ୍କର ପର୍ଦ୍ଦାଫାଶ କରିଛନ୍ତି ଝିଅର ମାଆ । ସେ ତାଙ୍କ ବୟାନରେ କହିଛନ୍ତି କି ଗତ କିଛି ମାସ ତଳେ ତାଙ୍କ ଝିଅକୁ ସେ ଧରମ ବାପାଙ୍କ ନିକଟରେ ରହି ପାଠ ପଢିବାକୁ ଛାଡିଥିଲେ । ଏପରିକି ଝିଅର କନ୍ୟାଦାନ କରିବେ ବୋଲି ମଧ୍ୟ ଧରମ ବାପା କଥା ଦେଇଥିଲେ । ଦୁଇ ପରିବାର ମଧ୍ୟରେ ସମ୍ପର୍କ ବଢିଥିଲା ଓ ଉଭୟ ପରିବାର ଏକ ପରିବାର ଭଳି ଚଳୁଥିଲେ ।

କିନ୍ତୁ ଦିନେ ହଠାତ ଝିଅକୁ ଦେଖିବାକୁ ତାଙ୍କ ଧରମ ବାପାଙ୍କ ଘରକୁ ଆସି ମାଆ ଦେଖିଲେ କି ତାଙ୍କ ଝିଅ ଗର୍ଭବତୀ ଅଛି । ସେ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏନେଇ ପଚାରିବାରୁ ଝିଅ ଗର୍ଭବତୀ ଅଛି ଓ ତାଙ୍କ ଡେଲିଭେରୀ ସମୟ ହୋଇ ଗଲାଣି ବୋଲି ସେ ଜାଣିବାକୁ ପାଇଲେ । ଏହାପରେ ଝିଅର ସବୁ ରିପୋର୍ଟ କଥା ପଚାରିଥିଲେ ମାଆ ।

ଧରମ ବାପା ଜଣକ ଟଙ୍କା ଫୋପାଡି ଦେଇ ମାଆ ଓ ଝିଅଙ୍କୁ ମେଡିକାଲରେ ଛାଡି ଦେଇ ଆସିଥିଲେ । ଉକ୍ତ ଯୁବତୀ ନାବାଳିକା ଥିବା ବେଳେ ତାଙ୍କ ବୟସ ମାତ୍ର ୧୬ ବର୍ଷ ଓ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଧରମ ବାପା ଝିଅକୁ ଡରେଇ ଧମକେଇ ତାଙ୍କ ସହ ଜବରଦସ୍ତି ସମ୍ବନ୍ଧ ବନାଉଥିଲେ ବୋଲି ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ । କାହାକୁ କହିଲେ ତାଙ୍କୁ ବିଶ ଦେଇଦେବେ ନହେଲେ ହାଣି ଦେବେ ବୋଲି କହି ଝିଅ ସହ ସବୁବେଳେ ଏଭଳି ପାପ କାର୍ଯ୍ୟ କରୁଥିଲେ ଧରମ ବାପା ।

ଏନେଇ ଝିଅଘର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ଯେଉଁଠାରେ ଏହି କାର୍ଯ୍ୟ ହୋଇଛି ସେହି ଥାନାରେ ଅଭିଯୋଗ ଦେବା ପାଇଁ ତାଙ୍କୁ ପୋଲିସ କହିଛି । ଏଭଳି ବାପା ପାଇଁ କଣ କହିବେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।