ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରଶ୍ନ ପଚରାଯାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ ଆଉ କିଛି କଠିନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା କଣ ରହିଛି ପ୍ରଶ୍ନ ଓ ତାହର ଉତ୍ତର ।
୧- ଭାରତରେ କେତୋଟି ରାଜ୍ୟ ତଟରେଖା ସହ ଲାଗିକି ରହିଛି ?
ଉତ୍ତର- ୯ଟି
୨- ଭାରତର କେଉଁ ନଦୀ ଓଲଟା ବୋହିଥାଏ ?
ଉତ୍ତର- ନର୍ମଦା ନଦୀ
୩- କେଉଁ ଦେଶ କୃତ୍ରିମ ସୂର୍ଯ୍ୟ ଓ ଚାନ୍ଦ ତିଆରି କରିଛି ?
ଉତ୍ତର- ଚୀନ
୪- ସୋରିଷ କେଉଁ ପ୍ରକାରର ଫସଲ ଅଟେ ?
ଉତ୍ତର- ରବି ଫସଲ
୫- ବିଶ୍ଵର ସବୁଠାରୁ ଲୋକପ୍ରିୟ ଖେଳ କଣ ?
ଉତ୍ତର- ଫୁଟବଲ
୬- ଦିଲ୍ଲୀର ଲାଲକିଲ୍ଲାର ନିର୍ମାଣ କିଏ କରିଥିଲେ ?
ଉତ୍ତର- ସାହାଜାହନ
୭- ବିଶ୍ଵର ସବୁଠାରୁ ବଡ ଦେଶ କଣ ?
ଉତ୍ତର- ରୁଷ
୮- ପ୍ରିନ୍ଟିଂ ପ୍ରେସର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଜର୍ମାନ
୯- ଶରୀରର ଗରମ ଅଂଶ କଣ ଅଟେ ?
ଉତ୍ତର- ହୃଦୟ
୧୦- ତେରତା ପୋସ୍ଟ ଅଫିସ କେଉଁଠି ଅଛି ?
ଉତ୍ତର- ଶ୍ରୀନଗର
୧୧- ଭାରତରେ ପ୍ରଥମ ଜନଗଣନା କେବେ ହୋଇଥିଲା ?
ଉତ୍ତର- ୧୮୭୨
୧୨- କେଉଁ ଦେଶରେ ଅଧିକ ଥଣ୍ଡା ହୋଇଥାଏ ?
ଉତ୍ତର- ଆଣ୍ଟାର୍ଟିକା
୧୩- ହାୱାଇ ଜାହାଜରେ କେତୋଟି ଇଞ୍ଜିନ ଥାଏ ?
ଉତ୍ତର- ୨ଟି
୧୪- ଭାରତରେ ରେଳର ଜନକ କିଏ ଥିଲେ ?
ଉତ୍ତର- ଲର୍ଡ ଡଲହୋଜି
୧୫- ଜୟ ଜବାନ ଜୟ କିଶାନ ନାରା କିଏ ଦେଇଥିଲେ ?
ଉତ୍ତର- ଲାଲ ବାହାଦୁର ଶାସ୍ତ୍ରୀ
୧୬- କେଉଁଠାରେ ଦିନ-ରାତି ସମାନ ହୋଇଥାଏ ?
ଉତ୍ତର- ବିଷୁବ ରେଖା
୧୭- ବିଶ୍ଵର ସବୁଠାରୁ ବଡ ସଂଗ୍ରାହଳୟ କେଉଁଠାରେ ଅଛି ?
ଉତ୍ତର- ଲଣ୍ଡନ
୧୮- ଅଷ୍ଟ୍ରେଲିୟାର ସନ୍ଧାନ କିଏ କରିଥିଲେ ?
ଉତ୍ତର- ଜେମ୍ସ କୁକ
୧୯- ଇନସୁଲିନର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ବେଟିଙ୍ଗ
୨୦- ଭାରତ ଛାଡ ଆନ୍ଦୋଳନ କେଉଁଠାରୁ ଆରମ୍ଭ ହୋଇଥିଲା ?
ଉତ୍ତର- ବମ୍ବେ
୨୧- କଇଁଛ କାହା ସାହାଜ୍ଯରେ ନିଶ୍ଵାସ ନେଇଥାଏ ?
ଉତ୍ତର- ଚର୍ମ
୨୨- ଭୀମବେଟକା ଗୁମ୍ଫା କେଉଠାରେ ଅଛି ?
ଉତ୍ତର- ମହାରାଷ୍ଟ୍ର
୨୩- ଭାରତର ସବୁଠାରୁ ବଡ ରେଗିସ୍ତାନ କଣ ଅଟେ ?
ଉତ୍ତର- ଥାର ରେଗିସ୍ତାନ
୨୪- ପ୍ରେସର କୁକରର ସନ୍ଧାନ କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଇଂଲଣ୍ଡ
୨୫- ନୋବେଲ ପୁରସ୍କାର କେଉଁ ଏକାଡେମି ଦ୍ଵାରା ଦିଆଯାଏ ?
ଉତ୍ତର- ସ୍ଵୀଡିସ ଏକାଡେମି
୨୬- ଏକ ଟଙ୍କା ନୋଟ କିଏ ଜାରି କରିଥିଲେ ?
ଉତ୍ତର- ବିତ୍ତ ମନ୍ତରାଳୟ
୨୭- ବନିହାଲ ଦରା କେଉଁଠାରେ ଅଛି ?
ଉତ୍ତର- ଜାମୁ-କାଶ୍ମୀର
୨୮- ପାସୱାର୍ଡକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- କୁଟ
୨୯- ସୁର ସରୋବର ପକ୍ଷୀ ବିହାର କେଉଁଠାରେ ଅଛି ?
ଉତ୍ତର- ଆଗ୍ରା
୩୦ – ରଡାରର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ସ୍କଟଲ୍ୟାଣ୍ଡ
୩୧- କେଉଁ ପଶୁ ମୁହଁରେ ପାଣି ପିଏ ନାହି ?
ଉତ୍ତର- ବେଙ୍ଗ
୩୨- କେଉଁ ସହର କେବଳ ୧ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉତ୍ତର – ଇଲାହବାଦ (ପ୍ରୟାଗରାଜ)
ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।