ଲୁଣକୁ ଘରର ଏହି ଜାଗାରେ ରଖିବା ଦ୍ଵାରା ହୋଇଥାଏ ଧନବର୍ଷା, ସବୁଦିନ ପାଇଁ ଦୂର ହୋଇଯାଏ ଦରିଦ୍ରତା- Vastu Tips

ମନୁଷ୍ୟ ଜୀବନର ସବୁ କଥାରେ ସନ୍ତୁଳନ ରହିବା ଆବସ୍ୟକ ହୋଇଥାଏ । ଲୁଣ ପାଖରୁ ଆମକୁ ସନ୍ତୁଳନ ଶିକ୍ଷା କରିବା ଉଚିତ । ଯେମିତିକି ଆମ ଖାଦ୍ୟରେ ଲୁଣର କଣ ମହତ୍ଵ ଥାଏ ଏହା ଆମ ସମସ୍ତଙ୍କୁ ଭଲ ଭାବରେ ଜଣାଥାଏ । ଖାଦ୍ୟରେ ଠିକ ମାତ୍ରାରେ ଲୁଣ ପକାଇବା ଦ୍ଵାରା ଖାଦ୍ୟ ସ୍ଵାଦ ବୃଦ୍ଧି ହୋଇଥାଏ । ଯଦି ଏହାର ମାତ୍ର ଅକଧିକ କିମ୍ବା କମ ରହିଥାଏ ତେବେ ଖାଦ୍ୟ ଖରାପ ହୋଇଥାଏ ।

ଏହା ସହ ସ୍ୱାସ୍ଥ୍ୟ ଦୃଷ୍ଟିରେ ବି ହାନିକାରକ ହୋଇଥାଏ । ଏହି ଭଳି ଆମ ଜୀବନରେ କୌଣସି ମହତ୍ବପୂର୍ଣ ବସ୍ତୁର ଅଧିକତା କିମ୍ବା କମ ଆମକୁ କୌଣସି ସୁଖ ଦେଇନଥାଏ । ଆମ ଜୀବନରେ ଲୁଣର ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

ସେହି ପରି ଜ୍ୟୋତିଶ ଶାସ୍ତ୍ରରେ ଲୁଣର ସାଧାରଣ ବ୍ୟବହାର କୁହାଯାଇଛି । ଲୁଣ ଆମ ଜୀବନରେ ସକରାତ୍ମକତା ବୃଦ୍ଧି କରିଥାଏ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଲୁଣର ପ୍ରୟୋଗ ଦ୍ଵାରା ଆମ ଜୀବନକୁ ସରସ ଓ  ସୁନ୍ଦର କରିପାରିବା । ଏହି ଲୁଣର ପ୍ରୟୋଗ ଦ୍ଵାରା ବ୍ୟକ୍ତି ଗରିବାରୁ ମାଲାମାଲ ହୋଇଯାଇପାରେ । ତେବେ ଆସନ୍ତୁ ଆଜି ଜାଣିବା ଲୁଣର ଏହି ପ୍ରୟୋଗ ବିଷୟରେ ଯାହା ଦ୍ଵାରକି ବ୍ୟକ୍ତି ଗରିବାରୁ ଧନୀ ଓ ଜୀବନର ସବୁ କ୍ଲେଶ ଦୂର କରିପାରିବ ।

୧ – ଲୁଣ ସକରାତ୍ମକର ଭଣ୍ଡାର ହୋଇଥାଏ ଆଖ ପାଖରେ ବାତାବରଣରେ ଥିବା ନକରାତ୍ମକ ପ୍ରଭାକୁ ଟାଣି ନେଇଥାଏ । ଏବଂ ନିଜ ଭିତରେ ସକରାମକ ପ୍ରଭାବକୁ ବାତାବରଣରେ ସଂଚାର କରିଥାଏ । ଏଥିପାଇଁ ଘରର ଚାରି କୋଣରେ ଗୋଟିଏ ପାତ୍ରରେ ଲୁଣ ଭାରି ରଖିବା ଉଚିତ । ଘରେ ପୋଛା ମାରିବା ବେଳେ ପୋଛା ପାଣିରେ କିଛି ଲୁଣ ମିଶାଇ ପୋଛା ଲଗାଇଉବା ଉଚିତ । ଏହା ଦ୍ଵାରା ଘରେ ହେଉଥିବା ବାରମ୍ବାର ହେଉଥିବା କଳି ଝଗଡାକୁ ସୀମିତ କରିଥାଏ ।

୨ – ଆମ ଘରେ ଯଦି ସ୍ନାନ ଘରେ କୌଣସି ପ୍ରକାର ବାସ୍ତୁ ଦୋଷଥାଏ ତେବେ ଏହାର ନକରାତ୍ମକ ପ୍ରଭାବ ପୁରା ପରିବାର ଉପରେ ପଡିଥାଏ । ଯାହାଫଳରେ ଘା ପରିବାର ସବୁ ସଦସ୍ୟ ଜଣଙ୍କ ପରେ ଜଣେ ରୋଗଗ୍ରସ୍ତ ହୋଇଥାଏ । ଏହା ସହ ଘରର ଆରଥି ପରିସ୍ଥିତି ଖରାପ ହୋଇଥାଏ । ଏଥିମପାଇନ ସ୍ନାନ ଘରେ ଗୋଟିଏ କାଚ ପାତ୍ରରେ ଲୁଣ ଭାରି ରଖନ୍ତୁ ଓ ଏହାକୁ ସବୁ ସପ୍ତାହରେ ବଦଳି ଦିଅନ୍ତୁ । ଏହା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇ ଆମର ଆଥିକ ସ୍ଥିତି ବୃଦ୍ଧି ହୋଇଥାଏ ।

୩ – ଘରର ମୁଖ୍ୟଦ୍ଵାର ଘର ସମ୍ବେଦନଶୀଳ ସ୍ଥାନ ହୋଇଥାଏ । ଏହି ଜାଗାରୁ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କାରଥାଏ । ଏଥିପାଇଁ ଘର ମୁଖ୍ୟ ଦ୍ଵାରରେ ଗୋଟିଏ ଲାଲ କପଡ଼ାରେ କିଛି ଲୁଣ ବାନ୍ଧି ଝୁଲାଇ ଦିଅନ୍ତୁ । ଲୁଣର ସକାରାତ୍ମକ ପ୍ରଭାବ ଦ୍ଵାରା ଘରର ସବୁ ସମସ୍ୟା ଦୂର ହୋଇଯାଏ ।

୪ – ଆପଣମାନେ ସବୁବେଳେ ଦେଖିଥିବେ କି ଘରର ବୟଜେଷ୍ଠ ମହିଳା ମାନେ ନଜର ଝାଡୁଥିବାର ଦେହିଥିବେ । ସେମାନେ ଲୁଣର ପ୍ରୟୋଗ କରିଥାନ୍ତି । କାହିଁକି ନା ଲୁଣ ଦୃଷ୍ଟି ଦୋଷ ଦୂର କରିଥାଏ । ଏବଂ  ଶରୀରରୁ ସବୁ ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ପିଲାଙ୍କୁ ବାରମ୍ବାର ନଜର ଲାଗିଲେ ସେମାନଙ୍କୁ ସ୍ନାନ ପାଣିରେ ଲୁଣ ମିଶାଇ ଗାଧୋଦେଇ ଦେବା ଉଚିତ ।

୫ – ଲୁଣକୁ ରାହୁ ଓ କେତୁର ଦୁପ୍ରଭାବକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ । ରାତିରେ ଶୋଇଲା ପୂର୍ବରୁ ଉଷୁମ ପାଣିରେ ଲୁଣ ମିଶାଇ ସେହି ପାଣିରେ ହାତ ମୂହଁ ଧୋଇ ଶୋଇବା ଉଚିତ ଏହାଦ୍ଵାରା ରାତିରେ ସକ୍ରିୟ ଥିବା ଖରାପ ଶକ୍ତି ମନୁଷ୍ୟଠାରୁ ଦୂରରେ ରହିଥାଏ । ଏହାଛଡା ମନୁଷ୍ୟକୁ ସ୍ଵପ୍ନ ଦୋଷରୁ ମୁକ୍ତି ମିଳିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।