Bollywood ର ଫେମସ ଆକ୍ଟ୍ରେସ Neena Gupta କଲେ ବଡ ଖୁଲାସା, କହିଲେ ଫିଲ୍ମ ପ୍ରଡ୍ୟୁସର ମତେ ହୋଟେଲ କୁ ଡାକିଲା ଓ ତା’ ପରେ ମତେ…

ହିନ୍ଦୀ ସିନେମାର ଜଣାଶୁଣା ଅଭିନେତ୍ରୀ ନିନା ଗୁପ୍ତା ଅନେକ ସମୟ ହେବ ଚର୍ଚ୍ଚାରେ ରହି ଆସିଛନ୍ତି । ବର୍ତ୍ତମାନ ତାଙ୍କର ଏକ ଅଟୋଗ୍ରାଫ ଲଞ୍ଚ ହୋଇଛି ଯାହା ବହୁତ ଚର୍ଚ୍ଚାର ବିଷୟ ହୋଇଛି । ଏହି ଅଟୋଗ୍ରାଫରେ ଫିଲ୍ମ ଦୁନିଆର କିଛି ଘଟଣା ଯୋଡା ଯାଇଛି ।

ସୂଚନା ଅନୁସାରେ ନିନା ନିଜ ମତରେ କହିଛନ୍ତି ଯେ ଏପରି କରିବାକୁ ତାଙ୍କୁ ଜଣେ ପ୍ରଡ୍ୟୁସର ଅଫର ଦେଇଥିଲେ । ଏହି ଅଟୋଗ୍ରାଫିରେ ନିନା ଗୁପ୍ତା ଜଣେ ପ୍ରଡ୍ୟୁସରଙ୍କ ସହ ହୋଇଥିବା ଘ-ଟ-ଣା-ର ଖୁଲାସା କରିଛନ୍ତି । ଆସନ୍ତୁ ଜାଣିବା ଏହା ପଛରେ କଣ ରହସ୍ୟ ରହିଛି । ନିନାଙ୍କର ଅଟୋଗ୍ରାଫି ଏହି ସପ୍ତାହରେ ଲଞ୍ଚ ହୋଇଛି । ଯେବେ ଠାରୁ ଏହା ଲଞ୍ଚ ହୋଇଛି ନିନା ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଅଟୋଗ୍ରାଫିର ନାଁ ହେଉଛି “ସଚ କହୁଁ ତୋ” ଅଟେ ।

ନିନା କହିଛନ୍ତି ଯେ ଥରେ ତାଙ୍କୁ ଜଣେ ଫିଲ୍ମ ନିର୍ମାତା ହୋଟେଲ ଡକାଇ ତାଙ୍କ ସହ ଖ-ରା-ପ ଆ-ଚ-ର-ଣ କରିଥିଲେ । ଏହା ସୂନୀ ନିନ ଆଶ୍ଚର୍ଯ୍ୟ ହୋଇଥିଲେ । କାମକୁ ନେଇ ନିନାଙ୍କୁ ଦକ୍ଷିଣ ଭାରତୀୟ ନିର୍ମାତା ଫୋନ କରିଥିଲେ ।

ସେ ନିରମାତା ଜଣକ ଅଭିନେତ୍ରୀ ନିନାଙ୍କ ସହ ସାକ୍ଷାତ କରିବାକୁ କହିଥିଲେ । ଏହା ପରେ ନିନ ମୁମ୍ବାଇର ଯୁହୁର ପୃଥି ଥିଏଟରରେ ନିଜର ପର୍ଫୋମାଂସ ଶେଷ କରିବା ପରେ ହୋଟେଲକୁ ପ୍ରଡ୍ୟୁସରଙ୍କୁ ଦେଖା କରିବାକୁ ଯାଇଥିଲେ । ଯୁହୁର ପୃଥି ଥିଏଟର ପାଖରେ ସେହି ହୋଟେଲ ଥିଲା ଯେଉଁଠାରେ ନିର୍ମାତା ରହିଥିଲେ । ଯେତେବେଳେ ନିନା ହୋଟେଲ ରୁମକୁ ଯାଇଥିଲେ ସେତେବେଳେ କିଛି ନା କିଛି ଗଡ୍ବଡ ଅଛି ବୋଲି ସେ ଜାଣିଥିଲେ । ନିନା ନିଜ ଅଟୋଗ୍ରାଫିରେ ଲେଖିଛନ୍ତି ଯେ ମୋର ଜାମ ବି ରୁମକୁ ଯିବା ପାଇଁ ଇଛା ନ ଥିଲା, ସେହି ନିର୍ମାତାଙ୍କୁ ତଳକୁ ଡାକିବା ପାଇଁ ନିନା ଇଛା କରିଥିଲେ ।

କିନ୍ତୁ ଫିଲ୍ମ ନ ମିଳିବା ଭୟରେ ନିନା ହୋଟେଲ ଉପରକୁ ଯାଇଥିଲେ । ଦୁହିଙ୍କ ମଧ୍ୟରେ କିଛି ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ନିନା ନିର୍ମାତାଙ୍କୁ ପଚାରିଥିଲେ ଯେ ସାର ମୋ ଭୂମିକା କଣ ରହିବ ? ଏହାର ଉତ୍ତରରେ ନିର୍ମାତା କହିଥିଲେ ଯେ ଅଭିନେତ୍ରୀଙ୍କ ଭଉଣୀ ଭୂମିକା ରହିବ । ନିନାଙ୍କୁ ଲାଗିଲା ଏହା ବହୁତ ଛୋଟ ଭୂମିକା ଅଟେ ।

ଏହା ପରେ ନିନ ଯିବା ପାଇଁ ବାହାରିଥିଲେ କାରଣ ତାଙ୍କ ବନ୍ଧୁ ମାନେ ତାଙ୍କୁ ଅପେକ୍ଷା କରିଥିଲେ । ନିର୍ମାତା ନିନାଙ୍କୁ ପଚାରିଥିଲେ ଯେ କେଉଁଠିକୁ ଜୀବ ? ଏହା ପରେ ନିର୍ମାତା କହିଥିଲେ ଯେ କଣ ତମେ ରାତିରେ ଏଠାରେ ରହିବ ? ଏହା ପରେ ନିନା ଲେଖିଛନ୍ତି ଯେ ସେତେବେଳେ ତାଙ୍କର ରକ୍ତ ଗରମ ହୋଇଗଲା ଓ ସେ ସେଠାରୁ ତୁରନ୍ତ ଚାଲି ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।