ଜଣେ ମାମୁଲି ରିକ୍ସା ଚାଳକ ହାଇଦର କେମିତି ହେଲା ଗ୍ୟାଙ୍ଗଷ୍ଟାର, କୌଣସି ଫିଲ୍ମ ରୁ କମ ନୁହେଁ ଦୁର୍ଦ୍ଦାନ୍ତ ହାଇଦର୍‌ର କାହାଣୀ !

ବନ୍ଧୁଗଣ, ଓଡିଶାର ଦାଉଦ ହାଇଦର କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା । ଆପଣ ମାନେ କଣ ଜାଣନ୍ତି କି କିଏ ଏହି ହାଇଦର, କେମିତି ବନିଗଲା ଗ୍ୟାଙ୍ଗଷ୍ଟାର ? ଦର୍ଶକବନ୍ଧୁ କିଏ ପରିସ୍ଥିତିରେ ଅ-ପ-ରା-ଧୀ ବନିଯାଇଥାଏ ତ ଆଉ କିଏ ଅ-ପ-ରା-ଧ କୁ ନିଜ ପେଶା ବନାଇଦେଇଥାଏ । ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହାଇଦର ଜଣକ ସାଧାରଣ ରିକ୍ସା ବାଲା ରୁ କେମିତି ବନିଗଲା ଜଣେ ଗ୍ୟାଙ୍ଗଷ୍ଟାର । ଜଣେ ଶଳଚାଳଖ ରୁ କେମିତି ବନିଗଲା ଗ୍ୟାଙ୍ଗଷ୍ଟାର ?

ଦର୍ଶକବନ୍ଧୁ କଟକ ବଡ ମେଡିକାଲ ରୁ ଫେରାର ହେବାପରେ ପୁଣିଥରେ ଚର୍ଚ୍ଚା ହୋଇଅଛି ହାଇଦର କୁ ନେଇ, ସେ କେନ୍ଦ୍ରପଡା ସହିତ ଆଖାପାଖି ୫ ଟି ଅଞ୍ଚଳରେ ନିଜର ଆଧିପତ୍ଵ ବିସ୍ତାର କରିଥିଲା । ବନ୍ଧୁଗଣ ଦିନ ଥିଲା ରିକ୍ସା ଚଳାଇ ନିଜ ପରିବାରର ପେଟ ପୋଷୁଥିଲା ହାଇଦର ।

ସେ ସବୁଦିନ ରିକ୍ସା ରେ ଶ-ବ ବ୍ୟବଛେଦ ପାଇଁ କେନ୍ଦ୍ରାପଡା ରୁ କଟକ ଆସୁଥିଲା । ଏହା ପରେ ସେ ଟ୍ରେକର ଏବଂ ଟ୍ରକ ଚଳାଇ ରୋଜଗାର କଲା । ହାଇଦର ୧୯୮୦ ମସିହାରେ ଅ-ପ-ରା-ଧ ଦୁନିଆରେ ପାଦଦେଇ ୧୯୯୧ ମସିହା ବେଳକୁ ଗ୍ୟାଙ୍ଗଷ୍ଟାର ବନିଯାଇଥିଲା । ସେହି ସମୟରେ “ରବୀନ ବେହେରା” ନାମକ ଜଣେ ଗ୍ୟାଙ୍ଗଷ୍ଟାର ସହିତ “ଟିଟୋ” ଏବଂ “ସୋଲେମାନ” ମିଶି ନୂତନ ଗ୍ୟାଙ୍ଗ ଗଢିଥିଲେ ।

ଏହାପରେ “ବୁଲା ସେଠୀ” ନାମକ ଆଉ ଜଣେ ଅ-ପ-ରା-ଧୀ “ସୋଲେମାନ” ସହିତ ମିଶି “ରବୀନ” କୁ ନିଜ ରାସ୍ତାରୁ ହଟାଇ ଦେଲେ । ସେତେବେଳେ “ଟିଟୋ”, “ସୋଲେମାନ”, “ବୁଲା” ସେଠୀଙ୍କ ଗ୍ୟାଙ୍ଗ ଖୁବ ପ୍ରଭାବଶାଳି ହେବାକୁ ଲାଗିଲେ । ସେମାନେ ସାରା ରାଜ୍ୟରେ ଆତଙ୍କ ଖେଳାଇ ଥିଲେ । ଏହାପରେ ୧୯୯୧ ରେ ରବୀନ ର ପ୍ର-ତି-ଶୋ-ଧ-ରେ “ବଣୁଆ” ଏବଂ “ବାବୁ” ହାଇଦର ଗ୍ୟାଙ୍ଗ ରେ ସାମିଲ ହୋଇଯାଇଥିଲେ । ଏହାପରେ ଘଟାଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଅ-ପ-ରା-ଧ ।

ଅ-ପ-ରା-ଧ କରିବା ଯେମିତି ଏମାନଙ୍କ ବାମ ହାତର ଖେଳଥିଲା । କିଛି ବର୍ଷପରେ “ହାଇଦର”, “ଟିଟୋ” ଏବଂ “ସୋଲେମାନ” ମିଳିମିଶି ଅ-ପ-ରା-ଧ ଘଟାଇ ଚାଲିଥିଲେ । ମାତ୍ର କିଛି ବର୍ଷ ପରେ ପୁଣି ସେମାନଙ୍କ ମଧ୍ୟରେ ଫାଟ ହୋଇଥିଲା । ୧୯୯୭ ମସିହାରେ DSP “ଜୟଦୀପ ଷଢଙ୍ଗୀ” କେନ୍ଦ୍ରପଡା ରେ ହାଇଦର କୁ ଏଂ-କା-ଉ-ଣ୍ଟ-ର କରିଥିଲେ । ମାତ୍ର ସେ ବର୍ତ୍ତି ଯାଇଥିଲା । ସେହିଭଳି ଟିଟୋ ଗ୍ୟାଙ୍ଗ ମଧ୍ୟ ହାଇଦର ଉପରେ ୨ ଥର ଆ-କ୍ର-ମ-ଣ କରିଥିଲା । କିନ୍ତୁ ସବୁ ଆ-କ୍ର-ମ-ଣ ରୁ ଅଳ୍ପକେ ବର୍ତ୍ତିଯାଇଥିଲା ହାଇଦର ।

ଗ୍ୟାଙ୍ଗଷ୍ଟାର ହାଇଦର ଉପରେ କେନ୍ଦ୍ରାପଡା ଟାଉନ ଥାନାରେ ସାତ ସାତଟି ମାମଲା ଥିଲା ବେଳେ, ପୁରୀ ସମୁଦ୍ରକୂଳ ଥାନା, ଭୁବନେଶ୍ବର, ତଥା ରାଜ୍ୟର ଅନେକ କେତେକ ଥାନାରେ ବିଭିନ୍ନ ସଙ୍ଗୀନ ମାମଲା ରହିଅଛି । ଦା-ଦା-ବ-ଟି, ଟେଣ୍ଡର ଫିକସିଙ୍ଗ ଭଳି ଅତ୍ୟଧିକ ସଙ୍ଗୀନ ଦଫାରେ ହାଇଦର ବିରୁଦ୍ଧରେ ବହୁ ମାମଲା ରହିଅଛି ।

ମାତ୍ର ୨୦୦୫, ମଇ ୩୧ ତାରିଖରେ ଭୁବନେଶ୍ବର ସ୍ବାର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟାର ସେକ ସୁଲେମାନ ର ଭାଇ ସେକ ଚୁନା ଓରଫ ମାଲ୍ଲୀକ ହନୁନ କୁ ନିଜ ରାସ୍ତାରୁ ହଟାଇବା ଅ-ଭି-ଯୋ-ଗ-ରେ ହାଇଦର ସମେତ ଅନ୍ୟ ୭ ଜଣଙ୍କ ଦୋ-ଷୀ ସାବ୍ୟସ୍ଥ ହୋଇଥିଲେ । କୋର୍ଟ ସେମାନଙ୍କୁ ୨୦୧୧ ରେ ଆ-ଜୀ-ବ-ନ କା-ରା-ଦ-ଣ୍ଡ ରେ ଦ-ଣ୍ଡି-ତ କରିଥିଲେ ।

୨୦୧୪ ରେ ହାଇଦର ପାରଲ ରେ ଆସିଥିଲା । ପରବର୍ତୀ ସମୟରେ ଖଣିମାଲିକ “ରଶ୍ମି ରଞ୍ଜନ” ଅ-ପ-ହ-ର-ଣ ମାମଲାରେ ହାଇଦର ସମପୃକ୍ତି ସାମ୍ନାକୁ ଆସିଥିଲା ଏବଂ ପୋଲିସ ତାକୁ ଗି-ର-ଫ୍ କରି କୋର୍ଟ ଚାଲାଣ କରିଥିଲା । ୨୦୧୫ ରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ- ୨ ମାମଲାରେ ହାଇଡରକୁ ଆଜୀବନ କା-ରା- ଦା-ଣ୍ଡ-ରେ ଦ-ଣ୍ଡି-ତ କରାଗଲା । ଏହାପରେ ସେ ଝାରପଡା ଜେ-ଲ ରେ ସଜା କାଟୁଥିଲା ମାତ୍ର ସେଠାରେ ଧଳସାମନ୍ତ ସାଙ୍ଗେ ହେଲା ଶତ୍ରୁତା ଏଣୁ ବାଧ୍ୟ ହୋଇ ସୁରକ୍ଷା ଦ୍ରୁଷ୍ଟି ରୁ ହାଇଦର କୁ ୨୦୧୭ ମଇ ୨ ତାରିଖରେ ଝାରପଡା ରୁ ସମ୍ବଲପୁର ଜେଲ କୁ ପଠାଇ ଦିଆ ଯାଇଥିଲା । ଜେଲରେ ରହି ମଧ୍ୟ ସେ ଅ-ପ-ରା-ଧ ସାମ୍ରାଜ୍ୟ ଚଳାଉଥିଲା ବୋଲି ହାଇଦର ବିରୁଦ୍ଧରେ ଅ-ଭି-ଯୋ-ଗ ହୋଇଛି ।

ବୟସ ବଢିବା ସହିତ ତାହାର ପ୍ରଭାବ ସହିତ ଆତଙ୍କ ମଧ୍ୟ କମିଥିଲା । ବନ୍ଧୁଗଣ ଏହା ଏକ ଗ୍ୟାଙ୍ଗଷ୍ଟାର ର ଫିଲ୍ମି ଷ୍ଟୋରି ଠାରୁ କମ ନୁହେଁ । ଦର୍ଶକବନ୍ଧୁ ହାଇଦର କୁ ନେଇ ଆପଣଙ୍କ ଚିନ୍ତାଧାରା କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।