ଭାରତର ଏମିତି ୫ ଜଣ ମହାନ ଖେଳାଳି, ଯିଏ ଦିନେ ଥିଲେ ଅତ୍ୟନ୍ତ ଗରିବ, ୪ ନମ୍ବର ଙ୍କ ପାଖରେ ତ ଜୋତା କିଣିବା ପାଇଁ ବି ନଥିଲା ପଇସା

କ୍ରିକେଟ ଗୋଟେ ଏମିତି ଖେଳ ଯାହା ପୁରା ବିଶ୍ବରେ ଏକ ପ୍ରସିଦ୍ଧ ଖେଳ ଭାବେ ପରିଚିତ ଅଟେ । କ୍ରିକେଟ ଖେଳୁଥିବା ଖେଳାଳି ମାନେ ନିଜ ଜୀବନରେ ଅନେକ ସଂଘର୍ଷ କରି ଆଗକୁ ବଢିଛନ୍ତି । କ୍ରିକେଟ ଖେଳୁଥିବା ଖେଳାଳିମାନେ ନିଜ ଜୀବନକୁ ବିଳାସ ପୂର୍ଣ୍ଣ ଭାବେ ବିତାଇଥାନ୍ତି । କିନ୍ତୁ ଏମିତି କିଛି ଖେଳାଳି ଅଛନ୍ତି ଯିଏ ବର୍ତ୍ତମାନ ଜୀବନରେ ଖୁସିରେ ବିତାଉଛନ୍ତି ସିଏ ଦିନେ ତାଙ୍କ ଜୀବନରେ ଅନେକ କଷ୍ଟ କରି ସଫଳତା ପାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କ୍ରିକେଟର ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଜୀବନରେ ଅନେକ କଷ୍ଟ କରି ଆଜି ସଫଳତାର ଶୀର୍ଷ ପହଞ୍ଚି ପାରିଛନ୍ତି ।

୧- ଭାରତୀୟ କ୍ରିକେଟରର ପ୍ରମୁଖ ଖେଳାଳି ରବୀନ୍ଦ୍ର ଜାଡେଜା ଯିଏ ଆଜି ଜେଣ ଭଲ ଖେଳାଳି ଭାବେ ପରିଚିତ ଅଟନ୍ତି । ୧୯୮୮ ଗୁଜୁରାଟରେ ସେ ଗୋଟେ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଘରୋଇ ଜଗୁଆଳି ଭାବେ କାମ କରୁଥିଲେ । ତାଙ୍କ ମାନକ ମୃ-ତ୍ୟୁ ପରେ ସେ କ୍ରିକେଟ ନ ଖେଳିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ତାଙ୍କ ଭଉଣୀ ନର୍ସ କାମ କରି ତାଙ୍କୁ କ୍ରିକେଟ ଖେଳିବାକୁ ସମର୍ଥନ କରିଥିବାରୁ ଆଜି ରବୀନ୍ଦ୍ର ଜାଡେଜା ଜଣେ ଭଲ ଖେଳାଳି ଭାବେ ନିଜର ଜୀବନ ଅତିବାହିତ କରୁଛନ୍ତି ।

୨- ଭାରତୀୟ କ୍ରିକେଟରେ ସଂଘର୍ଷ କରି ନିଜର ନୂଆ ଜଗା ସୃଷ୍ଟି କରିଥିବା ଖେଳାଳିଙ୍କ ଭିତରୁ ହାର୍ଦିକ ପାଣ୍ଡେ ଓ କୁନାଲ ପାଣ୍ଡେ ଅନ୍ୟତମ ଅଟନ୍ତି । ତାଙ୍କ ବାପା ଜଣେ କାର ଫାଇନାନ୍ସ ଭାବେ କାମ କରୁଥିଲେ । ନିଜ ପିଲାମାନଙ୍କର କ୍ରିକେଟ ପ୍ରତି ଆଗ୍ରହ ଦେଖି ତାଙ୍କ ବାପା ନିଜ ଜନ୍ମ ସ୍ଥାନକୁ ଛାଡି ଅନ୍ୟ ସ୍ଥାନକୁ ଚାଲି ଯାଇଥିଲେ । ଆର୍ଥିକ ଅବସ୍ଥା ଠିକ ନ ଥିଲେ ମଧ୍ୟ ତାଙ୍କ ବାପା କଠିନ ପରିଶ୍ରମ କରି ନିଜ ପିଲାମାନଙ୍କୁ ମଣିଷ କରିଥିଲେ ଯାହାର ଫଳ ଆଜି ସେମାନେ ନିଜ ଜୀବନକୁ ଖୁସିରେ ବିତାଉଛନ୍ତି ।

୩ –  ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟର ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ ଅଟନ୍ତି । ୧୯୮୧ରେ ଝାଡଖଣ୍ଡରେ ଏକ ଗରିବ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ବାପାଙ୍କ ସ୍ଵପ୍ନକୁ ପୁରା କରିବାକୁ ଯାଇ ରେଳ ଷ୍ଟେସନରେ କାମ କରିଥିଲେ ମଧ୍ୟ କ୍ରିକେଟ ଖେଳକୁ ନିଜର ପସନ୍ଦ ବୋଲି ବାଛିଥିଲେ ।

୪- ଭାରତୀୟ କ୍ରିକେଟରର ଭଲ ବୋଲିଂ କରୁଥିବା ଖେଳାଳିଙ୍କ ମଧ୍ୟରେ ଭୁବନେଶ୍ବର ଶର୍ମା ନିଜ ଜୀବନରେ ଅନେକ କଷ୍ଟର ସାମ୍ନା କରିଛନ୍ତି । ୧୯୯୦ରେ ଉତ୍ତରପ୍ରଦେଶର ମେରଠରେ ଗୋଟେ ଗରିବ ପରିବାରରେ ଜନ୍ମ ନେଇଥିଲେ । ପିଲାଦିନେ କ୍ରିକେଟ ଖେଳିବାକୁ ତାଙ୍କ ପାଖରେ ଜୋତା ମଧ୍ୟ ନ ଥିଲା । ସେଥିପାଇଁ ସେ ତାଙ୍କର ନିସ୍ପତି ବଦଳାଇଥିଲେ ମଧ୍ୟ ତାଙ୍କ ବାପା ଓ ଭଉଣୀଙ୍କ ସମର୍ଥନରେ ସେ ଆଜି କ୍ରିକେଟ ଦୁନିଆରେ ନିଜର ନୂଆ ନା କରିପାରିଛନ୍ତି ।

୫ –  ଭାରତୀୟ କ୍ରିକେଟର ଫାଷ୍ଟ ବୋଲର ଭାବେ ଉମେଶ ଯାଦବ ଜଣେ ଭଲ ଖେଳାଳି ଅଟନ୍ତି । ୧୯୮୭ରେ ନାଗପୁର ସହରରେ ଏକ ସାଧାରଣ ପରିବାରରେ ଜନ୍ମ ନେଇଥିଲେ । ତାଙ୍କ ଘରର ଆର୍ଥିକ ଅବସ୍ଥା ଠିକ ନ ଥିଲେ ମଧ୍ୟ ସେ କଠିନ ପରିଶ୍ରମ କରି ଆଜି ନିଜ ଜୀବନରେ ସଫଳ ହୋଇପାରିଛନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।