ମାତ୍ର 2 ଥର ଲଗାନ୍ତୁ, ହାତ, ଗୋଡ, ଅଣ୍ଟା ଓ ଗଣ୍ଠି ବ୍ୟଥା ସବୁଦିନ ପାଇଁ ହୋଇଯିବ ଦୂର (Health Tips)

ପ୍ରାୟତଃ ସମୟରେ ଲୋକମାନଙ୍କୁ ହାତ, ଗୋଡ, ଅଣ୍ଟା ଓ ଗଣ୍ଠି ବ୍ୟଥା ହୋଇଥାଏ । ବେଳେ ବେଳେ ଏହି ଯନ୍ତ୍ରଣା ବହୁତ ହିଁ ଅସହନୀୟ ହୋଇଥାଏ । ବୟସ୍କ ଲୋକମାନଙ୍କୁ ଅଧିକ ଗଣ୍ଠି ବ୍ୟଥା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ପ୍ରାକୃତିକ ଘରୋଇ ଉପଚାର ନେଇ ଆସିଛୁ । ଯାହାକୁ ବ୍ୟବହାର କରିବା ପରେ ଆପଣଙ୍କ ଗଣ୍ଠି ଯନ୍ତ୍ରଣା ଓ ଶରୀରରେ ପୀଡା ହେଉଥିବା ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଏହି ତେଲ ତିଆରି କରିବା ବହୁତ ସହଜ ଅଟେ ।

ଏହି ତେଲ ପ୍ରସ୍ତୁତ ପାଇଁ ଦରକାର ହେଉଥିବା ସାମଗ୍ରୀ ଆପଣଙ୍କ ରୋଷେଇ ଘରେ ଅତି ସହଜରେ ମିଳିଯିବ । ଏହି ଉପଚାର ପାଇଁ ଆପଣ ପ୍ରଥମେ ଗୋଟିଏ ଚା କପର ଅଧା ଠାରୁ ଅଧା ସୋରିଷ ତେଲ ନିଅନ୍ତୁ । ଏହା ସହିତ ଏକ ଇଞ୍ଚ ଅଦା, ଅଧ ଚାମଚ ଜୁଆଣୀ, ୫ ରୁ ୬ ଟି ଲବଙ୍ଗ, ଗୋଟିଏ ଡାଲଚିନି ଖଣ୍ଡ, ୬ ରୁ ୭ ଟି ରସୁଣ, ଏକ ଚାମଚ ମେଥି ଦାନା ନିଅନ୍ତୁ ।

ଆପଣ ପ୍ରଥମେ ଅଦାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ ଓ ଲବଙ୍ଗକୁ ଗୁଣ୍ଡ କରି ଦିଅନ୍ତୁ ଓ ରସୁଣକୁ ବି ଛୋଟ ଛୋଟ କରି ବି କାଟି ଦିଅନ୍ତୁ । ଏହି ଉପଚାରକୁ ତିଆରି କରିବା ପାଇଁ ଆପଣ ଗୋଟିଏ କଢେଇ ନେଇ ସେଥିରେ ସୋରିଷ ତେଲ ଦିଅନ୍ତୁ । ଏଥିରେ ଅଦା, ରସୁଣ, ଏକ ଚାମଚ ମେଥି ଦାନା, ଜୁଆଣୀ ଓ ଡାଲଚିନି ଦିଅନ୍ତୁ ।

ଏହି ସବୁ ଜିନିଷକୁ ଅଳ୍ପ ଗ୍ୟାସରେ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଏଥିରେ ଲବଙ୍ଗ ଗୁଣ୍ଡ ମିଶାଇ ଦିଅନ୍ତୁ । ପୁଣି ଏହାକୁ ୩ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ବର୍ତ୍ତମାନ ଆପଣ ଦେଖିବେ କି ଆପଣଙ୍କ ତେଲର ରଙ୍ଗ ଚେଞ୍ଜ ହୋଇ ଯାଇଛି । ବର୍ତ୍ତମାନ ଆପଣ ଗ୍ୟାସକୁ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଆପଣ ଏହି ତେଲକୁ ଛାଣି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଗଣ୍ଠି ବ୍ୟଥାକୁ ଦୂର କରିବା ପାଇଁ ଆୟୁର୍ବେଦିକ ତେଲ ପ୍ରସ୍ତୁତ ।

କହିବାକୁ ଗଲେ ଆପଣଙ୍କ ହାଡ ସୁସ୍ଥ ହୋଇଯିବା କାରଣରୁ ଆପଣଙ୍କୁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଯଦି ଆପଣ ଏହି ତେଲର ପ୍ରୟୋଗ କରୁଛନ୍ତି ତେବେ ଆପଣଙ୍କ ଶରୀରର ସମସ୍ତ ଯନ୍ତ୍ରଣା ଦୂର ହୋଇଯିବ । ଏହି ତେଲକୁ ଲଗାଇବା ପରେ ଆପଣଙ୍କୁ ବହୁତ ଆରାମ ମିଳିବ । ଆପଣ ଏହାକୁ ଆଙ୍ଗୁଠିରେ ନେଇ ଯେଉଁ ସ୍ଥାନରେ ଆପଣଙ୍କର ଯନ୍ତ୍ରଣା ହେଉଛି ସେହି ସ୍ଥାନରେ ଏହି ତେଲକୁ ମାଲିସ କରନ୍ତୁ । ଏହି ତେଲକୁ ରାତିରେ ଲଗାଇ ଶୋଇ ପଡନ୍ତୁ ।