ସିରିଏଲ ରେ ଏକା ସହିତ କାମ କରୁ କରୁ TV ଇଣ୍ଡଷ୍ଟ୍ରି ର ଏହି 5 ଟି ଯୋଡିକୁ ରିଅଲ ଲାଇଫ ରେ ହେଇଗଲା ପ୍ରେମ, ୫ ନମ୍ବର ଯୋଡି ସମସ୍ତଙ୍କ ଫେବ୍ରେଟ

ଟିଭି ଜଗତରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ବହୁ ମାତ୍ରାରେ ଆଗେଇ ଚାଲିଛି । ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟରେ ଲୋକପ୍ରିୟ ହୋଇପାରିଛନ୍ତି । ସିରିଏଲର କିଛି ଯୋଡି ମାନଙ୍କୁ ଦର୍ଶକ ମାନଙ୍କର ଭରପୁର ଭଲ ପାଇବା ତାଙ୍କର ସୁନ୍ଦର ଅଭିନୟ ପାଇଁ ମିଳିପାରୁଛି । ଯାହା ପାଇଁ ସେହି କଳାକାର ମାନେ ବଲିଉଡ ଠାରୁ ମନଧ୍ୟା ଖୁବ ଚର୍ଚ୍ଚାରେ ରହିଛନ୍ତି ।

କିଛି ଯୋଡିମାନଙ୍କର ସୁ-ଟି-ଙ୍ଗ ସେଟରେ ଭଲ ସମ୍ପର୍କ ରହିବା ସହ ବାସ୍ତବ ଜୀବନରେ ମଧ୍ୟ ଖୁବ ସୁନ୍ଦର ସମ୍ପର୍କ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଯୋଡି ମାନଙ୍କ ବିଷୟରେ କହିବୁ ଯିଏ ରିୟଲ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

୧- “ଗୁମ ହେ କିସି କେ ପ୍ୟାର ମେ” ସିରିଏଲରେ ଅଭିନୟ କରୁଥିବା ଅଭିନେତା ନୀଲ ଭଟ୍ଟ ଓ ଅଭିନେତ୍ରୀ ଐଶ୍ଵରୀୟା ଶର୍ମାଙ୍କ ଭେଟ ପ୍ରଥମ ଥର ପାଇଁ ଏହି ସୁ-ଟିଂ ସେଟରେ ଦେଖା ହୋଇଥିଲା । ଏହି ସମୟରେ ଦୁହିଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ସେମାନେ ଜାନୁଆରୀ ୨୦୨୧ ରେ ନିର୍ବନ୍ଧ କରିଥିଲେ ।

୨-  କଲରସ ଚ୍ୟାନେଲରେ ପ୍ରସାରିତ ହେଉଥିବା “ସସୁରାଲ ସୀମର କା” ସିରିଏଲରେ ଅଭିନେତା ପ୍ରେମ ଓ ଅଭିନେତ୍ରୀ ଭାବେ ସିମର ନିଜ ଚରିତ୍ରରେ ଖୁବ ଭଲ ପ୍ରଦର୍ଶନ କରିଥିଲେ । ଏହା ପରେ ଦୁହିଙ୍କ ଭିତରେ ପ୍ରେମ ହୋଇଥିଲା ଯାହା ଫଳରେ ସେମାନେ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇ ସବୁ ଦିନ ପାଇଁ ଏକ ହୋଇ ଯାଇଥିଲେ ।

୩- ଅଭିନେତା Pearl V Puri ଓ ଅଭିନେତ୍ରୀ ହେୱା ନୱାବ “ନାଗିନ 3″ରେ ଅଭିନେତା Pearl V Puri ନିଜର ସୁନ୍ଦର ଅଭିନୟରେ ଖୁବ ଚର୍ଚ୍ଚାରେ ରହିଥିଲେ । “ମେରି ଶାଶୁ ମା” ସିରିଏଲରେ ଦୁହେ ଅଭିନୟ କରିବା ସମୟରେ ପରସ୍ପରକୁ ଭଲ ପାଇଥିଲେ । ଏବେ ପର୍ଯ୍ୟନ୍ତ ମଧ୍ୟ ଦୁହେ ପରସ୍ପରକୁ ଡେଟ କରିବା ସହ ରିଲେସନସିପରେ ରହିଛନ୍ତି  ।

୪- “ସତରଙ୍ଗି ସସୁରାଲ” ଓ “ପୃଥୀରାଜ ଚୌହାନ” ସିରିଏଲରେ ଅଭିନୟ କରିଥିବା ରବିସ ଦେସାଇ ଓ ମୁଗ୍ଧା ଛାପେକର ନା ଖୁବ ଚର୍ଚ୍ଚାରେ ରହିଛି । “ସତରଙ୍ଗି ସସୁରାଲ” ସିରିଏଲରେ ଦୁହିଙ୍କର ଭେଟ ହୋଇଥିଲା ଓ ସେହି ସମୟରେ ପ୍ରେମ ହୋଇଥିଲା । ୨୦୧୬ ଡିସେମ୍ବର ୧୪ ରେ ବିବାହ କରିଥିଲେ । ନିଜ ବିବାହ ପୂର୍ବରୁ ସେ ତାଙ୍କର ରିଲେସନ ମିଡିଆ ଆଗରେ ପ୍ରକାଶ କରିନ ଥିଲେ ।

୫- ଷ୍ଟାର ପ୍ଲସରେ ପ୍ରସାରିତ “ୟେ ରିସ୍ତା କ୍ଯା କେହ ଲାତା ହେ” ସିରିଏଲରେ ସୁପର ହିଟ ଯୋଡି ଶିବାଙ୍ଗୀ ଜୋସି ଓ ମୋହସିଦ ଖାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏକ ଇଣ୍ଟରବିଉରେ ସେମାନେ କହିଥିଲେ ଯେ ଦୁହେ ପରସ୍ପରକୁ ଜାଣିବା ସହ ଭଲ ପାଉଛନ୍ତି । ଦୁହେ ପରସ୍ପରକୁ ଡେଟ ମଧ୍ୟ କରୁଛନ୍ତି । ସେମାନେ ଖୁବ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୬. ଏହାଛଡା  ବିବେକ ଧେୟା ଓ ଦିବ୍ୟଙ୍କା ତ୍ରିପାଠୀଙ୍କ ନାମ ମଧ୍ୟ ସାମିଲ ହୋଇଛି ଯିଏ ସିରିଏଲରେ ଅଭିନୟ କରି ବାସ୍ତବ ଜୀବନରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।  ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।