ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।
୧- କିଏ ରାମ ମନ୍ଦିରର ଡିଜାଇନ ପ୍ରସ୍ତୁତ କରିଥିଲେ ?
ଉ: କାନ୍ତ ସୋମପୁରା
୨- ଭାରତର ଏକମାତ୍ର କେଉଁ ଗାଁ ଅଛି, ଯେଉଁଠି ସମସ୍ତେ ସଂସ୍କୃତରେ କଥା ହୁଅନ୍ତି ?
ଉ: ମତ୍ତୁର (କର୍ଣ୍ଣାଟକ)
୩- କେଉଁ ଅନ୍ଧାର ଆଲୁଅ ଯୋଗୁଁ ତିଆରି ହୋଇଥାଏ ?
ଉ: ଛାଇ
୪- ମନୁଷ୍ୟ ଶରୀରର ଚର୍ମ ବିଷୟରେ ଅଧ୍ୟୟନ କରା ଯାଉଥିବା ବିଜ୍ଞାନକୁ କଣ କୁହାଯାଏ ?
ଉ: ଡର୍ମାଟୋଲୋଜି
୫- ମେହେନ୍ଦିରେ କେଉଁ ପଦାର୍ଥ ରହିଛି ଯାହା ହେତୁ ଏହା ଲାଲ ହୋଇଥାଏ ?
ଉ: ଲାଁସୋନ
୬- କେଉଁ ଧାତୁକୁ ଆମେ ସହଜରେ ଏକ ଛୁରୀ ସାହାଯ୍ୟରେ କାଟି ପାରିବା ?
ଉ: ସୋଡିୟମ
୭- କେଉଁ ସ୍ତନଧାରୀ ପ୍ରାଣୀର ଆଖି ସବୁଠୁ ବଡ ଅଟେ ?
ଉ: ହରିଣ
୮- ଏମିତି କେଉଁ ଜିନିଷ ଅଛି କେବଳ ଯାହାର ଅଛି ସେ ହିଁ ଦେଖିପାରିବ ଓ ମାତ୍ର ଥରେ ଦେଖିପାରିବ ?
ଉ: ସ୍ଵପ୍ନ
୯- ଯଦି ଆଲୋକର ସବୁ ରଙ୍ଗକୁ ମିଶାଇ ଦିଆଯାଏ, ତେବେ କେଉଁ ରଙ୍ଗ ବନିବ ?
ଉ: ଧଳା
୧୦- କେଉଁ ରାଜା ନିଜ ପ୍ରଜାଙ୍କ ପାଇଁ ତମାଖୁ ସେବନ ଅନିବାର୍ଯ୍ୟ କରିଥିଲେ ?
ଉ: ପିଟର ଦି ଗ୍ରେଟ
୧୧- ଭିଟାମିନ-ବି ଅଭାବରେ ଆମ ଶରୀରରେ କେଉଁ ରୋଗ ଦେଖାଯାଏ ?
ଉ: ବାଳ ପାଚିବା
୧୨- କେଉଁ ମାଛ ଟର୍ଚ୍ଚ ଭଳି ଲାଇଟ ଜଳାଇ ଥାଏ ?
ଉ: ଜେନେଟେକ
୧୩- ଭାରତର କେଉଁ ରାଜ୍ୟ କେବେ ମଧ୍ୟ ଇଂରେଜଙ୍କ ଗୋଲାମ ହୋଇ ନଥିଲା ?
ଉ: ଗୋଆ
୧୪- ଦୁନିଆର ସବୁଠୁ ଅଧିକ ସୁନ୍ଦର କଙ୍ଗାରୁ କେଉଁଠାରେ ଦେଖିବାକୁ ମିଳେ ?
ଉ: ଅଷ୍ଟ୍ରେଲିଆ
୧୫- ଦୁନିଆର ସବୁଠୁ ମହଙ୍ଗା ପଥରର ନାମ କଣ ?
ଉ: ନୀଳ ହୀରା
୧୬- କେଉଁ ଦେଶର ଲୋକେ ସବୁଠୁ ଅଧିକ ଭଗବାନଙ୍କ ଉପରେ ବିଶ୍ଵାସ କରନ୍ତି ?
ଉ: ଭାରତ
୧୭- ଇଂରେଜମାନେ ଭାରତରେ କେଉଁଠାରେ ନିଜର ପ୍ରଥମ ଫ୍ୟାକ୍ଟେରି ଖୋଲିଥିଲେ ?
ଉ: ସୁରଟ
୧୮- ଭାରତ କେତେ ବର୍ଷ ଯାଏଁ ଇଂରେଜଙ୍କ ଅଧୀନରେ ଥିଲା ?
ଉ: ୨୦୦ ବର୍ଷ
୧୯- କେଉଁ ଦେଶରେ ଗାଳି ଦେଲେ ମଧ୍ୟ ଦଣ୍ଡବିଧାନ ବ୍ୟବସ୍ଥା ରହିଛି ?
ଉ: ତାଇୱାନ
୨୦- ଏମିତି କେଉଁ ଜିନିଷ ଅଛି ଯାହା ଆପଣ ଥରେ ପିନ୍ଧିଲେ କାଢି ପାରିବେ ନାହିଁ ?
ଉ: କଫିନ (coffin box)
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।