ମହିଳାଙ୍କ ଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା, କେମିତି କରିବେ ନିରାକରଣ- Dr Alakta Das

ଆମ ଶରୀରରେ ଅନେକ ପ୍ରକାରର ରୋ-ଗ ଦେଖା ଯାଇଥାଏ । ସେଥି ମଧ୍ୟରୁ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ମ-ହି-ଳା ମାନଙ୍କ ଠାରେ ଅଧିକାଂଶ ଦେଖାଯାଏ । କିଛି ମ-ହି-ଳା ମାନେ ଏହାକୁ ଅଧିକ ଚି-ନ୍ତା-ରେ ପଡିଥାନ୍ତି । ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜକୁ ମେଡିକାଲ ଭାଷାରେ ଲିକୋରିୟା କୁହାଯାଏ ।

ଆମ ଶରୀରର ୟୁ-ଟ୍ର-ସ-ର ଲୋ ପାର୍ଟକୁ ସର୍ଭିସ କୁହାଯାଏ ରହିଛି ତାହା ସହ ଭଏ-ଜା-ଇ-ନା ଓ ଆଉଟଟୋର ଭ-ଏ-ଜା-ଇ-ନା ପାର୍ଟ୍ସ ରହିଛି । ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେବାର କାରଣ ହେଉଛି ସର୍ଭାଇକାଲ ଗ୍ଲାନ୍ଟ ଯାହା ଭ-ଏ-ଯା-ଇ-ନା ଗ୍ଲାଣ୍ଟ ସହ ମିଶି ଆମ ଶରୀରରେ ସେକ କରିଥାଏ । ଯେ ହେତୁ ଏହାର ରଙ୍ଗ ଧଳା ହୋଇଥିବାରୁ ଏହାକୁ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ କୁହଯାଏ । ବେଳେବେଳେ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ୟୁ-ଟ୍ର-ସ-ରୁ ବି ଆସିପାରେ ।

ମାସିକ ଋତୁ ସମୟରେ ଆମ ଶରୀରରେ କିଛି ହ-ର-ମୋ-ନ-ର ପରିବର୍ତ୍ତନ ହୋଇଥାଏ । ପ୍ରଥମେ ୧୪ ଦିନରେ ଗୋଟେ ହରମୋନ ବଢିବ ଓ ଏହା ପରେ ଦିତୀୟ ପୋଜେସିଭ ହରମୋନ ବଢିବ । ଧ-ଳା-ସ୍ରା-ବ ଏକ ସାଧାରଣ ରୋଗ ଅଟେ ।

ଯେତେବେଳେ ମାସିକ ଋତୁ ବନ୍ଦ ହୋଇଯାଏ ତେବେ ଶରୀରରେ ଡ୍ରାଏନେସ ଦେଖାଯାଏ । ଯାହା ହେତୁ ଶରୀରରେ ଅନେକ ଇନଫେକସନ ଦେଖାଯାଏ । ମାସିକ ଋତୁ ହେବା ପୂର୍ବରୁ ବା ପରେ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେବା ଏକ ସାଧାରଣ କଥା ଅଟେ । ମାସିକ ଋତୁ ହେବାର ୧୪ ଦିନ ପରେ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେଲେ ତାହା ଅଠା ଆକାରର ହୋଇଥାଏ ଏହା ଏକ ଭଲ ସଙ୍କେତ ଅଟେ ।  ଯେଉଁ ଝିଅଙ୍କର ପ୍ରଥମେ ମାସିକ ଋତୁ ହେଉଥିବା ବା ଗର୍ଭବତୀ ମ-ହି-ଳା-ଙ୍କ-ର ୩ ମାସ ଯାଏଁ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେବା ଏକ ସାଧାରଣ କଥା ଅଟେ ।

ସାଧାରଣତ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେଲେ ଧଳା ବା ହାଲ୍କା ହଳଦିଆ ରଙ୍ଗର ହୋଇଥାଏ । କିନ୍ତୁ ଯେତେବେଳେ ଅଧିକ ଦିନ ଯାଏ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହୋଇଥାଏ ତାହାର ରଙ୍ଗ ଗାଢ ହଳଦିଆ ବା ଗ୍ରେ ରଙ୍ଗର ହୋଇଥାଏ ତେବେ ତାହ ଚି-ନ୍ତା-ର ବିଷୟ ଅଟେ । ଏପରି ହେଲେ ଅନେକ ଲକ୍ଷଣ ଦେଖାଯାଏ । ଯେପରି ନାଲି ହୋଇଯିବ, ରାସେସ ହେବ, କୁଣ୍ଡେଇ ହେବ, ୟୁରିନ ଇନଫେକସନ, ସ୍ମେଲ ହୋଇପାରେ ଇତ୍ୟାଦି । ଏହା ପରେ ଯେଉଁ ମାନେ ଅଧିକ ମୋଟା ହୋଇଥାନ୍ତି ବା ଡାଇବେଟିସ ରୋ-ଗୀ-ଙ୍କ ପାଖରେ ବ୍ୟାକ୍ଟେରିଆଲ ଇଂଫେକସନ ବା କ୍ୟାଣ୍ଡିଡିଆସିସ ଇନଫେକସନ ହୋଇଥାଏ  ।

ଏହା ଛଡା ଅଧିକରୁ ଅଧିକ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେଲେ ଏହା କ୍ୟା-ନ୍ସ-ର ମଧ୍ୟ ହୋଇପାରେ । ତେଣୁ ଏପରି ପରିସ୍ଥିତିରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ସାଧାରଣ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେଲେ କିଛି ମେଡ଼ିସିନ ଦ୍ଵାରା ଭଲ ହୋଇଯାଏ । କିନ୍ତୁ ଅଧିକ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେଉଥିଲେ କିଛି ଟେ-ଷ୍ଟ କରିବାକୁ ପଡିଥାଏ । ଅଧିକ ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ହେଉଥିଲେ ଏହାର ଚିକିତ୍ସା ପାଇଁ ଆଣ୍ଟି ବ୍ୟାକ୍ଟେରିୟାଲ, ଆଣ୍ଟି ଫଙ୍ଗଲ ଦିଆଯାଏ । ଏହା ସହ ଡାଇବେଟିସ ରୋଗୀଙ୍କୁ ସୁଗାର ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଏ । ହ୍ୱା-ଇ-ଟ୍‌ ଡି-ସ୍‌-ଚା-ର୍ଜ ଅଧିକ ସ୍ମେଲ ହେଉଥିଲେ ଏହାକୁ ରୋକିବା ପାଇଁ ହାଇଜିନ ମେଣ୍ଟେନେ କରିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।