Vastu Tips- ରୋଷେଇ ଘରେ ନିଶ୍ଚୟ କରନ୍ତୁ ଏହି 1 କାମ, ଭାଗ୍ୟ ପୁରା ଚମକି ଉଠିବ

ଆମେ ଅନେକ ଜିନିଷର ବ୍ୟବହାର କରିଥାଉ । ଆଜି ଆମେ ଆପଣଙ୍କୁ ଏମିତି ଜିନିଷର ବିଷୟରେ କହିବାକୁ ଯାଉଛୁ ଯାହାକୁ ରୋଷେଇ ଘରେ ରଖିବା ଅନୁଚିତ । ଭଗବାନ କୃଷ୍ଣଙ୍କ ମତରେ କେଉଁ କେଉଁ ଜିନିଷ ଗୁଡିକ ଦୂରେଇ ରାଖୀବା ଉଚିତ । ଯେତେବେଳେ ଗୃହିଣୀ ମାନେ ଯେତେବେଳେ ରୋଷେଇ ଘରେ ପାଦ ଦିଅନ୍ତି ତାଙ୍କୁ ଆମେ ମା ଲକ୍ଷ୍ମୀର ଆଖ୍ୟା ଦିଆ ଯାଏ । ତେବେ ଆସନ୍ତୁ ଜାଣିବା କଣ କଣ ଜିନିଷ ଦୂରେଇ ରଖିବା ।

ଭଗବାନ କୃଷ୍ଣ କହିଛନ୍ତିକି ଯଦି ଆମେ ରୋଷେଇ ଘରକୁ ସଫା ରଖିବା ତାହେଲେ ମା ଲାକ୍ଷ୍ମୀଙ୍କର ଦୟା ହେବ । ଆପଣ ରୋଷେଇ କଳା ବେଳ ମୂହକୁ ଦକ୍ଷିଣ କିମ୍ବା ପୂର୍ବ ଦିଗ କରି ରଖିବା ଉଚିତ । ଏଭଳି କରିବା ଦ୍ଵାରା ଖାଦ୍ଯ ଖାଉ ଥିବା ବ୍ୟକ୍ତିର ଦେହ ଭଲ ରହିଥାଏ । ରୋଷେଇ ଘରେ ଆପଣ ଛୁରୀ ପନିକିର ବ୍ୟବହାର କମ କରିବା ଦରକାର ।

ଦୁଇଟି କିମ୍ବା ତିନୋଟି ଲୁହା ଜିନିଷ ରଖିବା ଉଚିତ । ଅଧିକ ଲୁହା ଜିନିଷ ଗୁରୁବାର ଦିନ କିଣି ରୋଷେଇ ଘରେ ରଖିବା ଅନୁଚିତ । ରୋଷେଇ ଘରେ ଆପଣ ଭଙ୍ଗା ବାସନ କିମ୍ବା ଭାଙ୍ଗି ଥିବା କାଚ ଗୁଡିକୁ ଅଲଗା ରଖନ୍ତୁ କାରଣ ଏଭଳି ଜିନିଷ ରୋଷେଇ ଘରେ ରହିବା ଦ୍ଵାରା ଆପଣଙ୍କ ପରିବାର ଉପରେ ସବୁବେଲେ ଦୋଷ ଲାଗି ରହିବ । ଆପଣ କେବେବି ରୋଷେଇ ଘରକୁ ଚପଲ ପିନ୍ଧି ଯାଅନ୍ତୁ ନାଇ । ଯଦି ଆପଣ ଏଥିରେ ଅଭ୍ୟସ୍ତ ତେବେ କନାର କିମ୍ବା କାଠର ଚପଲ ପିନ୍ଧନ୍ତୁ ।

ରୋଜ କରୁଥିବା ସମୟରେ ଆପଣ ବାର ବାର ଖାଇବାକୁ ଚାଖିବା ଅନୁଚିତ ଅଟେ ଏହା ଦ୍ଵାରା ଲକ୍ଷ୍ମୀ ଘର ଛାଡି ଦିଅନ୍ତି ଓ ଏହା ପରେ ଆସିଥାଏ ଘରକୁ ଦରିଦ୍ରତା ଓ ଅର୍ଣ୍ଣର ଅଭାବ । ଆପଣ ଖାଇବା ବନେଇ ସାରିବା ପରେ କିଛି ଖାଇବା ଚୂଲିରେ ଦେଇ ଭୋଗ ଭାବେ ତା ପରେ ଆପଣ ଅଲଗା ଜାଗାକୁ କିଛି କାଢି ଚାଖିବେ ଓ ପରେ ଘର ଲୋକଙ୍କୁ ଦେବେ । ଏହା ଦ୍ଵାରା ଆପଣଙ୍କର ସମୃଦ୍ଧି ବଢି ଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଗରମ ତାୱା କିମ୍ବା କଡେଇ କୁ ଥଣ୍ଡା କରିବେ ଓ ତା ପରେ ମାଯିବେ ।  ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଅସାନ୍ତି ଆସି ନଥାଏ ।

ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ ରୋଷେଇ ଘରେ ସବୁ ବେଳେ କିଛି ଜିନିଷ ରଖିବା ନିହାତି ଦରକାର ।  ରୋଷେଇ ଘରେ ସବୁବେଳେ ଜଳ ଭରା ପାତ୍ର , ଚାଉଳ, ମହୁ,ଘିଅ ଆଦିକୁ ଭର ପୂର ରଖିବା ଉଚିତ । ଏହି ସବୁ ଜିନିଷ ଘରେ ରହିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ହୋଇଥାଏ ଆମ ଉପରେ । ଏଭଳି ଲୋକଙ୍କ ଘରେ ଖାଇବାର ଅସୁବିଧା ହୋଇ ନଥାଏ ମାତା ଲକ୍ଷ୍ମୀ ନିଯେ ତାଙ୍କ ଘରେ ବିରାଜ ମାନ ଥାନ୍ତି ।

ତେବେ ଆପଣ ଜାଦି ଚାହାନ୍ତି ଆପଣ ବି ମା ଙ୍କର ଆଶୀର୍ବାଦ ଚାହାନ୍ତି ତେବେ ଆପଣ ବି ଏଭଳି ଉପୋରକ୍ତ ନିୟମ ଗୁଡିକ ମାନି ଚଳନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ