2021 ରେ ବିବାହ କରିବାକୁ ଯାଉଛନ୍ତି Bollywood ର ଏହି 5 ଯୋଡି

ବଲିଉଡ ଜଗତରେ ବହୁତ ସଫଳ ଅଭିନେତା ଅଭିନେତ୍ରୀ ଅଛନ୍ତି । କିଛି ସେଲିବ୍ରିଟି ପ୍ରେମ କରି ବିବାହ କରିଛନ୍ତି । ଯେମିତି ବଲିଉଡ ସିଙ୍ଗର ନେହା କକର ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । କିନ୍ତୁ କିଛି ଅଛନ୍ତି ଯିଏ ବିବାହ କରି ନାହାନ୍ତି । ତେବେ ଏହି ଖବର ସାମ୍ନାକୁ ଆସିଛି କି ବଲିଉଡ ର କିଛି ଆକ୍ଟାର ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ଏହି ଆକ୍ଟର ମାନେ ୨୦୨୧ ରେ ବିବାହ କରିବାକୁ ଯାଉଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଆକ୍ଟର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ବରୁଣ ଧବନ ଏବଂ ନତାଶା ଦଲାଲ:- ଦୁହେଁ ଦୁହିଁଙ୍କୁ ସ୍କୁଲ ସମୟରୁ ଜାଣିଛନ୍ତି । ଆଗରୁ ଦୁହିଁଙ୍କ ଭିତରେ କେବଳ ବନ୍ଧୁତା ଥିଲା କିନ୍ତୁ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳି ଯାଇଥିଲା । ଦୁହେଁ ନିଜର ସମ୍ପର୍କ ବିଷୟରେ କହିନଥିଲେ କିନ୍ତୁ ଏବେ ସେ ଏହାକୁ ପବ୍ଲିକ କରିଛନ୍ତି । ତେବେ ବରୁଣ କହିଛନ୍ତି ସେ ଖୁବ ଶୀଘ୍ର ନତାଶା ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଶୁଣିବାକୁ ମିଳିଛି କି ଦୁହେଁ ୨୦୨୧ ରେ ବିବାହ କରିବାକୁ ଯାଉଛନ୍ତି ।

ଆଲିଆ ଭଟ ଏବଂ ରଣବୀର କପୁର:- ଖବର ମିଳିଛି କି ଋଷି କପୁର ରଣବୀର କପୁର ଙ୍କ ବିବାହ ଖୁବ ଶୀଘ୍ର କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ଏହି ଆଶା ପୁରଣ ହୋଇପାରିନଥିଲା । ତେବେ ଏବେ ଖବର ଆସିଛି କି ଆଲିଆ ଏବଂ ରଣବିର ବହୁତ ଜଲ୍ଦୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହେଁ ୨୦୨୧ ରେ ବିବାହ କରିବେ ବୋଲି ନିଷ୍ପତି ମଧ୍ୟ ନେଇଛନ୍ତି ବୋଲି ଖବର ମିଳିଛି ।

ସୁସ୍ମିତା ସେନ ଏବଂ ରୋହମନ ଶଲ:- ସୁସ୍ମିତା ନିଜର ରେଲାସନ ବିଷୟରେ ସମସ୍ତଙ୍କ ଆଗରେ କହୁସାରିଛନ୍ତି । ସେ ନିଜର ସୋସିଆଲ ମିଡିଆରେ କହିଛନ୍ତି କି ସେମାନେ ୨୦୨୧ ରେ ବିବାହ କରିବାକୁ ଯାଉଛନ୍ତି । ଏବଂ ଦୁହେଁ ବହୁତ ଖୁସି ଅଛନ୍ତି କାରଣ ଦୁହେଁ ଦୁହିଁଙ୍କୁ ପାଇ ବହୁତ ଧନ୍ୟ ମାନେ କରୁଛନ୍ତି ।

ଅର୍ଜୁନ କପୁର ଏବଂ ମଲାଇକା ଅରୋରା:- ବଲିଉଡ ର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ଅର୍ଜୁନ କପୁର ଏବଂ ମଲାଇକ ଅରୋରା ଙ୍କର ଅଟେ । ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ । କିନ୍ତୁ ଏବେ ଏହା ସାମ୍ନାକୁ ଆସିଛି କି ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୁହେଁ ଲିଭ ଇନ ରେ ଏବେ ରହୁଛନ୍ତି ।

ଫରହାନ ଅକ୍ତାର ଏବଂ ଶିବାନୀ ଧଣ୍ଡେକର:- ନିଜ ପ୍ରଥମ ସ୍ତ୍ରୀ କୁ ଦିଭୋର୍ସ ଦେବା ସମୟରେ ଫରହାନ ବହୁତ ଚର୍ଚ୍ଚାରେ ରହିଥିଲେ । ଏବେ ଶିବାନୀ ଏବଂ ଫରହାନ ବିବାହ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । ସେ ୨୦୨୧ ଆରମ୍ଭରେ ବିବାହ କରିବେ ବୋଲି କହିଛନ୍ତି ।

ତେବେ ଆପଣଙ୍କୁ କେଉଁ ଯୋଡ଼ି ପସନ୍ଦ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।