ଘରର ପ୍ରବେଶ ଦ୍ଵାରରେ ଯଦି ରଖନ୍ତି ଏହି 5 ଟି ମଧ୍ୟରୁ କୌଣସି 1 ଜିନିଷ, ତେବେ ସେହି ଘରେ କେବେ ବି ପ୍ରବେଶ କରନ୍ତି ନାହିଁ ମା’ ଲକ୍ଷ୍ମୀ- Vastu Tips

ବନ୍ଧୁଗଣ, ମାତରାଣୀ ଆପଣ ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରନ୍ତୁ । ବନ୍ଧୁଗଣ ଯଦି ଆପଣ ନିଜ ଗୃହର ପ୍ରବେଶ ଦ୍ଵାରରେ ଏହି ୫ ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ରଖିଥାନ୍ତି, ତେବେ ସେହି ଘରେ କେବେ ମଧ୍ୟ ସୁଖ-ସମୃଦ୍ଧି ର ହୋଇନଥାଏ । ଧନ ର ଆଗମନ ମଧ୍ୟ କେବେ ହୋଇନଥାଏ ମାତା ଲକ୍ଷ୍ମୀ ସେହି ଗୃହରେ କେବେ ମଧ୍ୟ ପ୍ରବେଶ କରିନଥାନ୍ତି । ଏହା ସହିତ ସେହି ଘରର ସଦସ୍ୟ ସର୍ବଦା ଚିନ୍ତିତ ତଥା ଦୁଖୀ ରହିଥାନ୍ତି । ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିବା ସେହି ୫ ଟି ଜିନିଷ ଗୁଡିକ କଣ ଅଟେ ?

୧- ବନ୍ଧୁଗଣ ଆପଣଙ୍କୁ ନିଜ ଗୃହର ପ୍ରବେଶ ଦ୍ଵାର କୁ ସର୍ବଦା ସଫାସୁତରା ରଖିବା ଆବଶ୍ୟକ । ପ୍ରବେଶ ଦ୍ଵାର କୁ ଏଭଳି ରଖିବା ଆବଶ୍ୟକ ଯାହାଦ୍ୱାରା ଆପଣଙ୍କ ଘରେ ସୁଖ-ସମୃଦ୍ଧି ର ବୃଦ୍ଧି ହେବ । ବନ୍ଧୁଗଣ ପ୍ରବେଶ ଦ୍ଵାର ନିକଟରେ କୌଣସି ପ୍ରକାରର ଅବରୋଧ ମଧ୍ୟ କରିବା ଉଚିତ ନୁହେଁ ଅର୍ଥାତ କୌଣସି ପ୍ରକାରର ବୃକ୍ଷ ରୋପଣ କରିବା ଅନାବଶ୍ୟକ ତଥା ଅନୁଚିତ ଅଟେ ।

ଏହା ସହିତ ଯଦି ଆପଣ ହୋତା ଚପଲ ଘରର ପ୍ରବେଶ ଦ୍ଵାର ନିକଟରେ ରଖିଛନ୍ତି ତେବେ ତାହା ମଧ୍ୟ ଅନୁଚିତ ଅଟେ । ବନ୍ଧୁଗଣ ଗୃହର ପ୍ରବେଶ ଦ୍ଵାର ନିକଟରେ ରଙ୍ଗୋଲି ବନାଇବା ଆବଶ୍ୟକ । ରଙ୍ଗୋଲି ବନାଇ ସେଠାରେ ଦୀପ ପ୍ରଜ୍ୱୋଳନ କରନ୍ତୁ । ଏହାପରେ ଆପଣ ଗଙ୍ଗା ଜଳ ଛିଞ୍ଚି ଗୃହର ପ୍ରବେଶ ଦ୍ଵାର ତଥା ନିଜ ବାସଗୃହକୁ ଶୁଦ୍ଧ କରନ୍ତୁ, ଏହିସବୁ କରିବା ଦ୍ଵାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହିତ ଆପଣଙ୍କ ଉପରେ କୃପା ର ଦ୍ରୁଷ୍ଟି ବଜାୟ ରଖିଥାନ୍ତି ।

୨- ବନ୍ଧୁଗଣ ପ୍ରବେଶ ଦ୍ଵାର କୁ କେବେମଧ୍ୟ ଅନ୍ଧାର ରଖିବା କଥା ନୁହେଁ । ଯଦି ଆପଣଙ୍କ ଗୃହର ପ୍ରବେଶ ଦ୍ଵାରା ନିକଟରେ ଅନ୍ଧାର ରହିଅଛି ତେବେ, ସେଠାରେ ଗୋଟିଏ ବଲବ ନିଶ୍ଚିତ ଲଗାନ୍ତୁ । କାରଣ ଯେଉଁଠାରେ ଅନ୍ଧାର ହୋଇଥାଏ ସେଠାରେ ଦୁଷ୍ଟ ଶକ୍ତି ର ଆଗମନ ହୋଇଥାଏ ।

୩- ବନ୍ଧୁଗଣ ଗୃହର ପ୍ରବେଶ ଦ୍ଵାରରେ ମାତା ଲକ୍ଷ୍ମୀ ତଥା ଶ୍ରୀ ଗଣେଶଙ୍କ ଫଟୋଚିତ୍ର ଲଗାଇ ଥାନ୍ତି । ଦେବା ଦେବୀଙ୍କ ଫୋଟୋଚିତ୍ର ଲଗାଇବା ଉଚିତ ମାତ୍ର ତାହାକୁ ସଠିକ ଭାବରେ ନ ଲଗାଇଲେ ତାହା ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ । ଯଦି ଆପଣ ଶ୍ରୀ ଗଣେଶ ତଥା ମାତା ଲକ୍ଷ୍ମୀ ଙ୍କ ଫୋଟୋଚିତ୍ର ଲଗାଉଛନ୍ତି ତେବେ ଉଭୟ ଫୋଟୋକୁ ଆପଣ ଗୃହ ର ଭିତର ଭାଗରେ ଲଗାନ୍ତୁ । କାରଣ ସର୍ବଦା ଆମ୍ଭେ ଚାହିଁଥାଉ ଯେ , ଦେବାଦେବୀ ଆମ୍ଭ ଗୃହରେ ରହିଥାନ୍ତୁ ।

୪- ବନ୍ଧୁଗଣ ଘରର ପ୍ରବେଶ ଦ୍ଵାରା ନିକଟରେ କୌଣସି କଣ୍ଟା ଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ । ଏହାଦ୍ବାରା ଗୃହରେ ନାକରତ୍ମକ ଊର୍ଜା ର ଆଗମନ ହୋଇଥାଏ । ମାତ୍ର କୌଣସି ପ୍ରକାର ବାସ୍ତୁ ଦୋଷ କୁ ବାହାର କରିବା ପାଇଁ ଗୃହର ମୁଖ୍ୟ ଦ୍ଵାର ନିକଟରେ ତୁଲସୀ ଗଛ ନିଶ୍ଚିତ ଲଗାନ୍ତୁ ।

୫- ବନ୍ଧୁଗଣ ପ୍ରବେଶ ଦ୍ଵାର ର କବାଟ ସର୍ବଦା ହାଲ୍କା ରଙ୍ଗର ହେବା ନିହାତି ଆବଶ୍ୟକ । କଳା ରଙ୍ଗର ପ୍ରବେଶ ଦ୍ଵାରା ଆଦୌ ହେବା ଉଚିତ ନୁହେଁ । ଏହାସହିତ ଆପଣ ଧ୍ୟାନ ରଖନ୍ତୁ ଯେ, କବାଟ ଖୋଲିବା ସମୟରେ ସେଥିରୁ କୌଣସି ପ୍ରକାର ଶବ୍ଦ ଯେପରି ନ ବାହାରୁ, ଏହା ଅମଙ୍ଗଳ ହୋଇଥାଏ । ବନ୍ଧୁଗଣ ଏହି କେତେକ ନିୟମ ର ପାଳନ କରନ୍ତୁ ମଙ୍ଗଳ ହେବ । ଏହାକୁ ପାଳନ ନ କଲେ ମାତା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟିରୁ ଆପଣ ବଞ୍ଚିତ ହୋଇ ରହିବେ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ଟି ଯଦି ଆପଣଙ୍କୁ ଭଲ ଲାଗିଲା ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜାଣନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।