ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
୧- କାହାକୁ ନଦୀର ଦେଶ ବୋଲି କୁହାଯାଏ ?
ଉ: ବାଂଲାଦେଶ
୨- ଭାରତରେ କାହାର କାର ରେ ନମ୍ବର ପ୍ଳେଟ ନଥାଏ ?
ଉ: ରାଷ୍ଟ୍ରପତି
୩- କେଉଁ ରାଜ୍ୟକୁ ଗୋଲାପ ଫୁଲର ସହର ବୋଲି କୁହାଯାଏ ?
ଉ: ଚଣ୍ଡିଗଡ
୪- କେଉଁ ପଶୁ ନିଜ ଜିଭ ଦ୍ଵାରା ଦାନ୍ତ ସଫା କରେ ?
ଉ: ଓଟ
୫- ବିହାରର ରାଜଧାନୀର ନାମ କଣ ?
ଉ: ପାଟଣା
୬- ଭାରତର ସବୁଠାରୁ ଅଧିକ ପ୍ରଦୂଷିତ ସହର କିଏ ?
ଉ: ଦିଲ୍ଲୀ
୭- କେଉଁ ଦେଶ ଉଡାଜାହାର ଉଦ୍ଭାବନ କରିଥିଲା ?
ଉ: ଆମେରିକା
୮- କୋକା କୋଲା କେଉଁ ଦେଶାର କମ୍ପାନୀ ଅଟେ ?
ଉ: ଆମେରିକା
୯- ଗୁଗଲ କମ୍ପାନୀର ସ୍ଥାପନା କେବେ ହୋଇଥିଲା ?
ଉ: ୧୯୯୮
୧୦- କେଉଁ ସାପ ବସା ବାନ୍ଧିଥାଏ ?
ଉ: କିଙ୍ଗ କୋବ୍ରା
୧୧- ବିହାରର ଦୁଃଖ କେଉଁ ନଦୀକୁ କୁହାଯାଏ ?
ଉ: କୋଷି ନଦୀ
୧୨- ଭାରତର ସବୁଠାରୁ ଲମ୍ବ ନଦୀ କିଏ ?
ଉ: ଗଙ୍ଗା ନଦୀ
୧୩- ତାଲା ନଗର ନାମରେ କେଉଁ ଜିଲ୍ଲା ପରିଚିତ ?
ଉ: ଆଲିଗଡ
୧୪- ଭାରତରେ କେଉଁ କମ୍ପାନୀର ଫୋନ ସର୍ବାଧିକ ବିକ୍ରି ହୁଏ ?
ଉ: ଏମଆଇ (MI)
୧୫- ହୀରାକୁଦ ଜଳଭଣ୍ଡାର କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ଓଡିଶା
୧୬- ମସଲା ସହର ଭାବେ କିଏ ପ୍ରସିଦ୍ଧ ?
ଉ: କୋଜିକେଡେ
୧୭- ଭାରତର ଗୋଲାପି ସହର କାହାକୁ କୁହାଯାଏ ?
ଉ: ଜୟପୁର
୧୮- ମଦର ଟେରେସାଙ୍କ ଜନ୍ମ କେଉଁଠି ହୋଇଥିଲା ?
ଉ: ମାସେଡୋନିଆ
୧୯- ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ କଣ ?
ଉ: ନୀଳ ନଦୀ
୨୦- ଭାରତର ସବୁଠାରୁ ଲମ୍ବା ନଦୀର ନାମ କଣ ?
ଉ: ଗଙ୍ଗା ନଦୀ
୨୧- ଭାରତର ସବୁଠାରୁ ଓସାରିଆ ନଦୀର ନାମ କଣ ?
ଉ: ବ୍ରହ୍ମପୁତ୍ର
୨୨- ବିଶ୍ଵର ସବୁଠାରୁ ଓସାରିଆ ନଦୀର ନାମ କଣ ?
ଉ: ଆମାଜନ ନଦୀ
୨୩- ଭାରତର ସବୁଠାରୁ ବଡ ନଦୀର ନାମ କଣ ?
ଉ: ଗଙ୍ଗା ନଦୀ
୨୪- ଭାରତର ସର୍ବ ନିମ୍ନ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ କିଏ ?
ଉ: ସିକିମ
୨୫- କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦିଏ ?
ଉ: ଚିଲେ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।