Odia Gk Questions: କେଉଁ ଜୀବର ଜିଭ ହଲି ନଥାଏ ?

ଆଜିକାଲି general knowledge ଥିବା ବହୁତ ଆବଶ୍ୟକ । କାରଣ କେତେବେଳେ କିଏ କେଉଁଠି କୌଣସି ପ୍ରଶ୍ନ କରିଦେବେ ତେବେ ଆପଣ ତାର ଉତ୍ତର ଦେଇ ପାରିବେ । ନଚେତ ଆପଣଙ୍କୁ ସେଠି ଖରାପ ଲାଗିପାରେ । ଇଣ୍ଟରଭିୟୁରେ ବି ବହୁତ general knowledge ପ୍ରଶ୍ନ କରିଥାନ୍ତି । ଯାହାର ଉତ୍ତର ବେଳେ ବେଳେ ବହୁତ ସହଜ ହୋଇଥାଏ । କିନ୍ତୁ ତାର ଉତ୍ତର ଜଣା ନ ଥାଏ । ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ କିଛି general knowledgeର ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ ।

ପ୍ରଶ୍ନ – ଜଲିୟାବାଲା ବାଗ ହତ୍ୟାକାଣ୍ଡ କେବେ ହୋଇଥିଲା ?

ଉତ୍ତର – ୧୯୧୯ରେ

ପ୍ରଶ୍ନ – ପ୍ୟାନ କାର୍ଡକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ସ୍ଥାୟୀ ଖାତା ସଂଖ୍ୟା

ପ୍ରଶ୍ନ – ଭାରତର ସବୁଠୁ ବଡ ମରୁଭୂମିର ନାଁ କଣ ?

ଉତ୍ତର – ଥର ମରୁଭୂମି

ପ୍ରଶ୍ନ – ଭରତ ଛାଡ ଆନ୍ଦୋଳନ କେଉଁ ମସିହାରେ ଆରମ୍ଭ ହୋଇଥିଲା ?

ଉତ୍ତର – ୧୯୪୨ ମସିହାରେ

ପ୍ରଶ୍ନ – କେଉଁ ଦେଶ କାଗଜର ଆବିଷ୍କାର କରିଥିଲା ?

ଉତ୍ତର – ଚୀନ

ପ୍ରଶ୍ନ – ଅଯୋଧ୍ୟା କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର – ସରଜୁ

ପ୍ରଶ୍ନ – ୫ ଟି ନଦୀର ଭୂମି କେଉଁ ରାଜ୍ୟକୁ କୁହାଯାଏ ?

ଉତ୍ତର – ପଞ୍ଜାବ

ପ୍ରଶ୍ନ – କେଉଁ ରାଜ୍ୟକୁ ମସଲାର ବଗିଚା କୁହାଯାଏ ?

ଉତ୍ତର – କେରଳ

ପ୍ରଶ୍ନ – ବିଡି କେଉଁ ଗଛର ପତ୍ରରୁ ତିଆରି ହୋଇଥାଏ ?

ଉତ୍ତର – କେନ୍ଦୁ ଗଛର ପତ୍ରରୁ

ପ୍ରଶ୍ନ – କେଉଁ ଗଛରେ ଚଢି ହବ ନାହିଁ ?

ଉତ୍ତର – କଦଳୀ

ପ୍ରଶ୍ନ – ଭାରତର ସବୁଠୁ ବଡ ରାଜ୍ୟର ନାଁ କଣ ?

ଉତ୍ତର – ରାଜସ୍ଥାନ

ପ୍ରଶ୍ନ – ଭାରତର ପ୍ରଥମ ଚଳଚିତ୍ରର ନାଁ କଣ ?

ଉତ୍ତର – ରାଜା ହରିଶଚନ୍ଦ୍ର

ପ୍ରଶ୍ନ – କେଉଁ ପକ୍ଷୀର ଅଣ୍ଡା ସବୁଠୁ ବଡ ହୋଇଥାଏ ?

ଉତ୍ତର – ଓଟପକ୍ଷୀ

ପ୍ରଶ୍ନ – କେଉଁ ଜୀବର ଜିଭ ହଳଚଳ ହୁଏ ନାହିଁ ?

ଉତ୍ତର – କୁମ୍ଭୀର

ପ୍ରଶ୍ନ – କେଉଁ ଦେଶରେ ତାସ ଖେଳର ଆବିଷ୍କାର ହୋଇଥିଲା ?

ଉତ୍ତର – ଚୀନ

ପ୍ରଶ୍ନ – ଓଡିଶାର ସବୁଠୁ ବଡ ଗାଁର ନାଁ କଣ ?

ଉତ୍ତର – ଭୁବନ

ପ୍ରଶ୍ନ – କଙ୍ଗାରୁ କେଉଁ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଟେ ?

ଉତ୍ତର – ଅଷ୍ଟ୍ରେଲିୟା

ପ୍ରଶ୍ନ – ବନ ଅନୁସନ୍ଧାନ ସଂସ୍ଥା କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଡେରାଡୁନ

ପ୍ରଶ୍ନ – କେଉଁ ରଙ୍ଗ ଭୋକ ବଢାଇ ଥାଏ ?

ଉତ୍ତର – ହଳଦିଆ ରଙ୍ଗ

ପ୍ରଶ୍ନ – ଭାରତର ପ୍ୟାରିସ କାହାକୁ କୁହନ୍ତି ?

ଉତ୍ତର – ଜୟପୁର

ପ୍ରଶ୍ନ – ଚକ୍ର କାହାର ପ୍ରତୀକ ଅଟେ ?

ଉତ୍ତର – ପ୍ରଗତିର

ପ୍ରଶ୍ନ – କେଉଁ ସାପ ସବୁଠୁ ଅଧିକ ବିଷଧର ହୋଇଥାଏ ?

ଉତ୍ତର – କିଙ୍ଗ କୋବ୍ରା

ପ୍ରଶ୍ନ – କେଉଁ ପନିପରିବା ଖାଇବା ଦ୍ଵାରା ରକ୍ତ ସଫା ହୋଇଥାଏ ?

ଉତ୍ତର – କଲରା