ସେମିତିରେ, ଏହି କ୍ରିକେଟ ଦୁନିଆରେ ଏହିଭଳି ବହୁତ ବଡ ବଡ ଖେଳାଳି ଅଛନ୍ତି, ଯେଉଁମାନେ ଭଲ ଖେଳ ପ୍ରଦର୍ଶନ କରି ଲୋକମାନଙ୍କ ହୃଦୟରେ ନିଜର ଏକ ଅଲଗା ପରିଚୟ ତିଆରି କରିଛନ୍ତି । ଏହି ଖେଳାଳିଙ୍କ ମଧ୍ୟରୁ ଏମିତି କିଛି ବିସ୍ଫୋଟକ ବ୍ୟାଟସମ୍ୟାନ ଅଛନ୍ତି, ଯେଉଁମାନେ ନିଜର ବ୍ୟାଟିଙ୍ଗ ଦ୍ଵାରା ବିରୋଧୀ ଟିମଙ୍କର ହୋସ ଉଡାଇ ଦେଇଛନ୍ତି ।
ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ବିସ୍ଫୋଟକ ବ୍ୟାଟସମ୍ୟାନ ସମ୍ବନ୍ଧରେ କହିବୁ, ଯିଏ ଗୋଟିଏ ମ୍ୟାଚରେ ୩ ଟି ବଲ ଗାୟବ କରି ଦେଇଥିଲେ । ଏହି ବ୍ୟାଟସମ୍ୟାନଙ୍କର ଛକାରେ କେବେ ଅମ୍ପାୟାର ବି ଚିନ୍ତିତ ହୋଇ ଯାଇଥିଲେ । ନାଁ ଜାଣି ଆପଣ ବି ଖୁସି ହୋଇଯିବେ ।
ଆପଣଙ୍କୁ କହିଦେଉଛୁ ଯେ ଯେଉଁ ଖେଳାଳି ବିଷୟରେ ଆମେ କଥା ବାର୍ତ୍ତା କରୁଛୁ, ସେ ନିଜ ସମୟରେ ଆକ୍ରାମକ ବ୍ୟାଟସମ୍ୟାନ ମଧ୍ୟରୁ ଜଣେ ଥିଲେ । ଆପଣଙ୍କୁ କହିଦେଉଛୁ ଯେ ଏହି ଖେଳାଳି ଜଣକ ୧୯୯୮ ମସିହାରେ ଚ୍ୟାମ୍ପିୟାନସ ଟ୍ରଫି ସମୟରେ ଖେଳା ଯାଇଥିବା ମ୍ୟାଚରେ ଏତେ ଛକା ମାରିଥିଲେ କି ବଲ ଷ୍ଟାଡିୟମର ଛାତ ଉପରେ ଯାଇ ପଡିଥିଲା । ଏବଂ ଏହି ମ୍ୟାଚରେ ୩ ଟି ବଲ ହଜି ଯାଇଥିଲା ।
ଯେଉଁ କାରଣରୁ ଅମ୍ପୟାରକୁ ସବୁଥିରେ ନୂଆ ବଲ ଆଣିବାକୁ ପଡିଥିଲା । ବର୍ତ୍ତମାନ ଆପଣ ଭାବୁଥିବେ କି ଆମେ କେଉଁ ଖେଳାଳି ବିଷୟରେ କଥାବାର୍ତ୍ତା କରୁଛୁ ?
ଆଜି ଆମେ ଇଣ୍ଡିଆର ପୂର୍ବ କପ୍ତାନ ସୌରଭ ଗାଙ୍ଗୁଲିଙ୍କ ବିଷୟରେ କହୁଛୁ । ଯାହାଙ୍କର ଏତେ ଭୟାନକ ମାଡ ଦେଖି ଅମ୍ପୟାର ସହିତ ପଡିଆରେ ବସିଥିବା ଦର୍ଶକମାନେ ଚକିତ ହୋଇ ଯାଇଥିଲେ । ସୌରଭ ଗାଙ୍ଗୁଲି ଏକ ଭଲ ବ୍ୟାଟସମ୍ୟାନ ସହିତ ଏକ ଭଲ କ୍ୟାପଟେନ ବି ଥିଲେ । ଆପଣମାନଙ୍କର ଜାଣିବା ନିମନ୍ତେ କହିଦେଉଛୁ ଯେ, ସୌରଭ ଗାଙ୍ଗୁଲି ଭାରତୀୟ ଟିମ ପାଇଁ ସେ ୧୧୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।
ଏମିତିରେ ୧୦୮ ମ୍ୟାଚରେ ୭୨୧୨ ରନ ତିଆରି କରିବାରେ କୀର୍ତ୍ତିମାନ ନିଜ ନାମରେ କରି ସାରିଛନ୍ତି । ତାଙ୍କର ଟେଷ୍ଟରେ ସର୍ବଶ୍ରେଷ୍ଠ ରନ ୨୩୯ ଅଟେ । ସୌରଭ ଗାଙ୍ଗୁଲି ୩୧୧ଟି ୱାଣ୍ଡେ ମ୍ୟାଚ ଖେଳିଛନ୍ତି । ଯେଉଁତିରେ ସେ ୨୨ଟି ସେଞ୍ଚୁରୀ ଏବଂ ୭୨ଟି ଅର୍ଧଶତକ ଲଗାଇଛନ୍ତି ଏବଂ ସେ ପାଖାପାଖି ୧୧୩୬୩ ରନ କରିସାରିଛନ୍ତି । ୱାଣ୍ଡେ କ୍ରିକେଟରେ ତାଙ୍କର ସବୁଠୁ ଭଲ ୧୮୩ ରନ ଅଟେ ।
ଏବଂ ସେ ନିଜ କ୍ୟାରିୟରରେ ୭୭ ଟି ଟି – ୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୧୭୨୬ ରନ କରିଛନ୍ତି ।
ଏହି ସୂଚନା ସବନ୍ଧିତ ଆପଣଙ୍କର କଣ ପ୍ରତିକ୍ରିୟା ଅଟେ ? କମେଣ୍ଟ ବକ୍ସରେ ନିଜର ମହତ୍ଵ ପୂର୍ଣ ମନ୍ତବ୍ୟ ଅବଶ୍ୟ ଲେଖନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।