ମାଟି ତଳୁ ଯେତେବେଳେ ହଠାତ ବାହାରିଲା ଏକ ଭୟଙ୍କର ବିଷଧର ଚମ୍ପା ନାଗ (Golden Cobra), ଲୋକେ ତା’ ରୂପ ଦେଖି ହେଲେ ଛାନିଆ, ଦେଖନ୍ତୁ Video

ଆମ ଦେଶ ଭାରତ ଏକ ସାପ ବହୁଳ ଦେଶ ଅଟେ । ଦେଶର ପ୍ରାୟ ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି । କେବଳ ସହରାଞ୍ଚଳରେ ଗ୍ରାମାଞ୍ଚଳ, ପାହାଡ, ଜଙ୍ଗଲ ଅପେକ୍ଷାକୃତ କମ୍ ସାପ ଦେଖିବାକୁ ମିଳନ୍ତି । ଆମ ଦେଶରେ ପ୍ରତିବର୍ଷ ପ୍ରାୟ ୪୦ରୁ ୫୦ ହଜାର ଲୋକ କେବଳ ସାପ କା-ମୁ-ଡା-ରେ ମୃ-ତ୍ୟୁ-ବ-ର-ଣ କରନ୍ତି । ଜାଗତ୍ର ନ ରହିବା, ଘର ଭିତର ଏବଂ ଆଖପାଖ ଅପରିଷ୍କାର ରହିବା ଦ୍ଵାରା ସାପ ସେହି ସ୍ଥାନକୁ ପଶିଆସେ ।

ଘରେ ବେଙ୍ଗ ଏବଂ ମୂଷା ଆଦି ରହିବା ଦ୍ଵାରା ମଧ୍ୟ ଖାଦ୍ୟ ସ-ନ୍ଧା-ନରେ ସାପ ଘର ଭିତରକୁ ପଶିଆସେ । ସେଥିପାଇଁ ସାପ କା-ମୁ-ଡା-ରୁ ବଞ୍ଚିବା ପାଇଁ ଆମକୁ ପୂର୍ବରୁ ସଚେତନ ରହିବାକୁ ପଡିବ । କିଛି ସାପ ଅଛନ୍ତି ଯେଉଁମାନେ କମ୍ ବି-ଷ-ଧ-ର ଅଟନ୍ତି । କିନ୍ତୁ ନାଗ, ଚିତି, ତମ୍ପ, ଅହିରାଜ ଆଦି ସାପମାନେ ଅତ୍ୟନ୍ତ ବି-ଷ-ଧ-ର ଅଟନ୍ତି । ସେମାନେ କା-ମୁ-ଡି-ବା ଦ୍ଵାରା ମାତ୍ର ୩୦ ମିନିଟ ମଧ୍ୟରେ ବ୍ୟକ୍ତିଙ୍କ ପ୍ରାଣ ଚାଲିଯାଇ ପରେ ।

ଏଠାରେ ଆମେ ଆପଣଙ୍କୁ ଭୟଙ୍କର ବି-ଷ-ଧ-ର ଚମ୍ପା ନାଗ ଉଦ୍ଧାରର ଏକ ଭି-ଡି-ଓ ଦେଖାଉଛୁ । ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡିପଟେ ଅନେକ ଧରି ଲୁଚି ରହିଥିଲା ଏହି ଚମ୍ପା ନାଗଟି । ପ୍ରଥମେ ସେମାନେ ଏଥିପାଇଁ ଏତେ ବ୍ୟସ୍ତ ହେଉ ନଥିଲେ । କିନ୍ତୁ ଦିନେ ଯେତେବେଳେ ସାପଟି ଏକ ମୂଷାକୁ କା-ମୁ-ଡି-ବା ସଙ୍ଗେ ସଙ୍ଗେ ତାର ମୃ-ତ୍ୟୁ ହୋଇ ଯାଇଥିଲା ଦେଖିଥିଲେ ।

ସେମାନେ ବୁଝି ପାରିଥିଲେ ଯେ ସାପଟି ଯଦି ମଣିଷକୁ କା-ମୁ-ଡେ ତେବେ କେତେ ଅସୁବିଧାର ସମୁଖୀନ ହେବାକୁ ପଡିବ । ସେଥିପାଇଁ ସେମାନେ ସ୍ଥାନୀୟ ସାପଧରାଳିଙ୍କୁ ଖବର ଦେଇଥିଲେ । ଆଉ ଦୁଇ ତିନି ଘଣ୍ଟା ଧରି ଖୋଜିବା ପରେ ସାପଟି ମାଟିତଳୁ ମିଳିଥିଲା । ସେ ଏକ ମୂଷା ଗିଳି ଦେଇଥିବା ସହ ରାଗରେ ଭୟଙ୍କର ଗର୍ଜନ କରୁଥିଲା ।

କିନ୍ତୁ ସାପଧରାଳି ଜଣକ ଅତ୍ୟନ୍ତ କୌଶଳପୂର୍ଣ୍ଣ ଭାବେ ସାପଟିକୁ ଧରି ଏକ ମୁଣାରେ ଭର୍ତ୍ତି କରି ଦେଇଥିଲେ ଓ ଏହାକୁ ଜଙ୍ଗଲରେ ଛାଡିବାକୁ ନେଇ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ସଂପୂର୍ଣ୍ଣ ଘଟଣାର ଭିଡିଓ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।