“ମମି ପାପା ମୋ ସ୍ଵିସାଇଡର କାରଣ ମୋର ସ୍କୁଲ ଟିଚର, ସେ ସବୁବେଳେ ମୋତେ..” ଲେଖି ଛାତ୍ରୀ କଲେ ସ୍ଵିସାଇଡ

ଛାତ୍ରୀ ଜଣଙ୍କ କପୁର କଲୋନୀରେ ରୁହନ୍ତି ଯିଏ ବୁଧବାରକୁ ନିଜ ଘରେ ଫାଶି ଲଗାଇ ଜୀବନ ଦେଇ ଦେଲେ । କେଏମବି ସଂସ୍କୃତ ସ୍କୁଲ ରେ ପଢୁଥିବା ଛାତ୍ରୀ ଜଣଙ୍କର ମୃତ୍ୟୁର କାରଣ ସେତେବେଳେ ଜଣା ପଡିଲା ଯେତେବେଳେ ଘର ଲୋକଙ୍କୁ ତା ରୁମରେ ଏକ ଚିଠି ମିଳିଲା ଯେଉଁଥିରେ ଲେଖା ଥିଲା କି ତା’ ସ୍କୁଲ ର ଏକ 32 ବର୍ଷୀୟ ମ୍ୟାଥ ଟିଚର ନରେଶ କପୁର ତାଙ୍କୁ ବହୁତ ହଇରାଣ କରୁଥିଲା । ସେଠାର ଏସଏଚଓ ଜୀବନ ସିଂହ ଚିଠିକୁ ଏକ୍ସପର୍ଟଙ୍କ ପାଖକୁ ପଠାଇଛନ୍ତି ଯାହା ଦ୍ଵାରା ଜଣା ପଡିବ କି ହ୍ୟାଣ୍ଡରାଟିଙ୍ଗ ସେହି ଛାତ୍ରୀଙ୍କର ଅଟେ କି ନୁହେଁ । କିନ୍ତୁ ତଥାପି ଟିଚର ଉପରେ କେସ ଲାଗୁ ହୋଇ ଯାଇଛି । ତା ଉପରେ ଆତ୍ମହାତ୍ୟା ପାଇଁ ବାଧ୍ୟ କରିଥିବାର କେସ ଲାଗୁ ହୋଇଛି । ଯେଉଁ ସ୍କୁଲରେ ଏହି ଟିଚର ପଢାଉଥିଲେ ସେଠାରୁ ବି ତାଙ୍କୁ ନିଲମ୍ବିତ କରା ଯାଇଅଛି ।

ମ୍ୟାଥ ଟିଚର ହଇରାଣ କରୁଥିଲା ଛାତ୍ରୀକୁ

ପିତା ରାଜେସ ମେହତା କହିଲେ କି ଯେଉଁ ଚିଠି ମିଳିଛି ସେଥିରେ ଲେଖା ଅଛି କି ତାକୁ ବାଧ୍ୟ କରାଯାଇଥିଲା ନହେଲେ ସେ ନିଜ ଜୀବନ ଦେଇ ନଥାନ୍ତା । ତାର ଟିଚର ନରେଶ ସିଂହ ସବୁବେଳେ ତା ଉପରେ ରାଗୁଥିଲେ । ଭୁଲ ଆଉ କେହି କରୁଥିଲେ ମଧ୍ୟ ତାକୁ ଗାଳି କରୁଥିଲେ । ସେ ଏହା ବି ଲେଖିଥିଲା କି ଯଦି ବିଶ୍ଵାସ ହେଉ ନାହିଁ ତେବେ କ୍ଳାସ ର ଅନ୍ୟ ଛାତ୍ରଙ୍କୁ ପଚାରି ପାରନ୍ତି । ମୁଁ କେବେ କୌଣସି ଭୁଲ କରୁ ନଥିଲି କିନ୍ତୁ ସବୁବେଳେ ମୋ ଉପରେ ରାଗୁଥିଲେ ଓ କେବଳ ମୁ ନୁହେଁ କ୍ଲାସ ର ପ୍ରତ୍ୟେକ ଛାତ୍ରଙ୍କୁ ଗାଳି କରୁଥିଲେ ।

ନିଜ ମା’ଙ୍କୁ କହିସାରିଥିଲା ବହୁତ ଥର ଏହି କଥା

ତା ମା’ଙ୍କ କହିବା କଥା କି କିଛି ଦିନରୁ ତାଙ୍କ ଝିଅର ପାଠ ପଢାରେ ମନ ଲାଗୁ ନଥିଲା ଓ କ୍ଳାସରେ ତାର ପ୍ରଦର୍ଶନ ବି ଭଲ ନଥିଲା । ସେ ସବୁବେଳେ ତା ମା’ଙ୍କୁ କହୁଥିଲା ମୁ ସ୍କୁଲ ଯିବି ନାହିଁ, ମୁଁ ପଢିବି ନାହିଁ କିନ୍ତୁ ତା’ ମା’ କେବେ ବି ଜାଣିବାକୁ ଚେଷ୍ଟା କରି ନାହାଁନ୍ତି କି କଥା କଣ ?

କ୍ଳାସ ରେ ପଢୁଥିବା ତାର ଅନ୍ୟ ସାଙ୍ଗମାନଙ୍କୁ ପଚରା ଗଲାରୁ ତେବେ ସେମାନେ ବି ସେହି କଥା କହିଥିଲେ ଯାହା ରାଜେସ ମେହତାଙ୍କ ଝିଅ ସ୍ଵିସାଇଡ ନୋଟ ରେ ଲେଖିଥିଲା । ଟିଚର କେତେ ବି ଚେଷ୍ଟା କଲେ ମଧ୍ୟ ଏହା ପ୍ରମାଣ ହୋଇ ଯାଇଛି କି ରାଜେସ ମେହତାଙ୍କ ଝିଅ ପାଖରେ ଅନ୍ୟ କୌଣସି ରାସ୍ତା ନଥିବା କାରଣରୁ ସେ ଶେଷରେ ଟିଚରଙ୍କ କାରଣରୁ ସ୍ଵିସାଇଡ କରିଥିଲା ।

ଆପଣମାନେ ବିଚାର କରନ୍ତୁ ଏଭଳି ଟିଚରଙ୍କୁ କିପରି ଦଣ୍ଡ ମିଳିବା ଆବଶ୍ୟକ । ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯାହା ପାଇଁ ଅନ୍ୟ କୌଣସି ଟିଚର ଏପରି କରିବା ପାଇଁ ସାହସ କରିବ ନାହିଁ ଓ ଆମ ପେଜ କୁ ଲାଇକ କରିବାକୁ ଭୁଲିବେନି ।