ନବରାତ୍ରିରେ ଘରକୁ ନିଶ୍ଚୟ ଆଣନ୍ତୁ ଏହି 3 ଟି ଜିନିଷ, ବନିଯିବେ କୋଟିପତି- Vastu Tips

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ନବରାତ୍ରି ଆରମ୍ଭ ହୋଇ ଯାଇଛି । ଏମିତିରେ ଭକ୍ତମାନେ ୯ ଦିନ ମାତା ରାନୀଙ୍କର ବିଭିନ୍ନ ସ୍ଵରୂପକୁ ସମସ୍ତ ବିଧି ବିଧାନ ସହ ପୂଜା ଆରାଧନା କରିବେ । ଯାହା ଦ୍ଵାରା ମାତା ରାନୀ ସେମାନଙ୍କର ସମସ୍ତ ମନୋକାମନା ପୁରା କରିବେ । ଏହା ସହିତ କେତେକ ଲୋକମାନେ ଏହି ନବରାତ୍ରିରେ ବିଶେଷ କିଛି ନିୟମ ମଧ୍ୟ ପାଳନ କରିଥାନ୍ତି । ଯାହା ଦ୍ଵାରା ତାଙ୍କର ଘରର ଉନ୍ନତି ହୋଇପାରିବ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ବି ମାତା ରାନୀଙ୍କ ବିଶେଷ କୃପା ପାଇବା ପାଇଁ କିଛି ସରଲ ଉପାୟ ନେଇ ଆସିଛୁ ।

ଯାହାକୁ କରିବା ଦ୍ଵାରା ଆପଣ ନିଶ୍ଚିତ ରୂପରେ ଲାଭବାନ ହେବେ । ମାତା ରାନୀଙ୍କ ବିଶେଷ କୃପା ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ ବି କିଛି ବସ୍ତୁ ବିଷୟରେ ଉଲ୍ଲେଖ କରାଯାଇଛି ।

ଯଦି ଆପଣ ଏହି ସମସ୍ତ ବସ୍ତୁକୁ ନବରାତ୍ରି ଦିନ ଗୁଡିକରେ ନିଜ ଘରକୁ ନେଇ ଆସୁଛନ୍ତି ତେବେ ଆପଣଙ୍କର ଘରର ଦରିଦ୍ରତା ନବରାତ୍ରି ସମୟରେ ହିଁ ସମାପ୍ତ ହୋଇଯିବ । ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଆପଣ ୧୬ ସିଙ୍ଗାରର ଜିନିଷ ନବରାତ୍ରି ଚାଲିଥିବା ସମୟରେ ନିଜ ଘରକୁ ଆଣନ୍ତୁ । ଏହା ବହୁତ ଶୁଭଦାୟକ ହୋଇଥାଏ । ଏହା ପରେ ଏହାକୁ ଘରେ ବିରାଜିତ ମାତା ରାନୀଙ୍କ ପାଖରେ ସ୍ଥାପିତ କରି ଦିଅନ୍ତୁ । ଏହା ଦ୍ଵାରା ମାତା ରାନୀ ପ୍ରସନ୍ନ ହୋଇଥାନ୍ତି ।

ଏହା ସହିତ ନବରାତ୍ରିରେ ଆପଣଙ୍କ ଘରକୁ ମାଲାମାଲ କରିଦେବ । ଏହା ପରେ ଦ୍ଵିତୀୟ ଜିନିଷଟି ହେଉଛି ମୟୂର ପର । ଆପଣ ନବରାତ୍ରିରେ ମୟୂର ପର ନିଜ ଘରକୁ ଅବଶ୍ୟ ଆଣନ୍ତୁ । ଏହାକୁ ଘରେ ଥିବା ପୂଜା ସ୍ଥାନରେ ରଖନ୍ତୁ ତେବେ ସମସ୍ତ ବାଧା ବିଘ୍ନ ସବୁ ଦୂରେଇ ଯିବ । ଏହା ସହିତ ଧନର ଅଭାବ ବି ରହିବ ନାହିଁ । ଏହା ପରେ ତୃତୀୟ ଜିନିଷଟି ହେଉଛି ଆପଣ ପଦ୍ମ ଫୁଲ ଉପରେ ବସି ଥିବା ମାତା ଲକ୍ଷ୍ମୀଙ୍କର ଫଟୋକୁ ବି ନବରାତ୍ରି ଚାଲିଥିବା ସମୟରେ ଘରକୁ ନେଇ ଆସନ୍ତୁ ।

ଚୈତ୍ର ନବରାତ୍ରିରେ ପଦ୍ମ ଫୁଲରେ ବିରାଜିତ ମାତା ଲକ୍ଷ୍ମୀଙ୍କର ଫଟୋ ନେଇ ଆସୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଯଦି ଏହି ଫଟୋରେ ମାତା ଲକ୍ଷ୍ମୀଙ୍କ ହାତରୁ ଧନ ବର୍ଷା ହେଉଛି ତେବେ ଏହି ଫଟୋ ଆହୁରି ବି ଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ନବରାତ୍ରିରେ ଏହି ତିନୋଟି ଜିନିଷ ନିଶ୍ଚିତ ରୂପରେ ନିଜ ଘରକୁ ନେଇ ଆସନ୍ତୁ ।

ଯାହା ଦ୍ଵାରା ଆପଣଙ୍କ ଘରେ ଧନ ସମ୍ପତ୍ତି ବଢିବ । ଆପଣଙ୍କ ଘରେ ବିବାଦ ପୂର୍ଣ ସ୍ଥିତି ଥିଲେ ବି ଏହା ଦୂରେଇ ଯିବ । ଏହା ସହିତ ଆପଣ ଉନ୍ନତି ପଥରେ ଆଗକୁ ବଧିବେ । ଏହା ସହିତ ମାତା ରାନୀ ଆପଣଙ୍କ ଘରେ ସବୁବେଳେ ପ୍ରସନ୍ନ ରହିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।