ଜର ହୋଇ ଥିବା ସମୟରେ ସାଧାରଣତଃ ଆମକୁ କିଛି ବି ଖାଦ୍ଯ ଖାଇବାକୁ ଭଲ ଲାଗେ ନାହିଁ । ଅତ୍ୟଧିକ ଥଣ୍ଡା ହୋଇ ଥିବାରୁ ଆମେ ସବୁ ବେଳେ ନିଜର ଜିହ୍ବାର ସ୍ଵାଦ ହରାଇ ଥାଉ । ତେବେ ଏହାକୁ କମେଇବା ପାଇଁ ଯେତେ ଭଲ ଜିନିଷ ଖାଇବାର ପ୍ରଲୋଭନ ଦେଲେ ମଧ୍ୟ ଏହି ସମୟରେ ଆମକୁ ଏହା ପସନ୍ଦ ଲାଗି ନଥାଏ । ସାଧାରଣ ଜର ହେଲେ ଆମକୁ ଚିଡ ଚିଡ଼ ଲାଗେ । ଏହା ସହ ମୁଣ୍ଡା ମଧ୍ୟ ବଥା ହୁଏ । ଶରୀରରେ ଅଧିକ ମାତ୍ରାରେ ତାପମାନ ବଢି ଯାଇ ଥାଏ ତେଣୁ କରି କିଛି ବି ଜିନିଷରେ ନିଜକୁ ନିଯୁକ୍ତି କରିବାକୁ ଭଲ ଲାଗେନୀ ।
ନିଜର ଶରୀର ସହ ମାନଶୀକ ଅସାନ୍ତି ହୋଇ ଥାଏ । ଅନେକ ସମୟରେ ଆମେ ମୁହଁ ର ସ୍ଵାଦ ବଦଳେଇବା ପାଇଁ ଅନେକ କିଛି ଚେଷ୍ଟା କରି ଥାଉ ମାତ୍ର ଏହା ଠିକ ହେବା ପାଇଁ ଆମକୁ ସମୟ ଦରକାର ହୁଏ । ତେବେ ଆମେ ଆଜି କହିବୁ ଯଦି ଆପଣଙ୍କର ମୁହଁର ସ୍ଵାଦ ପିତା ହୋଇ ଯାଇ ଥାଏ । ଏହି ସମୟରେ ତେବେ ଆପଣ କଣ କରିବେ ।
ଅଧିକ ଲୋକ ମାନେ ପିତା ଲାଗୁଥିବା କାରଣରୁ ଖାଦ୍ୟକୁ ଖାଇବା କମାଇ ଦେଇ ଥାନ୍ତି ଏହା ଦ୍ଵାରା ତାଙ୍କ ଶରୀରରେ ଅଧିକ ଦୁର୍ବଳ ହୋଇ ଯାଇଥାଏ । ଯଦି ଆପଣ ଏଭଳି କିଛି ଅନୁଭବ କରୁଛନ୍ତି ତେବେ ଆମେ ଆପଣାକୁ କିଛି ଘରୋଇ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇବା ଦ୍ଵାରା ଆପଣଙ୍କର ପିତା ଲାଗିବା କମ ହୋଇ ପାରିବ ।
ଏହା ଘରେ ତିଆରି ହେବ କୌଣସି ଔଷଧ ର ଆବଶ୍ୟକତା ନାହିଁ । ଅନେକ ଲୋକ ହୁଏତ ଏହାକୁ ଜାଣିଥିବେ ମାତ୍ର ଯେଉଁ ମାନେ ଏହାକୁ ଜାଣି ନଥିବେ ସେମାନେ ଏହାକୁ ଜାଣିବା ପରେ ନିଶ୍ଚୟ ଭାବେ ଉପକୃତ ହେବେ । ଆପଣ ନିଜ ରୋଷେଇ ଘରେ ଥିବା ମାତ୍ର ତିନୋଟି ଜିନିଷରେ ଏହାକୁ ବନେଇ ପାରିବେ ।
ପ୍ରଥମେ ଆପଣ ଗୋଟେ ଲେମ୍ବୁ ନିଅନ୍ତୁ ଓ ଏହାକୁ ଅଧା କରି କାଟି ନିଅନ୍ତୁ ମନେ ରଖିବେ ଏହାର ମଞ୍ଜି ନିଶ୍ଚିତ ଭାବରେ କାଢି ଦେବେ । ଏହାର ମଞ୍ଜି କାଢି ଦେବା ପରେ ପ୍ରଥମେ ଏହାକୁ କିଛି ସମୟ ପାଇ ଗ୍ଯାସ ଉପରେ ରଖନ୍ତୁ । ମାନେ ରଖିବେ ଏହାର ରସପଟକୁ ଆପଣ ତଳକୁ ରଖିବେ ନି କାରଣ ଏହା ଆପଣଙ୍କୁ ଖାଇବାର ଅଛି । ଆମେ ଆପଣ ଙ୍କୁ ଯେଉଁ ମଞ୍ଜି କାଢିବାକୁ କହିଲୁ ଏହାର ଦୁଇଟି ଫାଇଦା ପ୍ରଥମେ ଏହା ର ଜାଗାରେ ଆପଣ ଚାହୁଁ ଥିବା ଜିନିଷ ପଶି ପାରିବ ।
ଏହା କୁ ଖାଇବା ସମୟରେ ଏହା ମୁହଁ କୁ ଜୀବ ନାଇ । ଏହା ପରେ ଏଥିରେ କିଛି ଗୋଲ ମରୀଚ ଗୁଣ୍ଡ ପକାନ୍ତୁ ମନେ ରଖିବେ ଗ୍ଯାସ ବନ୍ଦ କରିବେ ନି । ଏହି ମିଶ୍ରଣ ତିଆରି ହେବାର ସଂକେତ ହେଉଛି ଲେମ୍ବୁ ପାଣି ଭୁର ଭୁର ହୋଇ ବାହାରିବ । ଏହା ପରେ ଗ୍ଯାସ ବନ୍ଦ କରି ଏଥିରେ କିଛି ସେନ୍ଧା ଲୁଣ ପକାଇ ଏହାକୁ ଚିପୁଡି କି ଖାନ୍ତୁ । ଏହି ଉପାୟ କରିକି ଦେଖନ୍ତୁ ଆପଣଙ୍କର ପାଟିର ତିକ୍ତତା ଚାଲି ଜୀବ ଖୁବ ଶୀଘ୍ର ।
ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିବ । ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।