ଯଦି ଆପଣଙ୍କ ପାଖରେ ଏହି ପୁରୁଣା ୨ ଟଙ୍କିଆ କଏନ ଅଛି ତେବେ ଆପଣ ବି ପାଇପାରିବେ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେଉଁଠି ବିକିବେ ଓ କେମିତି

ନମସ୍କାର ବନ୍ଧୁଗଣ । ପୂର୍ବ ସମୟରେ ଆମ ଦେଶରେ ଏମିତି କିଛି କଏନ ପ୍ରଚାଳିତ ହେଉଥିଲା ଯାହା ଆଜିକା ଡେଟରେ ବନ୍ଦ ହୋଇ ସାରିଛି । କିନ୍ତୁ ବର୍ତ୍ତମାନ ସେହି ସବୁ କଏନର ଚାହିଦା ବହୁତ ଜୋରରେ ବଢିବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ନୂଆ ଖବର ନେଇ ଆସିଛୁ । ସୂଚନା ଅନୁସାରେ ଦୁଇ ଟଙ୍କା ପୁରୁଣା କଏନ ଥିଲେ ଆପଣ ଘରେ ବସି ଟଙ୍କା କମେଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହା କିପରି ସମ୍ଭବ ହୋଇ ପାରିବ । ପ୍ରତେକ ଜିନିଷ ପୁରୁଣା ହୋଇଗଲେ ତାହାର ଆବଶ୍ୟକତା କେହି ମନେ କରନ୍ତି ନାହି । ଇଣ୍ଟରନ୍ୟାସନାଲ ମାର୍କେଟରେ ଏଭଳି ପୁରୁଣାର ଜିନିଷର ଚାହିଦା ଯଥେଷ୍ଟ ଅଧିକ ରହିଛି ।

ଏହାକୁ ନେଇଥିବା ବ୍ୟକ୍ତିକୁ ଯଥେଷ୍ଟ ଅର୍ଥ ମିଳିଥାଏ । ଆପଣ ଏହାକୁ ବିକ୍ରି କରି ପ୍ରଚୁର ଟଙ୍କା ପାଇ ପାରିବେ । ଏହି ଭିଡିଓରେ ଯେଉଁ ଦୁଇ ଟଙ୍କିଆ କଏନ ଦେଖା ଯାଉଛି ତାହା ହେଉଛି ୧୯୯୪ ମସିହାର । ଏହି ଦୁଇ ଟଙ୍କିଆ କଏନ ପଛ ପଟେ ଭାରତର ଜାତୀୟ ପତାକାର ଛବି ରହିଛି ।

ଏହି ଦୁଇ ଟଙ୍କିଆ କଏନର କ୍ଵିକର ୱେବସାଇଟରେ ୫ ଲକ୍ଷ ଟଙ୍କା ମୂଲ୍ୟ ରହିଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରାଣୀ ଭିକ୍ଟୋରିୟାଙ୍କର ଏକ ଟଙ୍କା ରୂପା କଏନର ମୂଲ୍ୟ ଦୁଇ ଲକ୍ଷ ଟଙ୍କା ରହିଛି । କେବଳ ଏତିକି ନୁହେ ଯଜବିର କିଙ୍ଗ ଏମ୍ପାରରଙ୍କ ଏକ ଟଙ୍କା ବ୍ରିଟିଶ କଏଣର ମୂଲ୍ୟ ରହିଛି  ୯ ଲକ୍ଷ ଟଙ୍କା ଧାର୍ଯ୍ୟ କରା ଯାଇଛି । ସୂଚନା ଅନୁସାରେ ହି ସବୁ କଏନ କ୍ଵିକରରେ ବିକ୍ରି କରା ଯାଉଛି ।

ଏହି ସବୁ କଏନର ଚାହିଦା ବହୁତ ମାତ୍ରାରେ ରହିଛି ।  ଯଦି ଆପଣ ମାନଙ୍କ ପାଖରେ ଏହି ସବୁ ପୁରୁଣା କଏନ ରହିଛି ତେବେ ଏହାକୁ ବିକ୍ରି କରିବା ପାଇଁ ଇକମର୍ଶ ସାଇଟକୁ ଯାଇ ରେଜିଷ୍ଟ୍ରେଶନ କରନ୍ତୁ । ଏହା ପରେ କଏନର ଫୋଟୋ କ୍ଲିକ କରି ୱେବ ସାଇଟରେ ଅପ୍ଲୋଡ କରିବା ପରେ ସର୍ତ୍ତାବଳୀ ଅନୁଯାୟୀ ଆପଣ ସେହି କଏନକୁ ବିକ୍ରି କରି ପାରିବେ ।

ଏହା ହେଉଛି ସବୁଠାରୁ ବଡ ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ମାନଙ୍କ ପାଖରେ ଏହି ପୁରୁଣା କଏନ ରହିଛି ତେବେ ଏହାର ସଦୁପୋଯୋଗ କରନ୍ତୁ । ଆପଣ ମାନେ ଘରେ ବସି ବିନା ପରିଶ୍ରମରେ ଏହି କଏନ ବିକ୍ରି କରି ପଇସା ପାଇ ପାରିବେ ।