ମନୁଷ୍ୟ ତାର ଜୀବନରେ ଗୋଟିଏ ମନର ମଣିଷକୁ ଭଲ ପାଇଥାଏ । ତାକୁ ତାର ହୃଦୟ ଦେଇଥାଏ । ତାକୁ ସବୁଠାରୁ ଅଧିକ ନିଜର ବୋଲି ଭାବିଥାଏ । ସେ ସବୁବେଳ ସେହି ମନୁଷ୍ୟ ବିଶୟରେ ଭାବିଥାଏ ଯାହାକୁ କି ସେ ସବୁଠାରୁ ଅଧିକ ମନରୁ ଭଲ ପାଇଥାଏ । ସମସ୍ତେ କୁହନ୍ତିକି ପ୍ରେମ ସବୁବେଳେ ଅନ୍ଧ ହୋଇଥାଏ । ଏଥିପାଇଁ ମନୁଷ୍ୟ ଯାହାକୁ ବି ଭଲ ପାଇଥାଏ ତାର କୌଆସି ଭଲ ପଣିଆ ବା ଖରାପ ପଣିଆ କିମ୍ବା ସେ ଧନୀ କି ଗରିବ ବୋଲି କେବେ ଦେଖିନଥାଏ ସେ କେବଳ ତାର ନିଜର ମନର ମନିଷଟିଏ ଖୋଜିଥାଏ ।
ସେ ସବୁବେଳେ ନିଅରନ୍ତର ଭାବେ ପ୍ରେମ କରିଥାଏ । କିନ୍ତୁ ଏମିତି ବି କିଛି ମଣିଷ ଅଛନ୍ତି ପ୍ରେମ କରିଥାଆନ୍ତି କହିବାକୁ ସାହସ ଜୁଟାଇ ପାରନ୍ତି ନାହିଁ । ସେ ସବୁବେଳେ ଚେଷ୍ଟା କରିଥାଏ କହିବାକୁ ବରଂ ପ୍ରେମିକାକୁ ସାମନାରେ ଦେଖିଲା ପରେ ମଧ୍ୟ କହିପାରନ୍ତି ନାହିଁ । ସେଥିପାଇଁ ଗୋଟେ ନମ୍ବର ବାଛନ୍ତୁ ଜାଣନ୍ତୁ କଣ କହିବାକୁ ଆପଣଙ୍କୁ ଭୟ ଲାଗେ ।
ନମ୍ବର – ୧
ଆପଣ ଯଦି ୧ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ସବୁବେଳେ ଆପଣ ଏହି କଥା କହିବା ପାଇଁ ଭୟ କରନ୍ତି କି ସେ ଆପଣଙ୍କ ହୃଦୟରେ ଅଛନ୍ତି ।
ନମ୍ବର – ୨
ଆପଣ ଯଦି ୨ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କୁ ଏହି କଥା କହିବାକୁ ଭୟ କରନ୍ତି ଯେ ଆପଣ ତାଙ୍କୁ ହରେଇବାକୁ ଚାହୁଁ ନାହାନ୍ତି ।
ନମ୍ବର – ୩
ଆପଣ ଯଦି ୩ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କୁ ଏହି କଥା କହିବାକୁ ଭୟ ଲାଗେ କି ତାଙ୍କୁ ଆପଣଙ୍କ ସହିତ ପ୍ରେମ ହୋଇଗଲା ।
ନମ୍ବର – ୪
ଆପଣ ଯଦି ୪ ନାମବାର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି କଥା କହିବାକୁ ଭୟ କରନ୍ତି କି କଣ ସେ ଆପଣଙ୍କ ସହ ମିତ୍ରତା କରିବେକି ।
ନମ୍ବର- ୫
ଆପଣ ଯଦି ୫ ନାମବାରକୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି କଥା କହିବାକୁ ଭୟ କରୁଛନ୍ତି ଯେକି ଆପଣଙ୍କ ହୃଦୟ ସବୁବେଳେ ତାଙ୍କ ପାଖରେ ହିଁ ଥାଏ ।
ନମ୍ବର- ୬
ଆପଣ ଯଦି ୬ ନାମବାରକୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି କଥା କହିବାକୁ ଭୟ କରନ୍ତି କି ଆପଣ କେବଳ ମୋର ହିଁ ହୋଇ ରହିବେ ।
ନମ୍ବର – ୭
ଆପଣ ଯଦି ୭ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି କଥା କହିବାକୁ ଭୟ କାରଣଟି କି ଆପଣ ସବୁବେଳେ ମୋର ମନରେ ଆସିଥାଆନ୍ତି ।
ନମ୍ବର – ୮
ଆପଣ ଯଦି ୮ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି କଥା କହିବାକୁ ଭୟ କରୁଛନ୍ତି କି ଆପଣ ତାଙ୍କୁ ବିବାହ କରିବା ପାଇଁ ଚାହୁଞ୍ଚନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।