Jyotish Shastra- ଆସୁଛି ନୂଆ ବର୍ଷ 2022, ଏହି 3 ଟି ରାଶିରେ ଭୟଙ୍କର ଘଟଣା !

ଆମ ସମସ୍ତଙ୍କ ଜୀବନରେ ଆସୁଥିବା ସମସ୍ତ ଦୁଃଖ ଓ ସୁଖର ସିଧା ସମ୍ବନ୍ଧ ଆମ ସମସ୍ତଙ୍କର ଜାତକ ଓ ରାଶି ସହ ଜଡିତ ହୋଇ ରହିଥାଏ । ଆମ ଜୀବନରେ ଘଟିବାକୁ ଯାଉଥିବା କେତେକ ଘଟଣା ବିଷୟରେ ଆପଣ ରାଶି ଓ ଜାତକ ମାଧ୍ୟମରେ ପୂର୍ବରୁ ବି ଜାଣି ପାରିବେ । ବେଳେ ବେଳେ ଆମକୁ କିଛି ସମସ୍ୟା ଓ ଦୁଃଖର ସଂକେତ ବି ମିଳିଯାଏ । ଯେତେବେଳେ ଗ୍ରହମାନଙ୍କର କିଛି ପରିବର୍ତ୍ତନ ହୋଇଥାଏ ତେବେ ତାର ସିଧା ପ୍ରଭାବ ଆମର ଜାତକ ଓ ରାଶି ଉପରେ ପଡିଥାଏ ।

ଯେଉଁ କାରଣରୁ ଜୀବନରେ ବେଳେ ବେଳେ ବହୁତ କିଛି ପରିବର୍ତ୍ତନ ବି ଆସିଥାଏ । କିଛି କାର୍ଯ୍ୟ ଏମିତି ଥାଏ ଯାହାକି ସହଜରେ ହୋଇଯିବା ପରିବର୍ତ୍ତେ ବହୁତ ସମୟ ନେଇଥାଏ ତ କିଛି କାର୍ଯ୍ୟ ଏମିତି ବି ଥାଏ ଯାହା ବହୁତ କଷ୍ଟକର କିନ୍ତୁ ତାହା ସହଜରେ ହୋଇ ନ ଥାଏ । କିନ୍ତୁ ବେଳେ ବେଳେ କିଛି ଲୋକମାନେ ଅଳ୍ପ ପରିଶ୍ରମ କରି ବି ବହୁତ ଲାଭାନ୍ଵିତ ହୋଇ ଯାଆନ୍ତି । ଏହା କେବଳ ଭାଗ୍ୟ ଯୋଗୁ ହୁଏ ଏହା ନୁହେଁ ଏହା କର୍ମ ଯୋଗୁ ବି ହୋଇଥାଏ ।

ଭାଗ୍ୟଶାଳୀ ଅର୍ଥ ଏହା ନୁହେଁ କି ଆପଣ କର୍ମ କରିବେ ନାହିଁ । ଏହାର ଅର୍ଥ ଏହି ସମୟରେ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣଙ୍କୁ ଲାଭ ମିଳିବ । ଆଜି ଆମେ ଆପଣଙ୍କୁ ଏମିତି ତିନୋଟି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଜୀବନରେ ଏମିତି ସବୁ ପରିବର୍ତ୍ତନ ଆସିବ ଯାହା ବିଷୟରେ ସେମାନେ କେବେ ବି ଚିନ୍ତା କରି ନ ଥିବେ । ସମସ୍ତ ଗ୍ରହ ମାନଙ୍କର ସହଯୋଗ ଏମାନଙ୍କୁ ମିଳିବ ।

ବୃଷ ରାଶି

ଏହି ରାଶି ବ୍ୟକ୍ତିମାନଙ୍କ ସମସ୍ତ ଦୁଃଖ ସମାପ୍ତ ହୋଇଯିବ । ଧନ ଲାଭ ନିଶ୍ଚିତ ରୂପରେ ହେବ । ଯଦି କୌଣସି ବ୍ୟକ୍ତି କୌଣସି ସମସ୍ୟାରେ ଅଛନ୍ତି କିମ୍ବା କରଜ ତଳେ ଦବି ଅଛନ୍ତି ଏହିଭଳି ବ୍ୟକ୍ତିମାନଙ୍କ ସାମ୍ନାରେ ସମାଧାନର ନୂଆ ରାସ୍ତା ଆସିବ । ଏମାନଙ୍କୁ ଲାଭ ମଧ୍ୟ ମିଳିବ । ପରିବାରର ସହଯୋଗ ପ୍ରାପ୍ତ ହେବ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିମାନେ ସମାଜରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବେ । ବିଜନେସ କରୁଥିବା ଲୋକମାନେ ଲାଭ ଅର୍ଜନ କରିବେ । ମାନ ସମ୍ମାନରେ ଲାଭ ମିଳିବ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ପକ୍ଷରେ ରହିବ । ଅଚାନକ ଧନ ପ୍ରାପ୍ତି ହେବ । ପାରିବାରିକ ଜୀବନ ଖୁସିରେ ବ୍ୟତୀତ ହେବ ।

କୁମ୍ଭ ରାଶି

ଏହି ରାଶି ବ୍ୟକ୍ତିମାନଙ୍କ ଜୀବନରେ ଖୁସିର ଲହରୀ ଆସିବ । ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଚାଲିଥିଲା ତାହା ସବୁ ଦୂର ହୋଇଯିବ । ପରିବାରରେ ସୁଖ ଓ ଶାନ୍ତି ରହିବ । ନୂଆ ଗାଡି ମଧ୍ୟ କିଣି ପାରନ୍ତି । ସବୁ କ୍ଷେତ୍ରରେ ଆପଣ ସଫଳ ହିଁ ସଫଳ ହେବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଆସନ୍ତା ବର୍ଷ ପୂରାପୂରି ଶୁଭ ରହିବ ।