ବନ୍ଧୁଗଣ, ଯଦି ଆପଣଙ୍କୁ ଚଲାବୁଲା କରିବା ସମୟରେ ଅଥବା ବସାଉଠା କରିବା ସମୟରେ ଆପଣଙ୍କ ଆଁଠୁ ରେ ବ୍ୟଥା ହେଉଅଛି, ଅଥବା ତାହା ଫୁଲି ଯାଉଅଛି ତେବେ, ଏହି ଦୁଇଟି ଘରୋଇ ଚିକିସ୍ୟା ଦ୍ଵାରା ଆପଣ ସଂପୂର୍ଣ୍ଣ ରୂପେ ଆରମ ପାଇ ପାଇପାରିବେ । ବନ୍ଧୁଗଣ ଆସନ୍ତୁ ତେବେ ଜାଣିବା ସେହି ୨ ଟି ଜିନିଷ କଣ ? ବନ୍ଧୁଗଣ ଆମ ଗୋଡରେ ଗ୍ରୀସ ନାମକ ପଦାର୍ଥ ରହିଥାଏ । ଏହା ଆଁଠୁ ରେ ରହିଥାଏ । ଗ୍ରୀସ ର ଅଭାବ ହେଲେ ଆଁଠୁ ଦରଦ ତଥା ଚାଲିବାରେ ଅସୁବିଧା ହୋଇଥାଏ ।
ବନ୍ଧୁଗଣ ଏହି ଅଭାବ ସାଧାରଣତ ବୃଦ୍ଧ ଲୋକଙ୍କ ଠାରେ ଦେଖାଯାଇଥାଏ । ଏହା ବ୍ଯତୀତ ଯଦି ଶରୀରର ଓଜନ ଅତ୍ୟଧିକ ରହିଥାଏ ତେବେ ମଧ୍ୟ ଆଁଠୁ ସମସ୍ଯା ଦେଖାଯାଇଥାଏ ।
୧- ଯଦି ଆପଣଙ୍କ ଆଁଠୁ ବ୍ୟଥା ଦିନକୁ ଦିନ ବଢୁଅଛି ତେବେ ଆପଣ ଏହି ଉପାୟଟି କରନ୍ତୁ । ଆପଣ ପ୍ରଥମେ ଗୋଟିଏ ଆଲୋଭେରା ର ବଡ ପତ୍ରଟିକୁ ନିଅନ୍ତୁ । ତାହାର ଭିତରି ଭାଗରେ ଥିବା ତତ୍ଵ କୁ ଗୋଟିଏ ପାତ୍ର ରେ ବାହାର କରି ନିଅନ୍ତୁ । ଏହାକୁ ଭଲ ଭାବରେ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ କିଛି ହଳଦୀ ଗୁଣ୍ଡ ନିଅନ୍ତୁ । ଯଦି ୫୦ ଗ୍ରାମ ଆଲୋଭେରା ରହିଅଛି ତେବେ ସେଥିରେ ୨୫ ଗ୍ରାମ ହଳଦୀର ପାଉଡର ମିଶାଇ ଦିଅନ୍ତୁ ।
ଏହାପରେ ଏହାକୁ ତାୱା ରେ ହାଲକା ଗରମ କରି ଦିଅନ୍ତୁ । ଗରମ କରିସାରିବା ପରେ ଏହି ପେଷ୍ଟ କୁ ନିଜ ଆଁଠୁ ରେ ଲଗାଇ ଦିଅନ୍ତୁ । ଏହାପରେ ପେଷ୍ଟ ଲଗାଇଥିବା ଜାଗାରେ ଗୋଟିଏ କଟନ କପଡା ବାନ୍ଧି ଦିଅନ୍ତୁ । ଏହାକୁ ଗୋଟିଏ ରାତି ବାନ୍ଧିକି ଏହିପରି ରଖନ୍ତୁ । ଆପଣ ନିଜେ ଧୀରେ ଧୀରେ ଅନୁଭବ କରି ପାରିବେ ଆପଣଙ୍କୁ ବହୁତ ଆରାମ ମିଳିବ ।
୨- ଯଦି ଆପଣଙ୍କ ଆଁଠୁରେ ଅନେକ ସମୟ ଧରି ଦରଦ ରହିଆସୁଅଛି । ତେବେ ଆପଣ ଆପଣଙ୍କ ଶରୀରରେ ଭିଟାମିନ ର ପରୀକ୍ଷଣ ନିଶ୍ଚିତ କରାଇ ନିଅନ୍ତୁ । ଖାସ କରି ଭିଟାମିନ-D ଏବଂ କ୍ୟାଲସିୟମ,- ଏହି ଦୁଇଟି ଭିଟାମିନ ର ଅଭାବ ହେବା ଦ୍ଵାରା ଶରୀରର ହାଡ କମ୍ଜୋର ହୋଇଯାଇଥାଏ । ଯଦି ଆପଣଙ୍କ ବୟସ ୪୦ ରୁ ଅଧିକ ହୋଇଅଛି ତେବେ, ଆପଣ ପାନରେ ଖାଉଥିବା ଚୂନ କୁ ନିଶ୍ଚୟ ସେବନ କରନ୍ତୁ । ଏହାକୁ ଆପଣଙ୍କୁ ୧ ଗ୍ରାମ ମାତ୍ରାରେ ନେବାକୁ ଅଛି । ଚୂନା କୁ କାଲସିୟମ କାର୍ବୋନେଟ ମଧ୍ୟ କୁହାଯାଇଥାଏ ।
ଏହାକୁ ବ୍ୟବହାର କାଲେ ଆପଣଙ୍କ ଶରୀରରେ ଥିବା କାଲସିୟମ ର ଅଭାବ ଦ୍ରୁତ ଗତିରେ ପୂର୍ଣ୍ଣ ହୋଇଥାଏ । ଏହାସହିତ ଏଥିରେ ଆଲ୍କାଲାଇନ ରହିଥାଏ, ଏହା ଶରୀରରେ ବଢୁଥିବା ଏସିଡ ତଥା ବାଟ କୁ କମ କରିଥାଏ । ସପ୍ତାହକୁ ୩ ଥର ୧ ଗ୍ରାମ ଖାଇବା ଚୂନ କୁ ଗରମ ପାଣି ସାହାଯ୍ୟରେ ଅଥବା ଦହି ସାହାଯ୍ୟରେ ଏହାକୁ ମିଶାଇ ଏହାକୁ ସେବନ କରନ୍ତୁ । ବନ୍ଧୁଗଣ ଏହାକୁ ଠାରେ ପ୍ରୟୋଗ କରି ଦେଖନ୍ତୁ ବହୁତ ଲାଭ ମିଳିବ । ଯଦି ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।