ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।
୧- କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠୁ ବଡ ରାଜ୍ୟ କେଉଁଟି ?
ଉ: ରାଜସ୍ଥାନ
୨- ପୃଥୁବୀ ଦିବସ କେବେ ପାଳନ କରାଯାଏ ?
ଉ: ୨୨ ଏପ୍ରିଲ
୩- ଫୁଲଙ୍କ ଘାଟି କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ଉତ୍ତରାଖଣ୍ଡ
୪- ଭାରତରେ ତିଆରି ହୋଇଥିବା ସର୍ବପ୍ରଥମ ଫିଲ୍ମର ନାମ କଣ ?
ଉ: ରାଜା ହରିଶ୍ଚନ୍ଦ୍ର
୫- ଅଶୋକ ଚକ୍ରରେ କେତୋଟି ବାଡି ରହିଛି ?
ଉ: ୨୪ଟି
୬- ଯୋଜନା ଆୟୋଗର ଅଧ୍ୟକ୍ଷ କିଏ ?
ଉ: ପ୍ରଧାନମନ୍ତ୍ରୀ
୭- ହୋପମେନ କପ୍ କେଉଁ ଖେଳ ସହ ସମ୍ବନ୍ଧିତ ?
ଉ: ଟେନିସ
୮- କେଉଁ ପ୍ରାଣୀ ଆଖି ବନ୍ଦ କରି ମଧ୍ୟ ଦେଖିପାରେ ?
ଉ: ଓଟ
୯- ବିଶ୍ଵ ହିନ୍ଦୀ ଦିବସ କେବେ ପାଳନ କରାଯାଏ ?
ଉ: ୧୦ ଜାନୁୟାରୀ
୧୦- ହୀରାକୁଦ ଡ୍ୟାମ କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ଓଡିଶା
୧୧- କେଉଁ ପକ୍ଷୀ କେବେ ମଧ୍ୟ ଗଛରେ ବସେ ନାହିଁ ?
ଉ: ଟିଟୋନୀ
୧୨- କେଉଁ ଦେଶ ପ୍ରଥମେ ଜହ୍ନରେ ଜଳର ସନ୍ଧାନ କରିଥିଲା ?
ଉ: ଭାରତ
୧୩- ହାତୀର ଜୀବନକାଳ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ?
ଉ: ୫୭ ବର୍ଷ
୧୪- ବିଶ୍ଵର ସବୁଠୁ ବଡ ଡେଲ୍ଟା କେଉଁଟି ଅଟେ ?
ଉ: ସୁନ୍ଦରବନ ଡେଲ୍ଟା
୧୫- ଡେଭିଡ ୱାର୍ଣ୍ଣର କେଉଁ ଦେଶ ପାଇଞ୍ଜ କ୍ରିକେଟ ଖେଳନ୍ତି ?
ଉ: ଅଷ୍ଟ୍ରେଲିଆ
୧୬- ଲକ୍ଷ୍ନୌ ସହର କେଉଁ ନଦୀକକୂଳରେ ଅବସ୍ଥିତ ?
ଉ: ଗୋମତୀ
୧୭- ମାନବ ଶରୀରର ଭିଟାମିନ-A କେଉଁଠାରେ ସଞ୍ଚିତ ରୁହେ ?
ଉ: ଯକୃତରେ
୧୮- କେଉଁ ଦେଶ ସହ ଭାରତର ସର୍ବାଧିକ ସୀମା ଲାଗି ରହିଛି ?
ଉ: ବାଂଲାଦେଶ
୧୯- ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପ୍ରଥମ ଅଧିବେଶନ କେଉଁଠାରେ ହୋଇଥିଲା ?
ଉ: ମୁମ୍ବାଇରେ
୨୦- କେଉଁ ଦେଶରେ ପାଞ୍ଚୋଟି ସୂର୍ଯ୍ୟ ଉଦୟ ହୁଅନ୍ତି ?
ଉ: ଚୀନ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୂ ଲାଇକ କରନ୍ତୁ ।