ଯଦି ମଣିଷ କିଛି କରିବା ପାଇଁ ଚେଷ୍ଟା କରିବ ତାହେଲେ ବୟଶ ସୀମା ଏହାକୁ କେବେ ବି ବାନ୍ଧି ରଖୀ ପାରିବ ନି ଏହାର କାରଣ ହେଉଛି ଦୃଢ ଇଛା ଶକ୍ତି ଓ ସଂକଲ୍ପ ଥିଲେ ଜୀବନରେ ଆସୁଥିବା ସବୁ ବିପଦର ସାମନା କରିବାକୁ ଆମେ କେବେ ବି ପଛକୁ ହଟି ଯିବାନି ।
ଏହାର କାରଣ ହେଉଛି କି ଯଦି ଆମେ କିଛି କାମ କରୁଛୁ ତାହେଲ ଏହା ପାଇଁ କଣ କଣ ଆବଶ୍ୟକ ସେ ବିଷୟରେ ଜାଣିବା ନିହାତି ଦରକାର । ତେବେ ଆସନ୍ତୁ ଜାଣିବା ମହାରାଷ୍ଟ୍ର ର ପୁନେରେ ରହୁଥିବା ପ୍ରଥମେଷ ଯାଜୁ ଏହାକୁ କରି ଦେଖାଇଛନ୍ତି । ସେ ଚାନ୍ଦର ପ୍ରାୟ ୫୦୦୦୦ ଫଟ ଉଠାଇବା ପରେ ଏହା କୁ ମିଶେଇ କରିଥିଲେ ଏକ ଫଟ ଆସନ୍ତୁ ଜାଣିବା ଏହି ବିଷୟରେ ସେ ନିଜେ କଣ ମତ ଦେଇଛନ୍ତି ।
ସେ ଏକ ଇଣ୍ଟରଭ୍ୟୁ ରେ କହିଥିଲେ କି ସେ କମ ସେ କମ ୪ ଘଣ୍ଟା ଯାଏ ଚାନ୍ଦର ଫଟ ଓ ଭିଡିଓ କ୍ଲିକ କରିଥିଲେ ସେ ଏହାକୁ ୩ ମେ ରାତି ୧ ରେ ଆରମ୍ଭ କରିଥିଲେ । ଏହା ପରେ ଏହାକୁ ପ୍ରୋସେସ କରିବା ପାଇଁ ତାଙ୍କୁ ୩୮ ରୁ ୪୦ ଘଣ୍ଟା ଭଳି ସମୟ ଲାଗିଥିଲା । ୫୦୦୦୦ ଫଟ ଉଠାଇବାର କାରଣ ଥିଲା କି ଚାନ୍ଦର ସବୁଠାରୁ କ୍ଲିୟର ଫଟ ଉଠାଇବା । ସେ ପ୍ରତେକ ଫଟ କୁ ଏକା ସହ ଷ୍ଟିଚ କରିଥିଲେ ଓ ଚାଣ୍ଡାକୁ ଭଲ କରି ଦେଖିବା ପାଇଁ ଏହାକି ସାର୍ପ କରିଥିଲେ ।
ଏଠାରେ ସେ କହିଛନ୍ତି କି ର ଡାଟା କମ ସେ କମ ୧୦୦ ଜୀବି ର ଥିଲା ଏହା କୁ ପ୍ରୋସେସ କରିବା ବେଳେ ଏହା ବଢିକି ୧୮୬ ଜୀବି ହୋଇ ଯାଇଥିଲା । ଯେତେବେଳେ ସେ ସବୁକୁ ଏକା ସହ ଷ୍ଟିଚ କରିଥିଲେ ଏହା ୬୦୦ ଏମବି ହୋଇ ଯାଇଥିଲା । ଏହା ଦୁଇଟି ଅଲଗା ଅଲଗା ଫଟ ର ଏଚଡିଆର କମ୍ପୋଜିସନ ଅଟେ । ଏହା ଥାଡ଼ କ୍ୟାଟାର ମୁନ ର ସବୁଠାରୁ ସ୍ପଷ୍ଟ ଫଟ ଅଟେ ।
ସେ କହିଲେ ସେ କିଛି ଆର୍ଟିକୀଲ ଓ କିଛି ଭିଡିଓ ଦେଖିଥିଲେ ଏହା ପରେ ସେ ଏହାକୁ କିଭଳି କରିବେ ଜାଣି ଏହା କରିବା ପାଇଁ ମନ ବଳାଇଥିଲେ । ସେ କହିଥିଲେ ସେ ଜେନ ଆଷ୍ଟ୍ରୋ ଫ୍ଯଜିକ୍ସସିଆନ ହେବାକୁ ଚାହାଁନ୍ତି । ସେ ଆଷ୍ଟ୍ରୋନୋମି ପଢିବା ପାଇଁ ଚାହାଁନ୍ତି । ଏବେ କିନ୍ତୁ ସେ ଆଷ୍ଟ୍ରୋ ଫୋଟିୟୋଗ୍ରାଫୀ ସଉକ ପାଇଁ କରୁଛନ୍ତି ।
ତାଙ୍କୁ ମାତ୍ର ସେ ୧୬ ବର୍ଷ ବୟଶ ଅଟେ । ସେ ଏତେ କମ ବୟଶରୁ ଏଭଳି କାମ କରିଥିବାରୁ ଲୋକମାନେ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି । ସେ ନିଜ ସୋସିଆଲ ମିଡିଆ ସାଇଡ ଦ୍ଵାରା ନିଜର ସଫଳତା ପାଇଥିଲେ । ସେ ନିଜ ଇନଷ୍ଟାଗ୍ରାମ ରେ ଏହି ଫଟ କୁ ମେ ୬ ତାରିଖ ରେ ପୋଷ୍ଟ କରିଥିଲେ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ