ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରାଯାଏ । ଏହା ଦ୍ଵାରା ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।
ଯଦି କେହି ପିଲା ପାଠ ପଢୁଥିବେ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ୧- ଏମିତି କେଉଁ ପଶୁ ଅଛି ଯିଏ କେବଳ ନିଳଗିରିର ପତ୍ର ଛଡା ଆଉ କିଛି ଖାଏ ନାହି ? ଉତ୍ତର- କୋଏଲା ୨- ଦୁନିଆରେ ଏମିତି କେଉଁ ପକ୍ଷୀ ଅଛି ଯିଏ ତାର ପଛ ପଟେ ଉଡିଥାଏ ? ଉତ୍ତର- ହମିଙ୍ଗ ବାର୍ଡ
୩- କେତେ ବର୍ଷ ପରେ ରାଷ୍ଟ୍ରୀୟ ଜନଗଣନା ହୋଇଥାଏ ?
ଉତ୍ତର- ୧୦ ବର୍ଷ ପରେ
୪- ଏମିତି କଣ ଅଛି ଯାହା ଖରାରେ ଶୁଖେ ନାହି ?
ଉତ୍ତର- ଝାଳ
୫- ଏମିତି କେଉଁ ଦେଶ ଅଛି ଯାହାର ସୀମାକୁ ୧୪ଟି ଦେଶ ଘେରି କରି ରହିଛି ?
ଉତ୍ତର- ଚୀନ
୬- ଏମିତି କଣ ଅଛି ଯାହା ଭାଙ୍ଗିଗଲେ କାମରେ ଆସିଥାଏ ?
ଉତ୍ତର- ଅଣ୍ଡା
୭- କେଉଁ ଦେଶରେ ଅ-ନ୍ତି-ମ ସଂ-ସ୍କା-ର ସମୟରେ ଲୋକେ ଡ୍ୟାନ୍ସ କରନ୍ତି ?
ଉତ୍ତର- ଧନା
୮- ସିଗନେଚର ଓ ଫୋଟୋଗ୍ରାଫିରେ କଣ ଅନ୍ତରା ରହିଛି ?
ଉତ୍ତର- ସିଗନେଚର ସାଧାରଣ ଓ ଅଟୋଗ୍ରାଫ ପ୍ରସିଦ୍ଧ ଲୋକଙ୍କ ଠାରେ ହୋଇଥାଏ ।
୯- ବିଶ୍ଵର ଏମିତି କେଉଁ ଦେଶ ଅଛି ଯେଉଁଠାରେ ଧଳା ହାତୀ ଅଛି ?
ଉତ୍ତର- ଥାଇଲ୍ୟାଣ୍ଡ
୧୦- କେଉଁ ଦେଶରେ ଗରମ ହେଲେ ମଧ୍ୟ ସେଠିକାର ଲୋକେ ଗୋରା ହୋଇଥାନ୍ତି ?
ଉତ୍ତର- ଅରବ
୧୧- ପାଣି ପରେ ଦୁନିଆରେ ଆଉ କଣ ଅଧିକ ପିଆଯାଏ ?
ଉତ୍ତର- ଚାହା
୧୨- କେଉଁ ପଶୁର କ୍ଷୀର ପିଇଲେ ବ୍ରେନ ତୀବ୍ର ହୋଇଥାଏ ?
ଉତ୍ତର- ଗାଈ
୧୩- ଭାରତର ଦିତୀୟ ତାଜମହଲ କାହାକୁ କୁହାଯାଏ ?
ଉତ୍ତର- ବିବି କା ମକବାରା
୧୪- ଦିଲ୍ଲୀରେ ଥିବା ଜାମା ମସଜିଦ କିଏ ନିର୍ମାଣ କରିଥିଲେ ?
ଉତ୍ତର- ଶାହଜାହା
୧୫- ସାଂସଦରେ ନିର୍ବାଚନ ଲଢିବା ପାଇଁ ବ୍ଯକ୍ତିର ବୟସ କେତେ ହେବା ଦରକାର ?
ଉତ୍ତର- ୨୧ ବର୍ଷ
୧୬- ମନୁଷ୍ୟ ଶରୀରରେ ଆୟୋଡିନ କମ ଯୋଗୁ କେଉଁ ରୋଗ ହୋଇଥାଏ ?
ଉତ୍ତର- ଗ୍ୱାଲିୟର
୧୭- କେଉଁ ପକ୍ଷୀ ଅଛି ଯିଏ ଆଗ ଓ ପଛ ପଟେ ଉଡିଥାଏ ?
ଉତ୍ତର- ହମିଙ୍ଗ ବାର୍ଡ
୧୮- ଭାରତର କେଉଁ ରାଜ୍ୟ ଇଂରେଜ ଲୋକଙ୍କର ଗୋଲାମ ହୋଇନଥିଲା ?
ଉତ୍ତର- ଗୋଆ
୧୯- ସିଂହର ଆୟୁ ନିର୍ଧାରଣ କାହା ଦ୍ଵାରା ହୋଇଥାଏ ?
ଉତ୍ତର- ନାକର ରଙ୍ଗ ଦେଖି
୨୦- ଗୋଟେ ପେଚା ନିଜ ମୁଣ୍ଡକୁ କେତେ ଦୂର ଯାଏଁ ବୁଲାଇପାରେ ?
ଉତ୍ତର- ୨୭୦ଡିଗ୍ରୀ
୨୧- ମହାତ୍ମାଗାନ୍ଧୀ ପ୍ରଥମେ ଚଷମା କେବେ ପିନ୍ଧିଥିଲେ ?
ଉତ୍ତର- ୧୮୯୦ରେ
୨୨- ବିଶ୍ବରେ କେଉଁ ଦେଶରେ ଚାଷ ହୁଏ ନାହି ?
ଉତ୍ତର- ସିଙ୍ଗାପୁର
୨୩- କେଉଁ ଦେଶରେ ଅଧିକ ଭୂକମ୍ପ ହୋଇଥାଏ ?
ଉତ୍ତର- ଜାପାନ
୨୪- ଗୋଟେ ଝିଅ ନେପାଳରେ ରୁହେ ତାର ବୟସ ୨୭ ବର୍ଷ ତା ମାର ବୟସ ୨୫ ବର୍ଷ ତେବେ କୁହ ଏହା କେମିତି ସମ୍ଭବ ହୋଇପାରେ ?
ଉତ୍ତର- ଏହା ସମ୍ଭବ କାରଣ ସେ ଝିଅର ମା ସାବତ ମା ହୋଇଥାଏ ।
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ