Immunity ର ବାପା ଅଟେ ଏହି ପତ୍ର, କୌଣସି ବି ରୋଗ ଆପଣଙ୍କ ପାଖ ମାଡିବନି- Health Tips

ଆମ ଦେଶରେ ଯେପରି ଭାବେ କୋ-ରୋ-ନା ମ-ହା-ମା-ରୀ ବଢିବାରେ ଲାଗିଛି ସେଥି ପାଇଁ ନାମର ଇମ୍ୟୁନିଟି ପାୱାର ବା ରୋ-ଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ ଅନେକ ପ୍ରକାରାର ଖାଦ୍ଯ ଖାଇବା ଉଚିତ । ଏଥି ପାଇଁ କିଛି ଘରୋଇ ଚିକିତ୍ସା ରହିଛି ଯାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ଅନେକ ପ୍ରକାରର ପ୍ରଣାଳୀ ରହିଛି ।

ସେଥି ପାଇଁ ଗୋଟିଏ ପାତ୍ରରେ କିଛି ପାଣି ନିଅନ୍ତୁ । ସେଥିରେ ୪ଟି ଲବଙ୍ଗ ପକାନ୍ତୁ । କାରଣ ଲବଙ୍ଗରେ ଆମ ଶରୀରର ସବୁ ପ୍ରକାରାର ରୋ-ଗର ନିବାରଣ ରହିଥାଏ । ଏହା ପରେ ଏଥିରେ ଡାଲଚିନି ଖଣ୍ଡ ପକାନ୍ତୁ । କାରଣ ଡାଲଚିନି ସେବନ କରିବା ଦ୍ଵାରା ଆମ ଶରୀରରେ ଥଣ୍ଡା, କାଶ ଆଦି ସମସ୍ଯା ଦୂର ହୋଇଥାଏ । ଏହା ପରେ ଏଥିରେ ଦୁଇଟି ଗୁଜୁରାତି ପକାନ୍ତୁ ।

ଗୁଜୁରାତି ଆମ ଶରୀରରେ ରକ୍ତ ସଂଚାଳନ କରିବାରେ ସାହାଜ୍ଯ କରିଥାଏ । ଏହା ପରେ ଏଥିରେ କିଛି ତେଜପତ୍ର ପକାନ୍ତୁ । ତେଜପତ୍ର ଶ୍ଵାସକ୍ରିୟାରେ ସାହାଜ୍ଯ କରିଥାଏ । ଏହା ସହ ତେଜପତ୍ର ଆମ ଶରୀରରେ କଫ ଜମା ହେବାକୁ ଦେଇ ନ ଥାଏ । ଏହା ପରେ ଏଥିରେ ୬ରୁ ୭ଟି ଗୋଲମରୀଚକୁ ଅଳ୍ପ ଗୁଣ୍ଡା କରି ପକାନ୍ତୁ । ଏହା ଆମ ଶରୀରରେ ଥିବା ସବୁ ବିଷକ୍ତ ଜୀବାଣୁକୁ ବାହାର କରିବାରେ ସାହାଜ୍ଯ କରିଥାଏ ।

ଏହା ପରେ ଏଥିରେ କିଛି ଅଦା ପକାନ୍ତୁ । ଅଦା ଆମ ଶରୀରରେ ଥିବା ସବୁ ଜୀବାଣୁକୁ ନଷ୍ଟ କରିବା ସହ ଯଦି ଥଣ୍ଡା ବା କାଶ ହେଉଥାଏ ତେବେ ଏହାକୁ ଦୂର କରିଥାଏ । ଏହା ପରେ ଅଧ ଚାମଚ ହଳଦୀ ମିଶାନ୍ତୁ । ହଳଦୀ ଆମ ଶରୀରରେ ଇମ୍ୟୁନିଟି ପାୱାର ବଢେଇବା ପାଇଁ ରାମବାଣ ଭଳି ସାହାଜ୍ଯ କରିଥାଏ । ଏହା ପରେ ଏଥିରେ ତୁଳସୀ ପାତ୍ର ପକାନ୍ତୁ । ତୁଳସୀ ପତ୍ରକୁ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହାର କରାଯାଏ ।

ଏହା ପରେ ଏଥିରେ ଅଳ୍ପ ମାତ୍ରାରେ ଗୁଡ ମିଶ୍ରଣ କରନ୍ତୁ । ଗୁଡ ଆମ ଶରୀର ପାଇଁ ବହୁତ ହିତକାରକ ଖାଦ୍ଯ ଅଟେ ।ଏହା ପରେ ଏହି ପାଣିକୁ ଭଲ ଭାବେ ଫୁଟାଇବା ପରେ ଛାଣି ଦିଅନ୍ତୁ । ଏହି କାଢାକୁ ବୟସ୍କ ଠାରୁ ଆରମ୍ଭ କରି ଯୁବକ ପିଢୀ ପର୍ଯ୍ଯନ୍ତ ସେବନ କରି ପାରିବେ । ଏହି କାଢାକୁ ପ୍ରତି ଦିନ ଦୁଇ ଥର ସେବନ କରିବା ଉଚିତ ।

ଏହି କାଢାକୁ ସେବନ କରିଲେ ଆମ ଶରୀରରେ ରୋ-ଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର ବଢିଥାଏ । ଯଦି ୧ରୁ ୨ ବର୍ଷ ପିଲା ମାନେ ଏହାକୁ ସେବନ କରିବେ ତେବେ ଗୋଟେରୁ ଦୁଇ ଚାମଚ ଦେଇ ପାରିବେ । ଯଦି ଦୁଇରି ଅଧିକ ବୟସର ପିଲା ଥିବେ ତେବେ ସେମାନଙ୍କୁ ତିନିରୁ ଚାରି ଚାମଚ ଏହି କାଢାରୁ ଦେଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ସ ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।