ପାଦର ଆଙ୍ଗୁଠି କହିଥାଏ ଆପଣଙ୍କ ସ୍ଵଭାବ, କ୍ଯାରିୟର, ପଇସା ଓ ଭବିଷ୍ୟତ ବିଷୟରେ- Samudrika Shastra

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ସାମୁଦ୍ରିକ ଶାସ୍ତ୍ର ସମ୍ବନ୍ଧରେ, ଏଥିରେ ବ୍ୟକ୍ତି ଙ୍କର ପାଦର ଆଙ୍ଗୁଳିକୁ ନେଇ କିଛି ବିଶେଷ କଥା କୁହା ଯାଇଅଛି । ବନ୍ଧୁଗଣ ମହିଳା ହୁଅନ୍ତୁ କିମ୍ବା ପୁରୁଷ, ଏହି ମହତ ବିଷୟଟି ସାମାନ୍ଯ ଭାବରେ ଦୁହିଜଣଙ୍କ ନିମନ୍ତେ ପ୍ରସ୍ତୁତ କରୁଅଛୁ । ବନ୍ଧୁଗଣ ମହିଳା ହୁଅନ୍ତୁ କିଅବା ପୁରୁଷ କେତେକ କ୍ଷେତ୍ରରେ ଉଭୟଙ୍କର ଆଙ୍ଗୁଳି ପରେ ଥିବା ଆଙ୍ଗୁଳି ଗୁଡିକର ଆକାର ଲମ୍ବା ହୋଇଥାଏ । ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ରେ ପ୍ରତ୍ୟକ ଅଙ୍ଗ ସମ୍ବନ୍ଧରେ କିଛି ନା କିଛି ବିଶେଷ କଥା କୁହାଯାଇଛି, ଆଜି ଆମ୍ଭେ ଆପଣଙ୍କ ପାଇଁ ପାଦର ଆଙ୍ଗୁଳି ସମ୍ବନ୍ଧରେ କହିବାକୁ ଯାଉଅଛୁ ।

୧- ଯେଉଁ ବ୍ୟକ୍ତି ର ପାଦର ପ୍ରଥମ ଆଙ୍ଗୁଳି କୁ ଛାଡି ତାହା ପାଖରେ ଥିବା ଆଙ୍ଗୁଳି ଅଧିକ ଲମ୍ବା ହୋଇଥାଏ, ଏବଂ ଅନ୍ୟ ୩ ଟି ଆଙ୍ଗୁଳି ଛୋଟ ହୋଇଥାଏ, ଏହିଭଳି ବ୍ୟକ୍ତି ବିଶେଷ ବହୁତ ଊର୍ଜାବାନ ହୋଇଥାଏ । ସାଧାରଣତ ଏମାନଙ୍କୁ କିଛି ନୂତନ କାର୍ଯ୍ୟ କରୁବାକୁ ବହୁତ ଭଲ ଲାଗିଥାଏ ।

୨- ପାଦର ବୁଢା ଆଙ୍ଗୁଳିର ପାଖରେ ଥିବା ବାକି ୪ ଟି ଆଙ୍ଗୁଳି ଯଦି ଛୋଟ ଥାଏ, ତେବେ ସେହି ବ୍ୟକ୍ତିଟି ବହୁତ ସ୍ଵୋଭାଗ୍ଯ ଲାଭ କରିଥାଏ । ଏହି ବ୍ୟକ୍ତିମାନେ ସମସ୍ତ କାମକୁ ଭାବିଛିନ୍ତି ତଥା କାର୍ଯ୍ୟଟିକୁ ପରଖି  କରିଥାନ୍ତି । ଏହିଭଳି ଲୋକମାନଙ୍କ ସମ୍ବନ୍ଧରେ ସାମୁଦ୍ରିକ ଶାସ୍ତ୍ରରେ ଲେଖା ହୋଇଛି ଯେ, ଏମାନଙ୍କୁ ବିରାସତରେ କୌଣସି ଜିନିଷ ମିଳି ନଥାଏ । ଏମାନେ ସାଧାରଣତ ଯାହା ପରିଶ୍ରମ କରି ଅର୍ଜନ କରିଥାନ୍ତି, ସେଥିରେ ବହୁତ ଆନନ୍ଦର ସହିତ ଜୀବନ ଜାପନ କରିଥାନ୍ତି ।

୩- ଯେଉଁ ବ୍ଯକ୍ତିର ପାଦର ଆଙ୍ଗୁଳିର ପର ଆଙ୍ଗୁଳି ବଡ ହୋଇଥାଏ , ଏମାନେ ସଦାସର୍ବଦା ନିଜ ପରିବାରରେ ସବୁଠାରୁ ଉପରେ ରହିଥାନ୍ତି । ଧନ ମାମଲାରେ ହେଉ କିଅବା ପରିବାରର କୌଣସି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ସମ୍ବନ୍ଧରେ ହେଉ ଏମାନେ ସର୍ବଦା ଆଗରେ ରହିଥାନ୍ତି । ଅନ୍ୟ ଲୋକ ମାନେ ଏମାନଙ୍କୁ ଦେଖି ରହିବାର ଢଙରଙ୍ଗ ଶିଖିବା ସହିତ ଧନ ଉପାର୍ଜନ ର ଉପାୟ ମଧ୍ୟ ଖୋଜିଥାନ୍ତି ।

୪- ଯେଉଁ ବ୍ୟକ୍ତିମାନଙ୍କର ଦ୍ଵିତୀୟ ଅଙ୍ଗୁଳି ଲମ୍ବା ଥାଏ, ସେମାନଙ୍କୁ ଏହି ଆଙ୍ଗୁଳି ବହୁତ ଖାସ ବନାଇ ଥାଏ । ଏମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ । ସନ୍ତାନର ସୁଖ ମଧ୍ୟ ଏ ମାନଙ୍କୁ ପ୍ରାପ୍ତ ହୋଇଥାଏ । ଏମାନେ ମାନସିକ ରୂପରୁ ବହୁତ ସଜାଗ ରହିଥାନ୍ତି । ଜୀବନରେ ପ୍ରତ୍ୟକ ଜିନିଷ ଏମାନଙ୍କୁ ପ୍ରାପ୍ତ ହୋଇଥାଏ, ସାଧାରଣତ ଏହିଭଳି ବ୍ୟକ୍ତିମାନେ ଯାହା ଜିଜ୍ଞାସା କରିଥାନ୍ତି ତାଙ୍କର ମନବାଞ୍ଛା ପୂରଣ ହୋଇଥାଏ ।

୫- ଏହିଭଳି ବ୍ୟକ୍ତିମାନେ ନିଜ ଧର୍ମକୁ ମାନିବା ସହିତ, ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ନିଜ ପରିବାରକୁ ଖୁସିରେ ରଖିବା ସବୁଠାରୁ ପ୍ରଥମେ ଏମାନଙ୍କ ପ୍ରଥମିକତା ହୋଇଥାଏ । ଯଦି ଆମ୍ଭେ ଏମାନଙ୍କ ପ୍ରେମ ସମ୍ବନ୍ଧୀୟ ବିବାହ ବିଷୟରେ କହିବାକୁ ଗଲେ, ୯୦ ପ୍ରତିଶତ ପ୍ରେମ ବିବାହ ରେ ସଫଳ ହୋଇନଥାନ୍ତି କେବଳ ୧୦ ପ୍ରତିଶତ ବ୍ୟକ୍ତି ପ୍ରେମ ବିବାହରେ ସଫଳ ହୋଇଥାନ୍ତି । ବନ୍ଧୁଗଣ ଏହା ଥିଲା ପାଦର ଆଙ୍ଗୁଳି ର ବିବରଣୀ । ଆପଣ ମାନଙ୍କ ମତାମତ ଏହି ବିଷୟ ବସ୍ତୁ କୁ ନେଇ କଣ ଅଟେ ଦୟାକରି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।