ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।
୧- କେଉଁ ଗଛରେ ଫୁଲ ହୁଏ ନାହିଁ ?
ଉ: ଛତୁ
୨- କେଉଁ ଦେଶରେ ପାଗଳଙ୍କ ସଂଖ୍ୟା ବେଶୀ ?
ଉ: ବ୍ରହ୍ମଦେଶ
୩- ଧଳାହାତୀର ଦେଶ କାହାକୁ କୁହନ୍ତି ?
ଉ: ଥାଇଲାଣ୍ଡ
୪- ପୃଥିବୀର ରଙ୍ଗୀନ ସହର କାହାକୁ କୁହାଯାଏ ?
ଉ: ନ୍ୟୁୟର୍କ
୫- ପୃଥିବୀର ନୀରବ ସହର କିଏ ?
ଉ: ଭେନିସ
୬- ମର୍ତ୍ତ୍ୟର ନନ୍ଦନକାନନ କାହାକୁ କୁହନ୍ତି ?
ଉ: ଡମସ୍କସ ସରିଆ
୭- ପୃଥିବୀର ଛାତ କାହାକୁ କୁହନ୍ତି ?
ଉ: ପାମିର ମାଳଭୂମି
୮- କେଉଁ ଦେଶରେ ରାତ୍ରିରେ ଇନ୍ଦ୍ରଧନୁ ଦେଖାଯାଏ ?
ଉ: ଆଇସଲ୍ୟାଣ୍ଡ ହାୱାଇ ଦ୍ଵୀପ
୯- କେଉଁ ଦେଶରେ ନୌକା ଉପରେ ଦୋକାନ ବଜାର ଦେଖିବାକୁ ମିଳେ ?
ଉ: ଭେନିସ
୧୦- ପୃଥିବୀର ସାପ ନଥିବା ଦେଶ କିଏ ?
ଉ: ନ୍ୟୁଜିଲାଣ୍ଡ
୧୧- କେଉଁ ପକ୍ଷୀର ବସା ନଥାଏ ?
ଉ: କୋଲିଲି
୧୨- କେଉଁ ପ୍ରାଣୀ ଠିଆ ହୋଇ ଶୁଏ ?
ଉ: ଘୋଡା
୧୩- ନରହତ୍ୟାରେ କେଉଁ ଦେଶ ବିଶ୍ଵ ରେକର୍ଡ କରିଛି ?
ଉ: ବ୍ରାଜିଲ
୧୪- କେଉଁ ଦେଶରେ ଗୋଟିଏ ହେଲେ ବି ସିନେମା ହଲ୍ ନାହିଁ ?
ଉ: ସାଉଦି ଆରବ
୧୫- କେଉଁ ଦେଶରେ ଡାକ୍ତରମାନେ ରୋଗୀ ଦେଖିବା ପାଇଁ ଉଡାଜାହାଜରେ ଯିବା ଆସିବା କରନ୍ତି ?
ଉ: ଅଷ୍ଟ୍ରେଲିଆ
୧୬- କେଉଁ ଗଛ ସବୁବେଳେ କାନ୍ଦୁଥାଏ ?
ଉ: ଲୁରେଇ
୧୭- ପୃଥିବୀର ବୃହତ୍ତମ ଜାହାଜ କିଏ ?
ଉ: କୁଇନ ଏଲିଜାବେଥ
୧୮- ଆମେରିକା କେଉଁ ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ଅନ୍ତରୀକ୍ଷ ଜାଣ ପ୍ରେରଣ କରିଥିଲା ?
ଉ: ବୃହସ୍ପତି
୧୯- ସୁନା ମାଛର ଦେଶ କାହାକୁ କୁହାଯାଏ ?
ଉ: ଅଷ୍ଟ୍ରେଲିଆ
୨୦- ଗୁରୁ କାଳୁଚରଣ ମହାପାତ୍ର କେଉଁ ନୃତ୍ୟ ସହିତ ଜଡିତ ?
ଉ: ଓଡିଶୀ
୨୧- ଯେଉଁ ଜୀବ ଆଘାତ ପାଇବା ପରେ ମନୁଷ୍ୟଙ୍କ ଭଳି କାନ୍ଦିଥାଏ ?
ଉ: ଭାଲୁ
୨୨- କେଉଁ ଜୀବ ପାଟିରେ ସବୁଠାରୁ ଅଧିକ ଦାନ୍ତ ଥାଏ ?
ଉ: କୁମ୍ଭୀର
୨୩- ମନୁଷ୍ୟର ସବୁଠାରୁ ଅଧିକ ଡ଼ିଏନଏ କେଉଁ ପ୍ରାଣୀ ଠାରେ ଦେଖିବାକୁ ମିଳିଥାଏ ?
ଉ: ମାଙ୍କଡ
୨୪- କିଡନୀକୁ ଓଡିଆରେ କଣ କୁହାଯାଏ ?
ଉ: ବୃକକ
୨୫- କେଉଁ ଗଛର ଫୁଲ ଫୁଟିବା ପାଇଁ ୧୫୦ ବର୍ଷ ଲାଗେ ?
ଉ: ପିତରା ରାଏମଣ୍ଡି
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।