ସାଧା ସିଧା ସଂସ୍କାରୀ ନଜର ଆସୁଥିବା ଟିଭି ର ଏହି 6 ଜଣ ହିରୋଇନ ଟଙ୍କା ପାଇଁ କରି ସାରିଛନ୍ତି ବୋଲ୍ଡ ସୀନ, ନମ୍ବର 1 ତ ଘରେ ଘରେ ଫେମସ

ଆଜି ଆମେ କଥା ହେବୁ, ଟିଭି ଇଣ୍ଡଷ୍ଟ୍ରିର ସେହି ସୁନ୍ଦର ଚାହାଣୀ ଦେଖାଉଥିବା ହିରୋଇନ୍ ଯିଏ ନିଜର ସଂସ୍କାରି ରୂପରେ ବହୁ ଥର ଦେଖା ଯାଇଛନ୍ତି । ନିଜର ଏହି ସଂସ୍କାରି ଅଭିନୟ ରୁ ଧିରେଧିରେ ସମୟ ପରିବର୍ତ୍ତନ ହୋଇ ତାଙ୍କର ବୋଲ୍ଡ ଚେହେରା ନଜରକୁ ଆସିଥିଲା । ଯେଉଁ ମାନେ ଟିଭିରେ ଭଲ ସଂସ୍କାରିତ ବହୁ ଚରିତ୍ରରେ ନଜର ଆସିଥିଲେ ସେ ଏବେ ତାଙ୍କର ବୋଲ୍ଡ ଚାହାଣୀରେ ସମସ୍ତଙ୍କୁ ଆକର୍ଷିତ କରି ପାରୁଛନ୍ତି । ତେବେ ଆସନ୍ତୁ ଜାଣିବା ତାହା କେଉଁ ଅଭିନେତ୍ରୀ ଯିଏ ନିଜର ବୋଲ୍ଡ ଦୃଶରେ ଅନେକ ଚର୍ଚ୍ଚାରେ ରହିଛନ୍ତି ।

୧- ସ୍ବେତା ତିୱାରୀ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ନାଁ ଯିଏ ନିଜର ସବୁବେଳେ ସଂସ୍କାରିତ ଅଭିନୟ କରି ଅନେକ ପ୍ରଶଂସା ପାଇଛନ୍ତି କିନ୍ତୁ ଏବଂ ତାଙ୍କୁ ଗୋଟିଏ ୱେବ୍ ସିରିଜରେ ତିଙ୍କୁ ଦେଖିବାକୁ ମିଳିଲା ‘ହମ୍ ତୁମ୍ ଆଣ୍ଡ ଦେମ୍’ ରେ । ଏହି ସୋରେ ସେ ଅନେକ ବୋଲ୍ଡ ସିନ୍ କରିଛନ୍ତି ଯେଉଁଥିପାଇଁ ଏହି ବୋଲ୍ଡ ସିନକୁ ବହୁତ ଲାଇମ ଲାଇଟ୍ ମିଳିଥିଲା ।

ଯେତେବେଳେ ତାଙ୍କୁ ଏହି କଥା ପ୍ରଶ୍ନ କରାଗଲା ସେ କହିଲେ ମତେ କୈାଣସି ଅସୁବିଧା ହେଉନଥିଲା ଏହି ସିନ୍ ଦବାରେ । ମୁଁ ନୂଆ କିଛି କରିବାକୁ ଚେଷ୍ଟା କରୁଥିଲି । ମୋର ଝିଅ ପାଖରୁ ଏହି ବିଷୟରେ ପ୍ରେରଣା ନେବା ପରେ ଏହି ସିନ୍ ଦେଇଥିଲି‌ । ତାପରେ ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରାଯାଇ ଥିଲା ଏବଂ ତାଙ୍କର ବୋଲ୍ଡ ରୂପକୁ ମଧ୍ୟ ।

୩- ଦ୍ବିତୀୟ ରେ ଆସନ୍ତି ନିଆ ଶର୍ମା ଯିଏ ଟିଭି ଇଣ୍ଡଷ୍ଟ୍ରିରେ ଅନେକ ସଂସ୍କାରି ଅଭିନୟ କରି ବହୁ ପ୍ରଶଂସା ପାଇଛନ୍ତି । ନିଆ ବହୁ ଚର୍ଚ୍ଚିତ ଅଭିନେତ୍ରୀ ତାଙ୍କର ଅଭିନୟ ପାଇଁ ଲୋକପ୍ରିୟ ହୋଇଥିଲେ ମଧ୍ୟ ସେ ‘ଟ୍ୱିଷ୍ଟେଡ୍’ ୱେବ୍ ସିରିଜରେ କାମ କଲେ । ତାଙ୍କର ଗୋଟିଏ ରାଲ୍ କୁ ଦେଖାଗଲା ଯାହା ବହୁତ ବୋର୍ ଥିଲା । ତାଙ୍କୁ ଏମିତି ଏକ ଚରିତ୍ର ଦିଆ ଯାଇଥିଲା ଯିଏ ସମସ୍ତ ଲିଙ୍ଗକୁ ଦେଖି ଆକର୍ଷିତ ହୋଇଥିଲେ ଏବଂ ଅନେକ ଅନ୍ତରଙ୍ଗ ସିନ୍ ମଧ୍ୟ କରିଥିଲେ । ସେ ନିଶା ଶର୍ମାଙ୍କ ସହ ଅନେକ ଲିପ୍ ଲକ୍ ସିନ୍ ଦେଇଛନ୍ତି ।

୪-ସୁଭରୀନ୍ ଜ୍ୟୋତି ଯିଏ ଏକ୍ ହସୀନା ଥି ଯିଏ ତନହାଇଆଁରେ ସୁଟିଂ କଲାବେଳେ ଗୋଟିଏ ଅନ୍ତରଙ୍ଗ ସିନ୍ । ସୁଟିଂ ବେଳେ ସୁଭରୀନ ନିଜର ହୋସ୍ ହରେଇ ବସିଥିଲେ ।

୫- ଏମିତି କିଛି ସଙ୍ଗୀତା ସେକ୍ ସହ ହୋଇଥିଲା ଯେତେବେଳେ ସେ ‘ଏକ୍ ହସିନା ଥି’ ର ସୁଟିଂ କରୁଥିଲେ । ଅନ୍ତରଙ୍ଗ ସିନ୍ ବେଳେ ନିଜ ହୋସ ହରେଇ ଦେଇଥିଲେ । ଏମିତିକି ନିଜ କପଡ଼ା ପ୍ରତି ମଧ୍ୟ ଧ୍ୟାନ ଦେଇ ନଥିଲେ ।

୬- ତାପର ନାମ ଆସେ ତ୍ରୀଧା ଚୈାଧୁରୀ ସ୍ପଟ୍ ଲାଇଟ୍ ସୋରେ କାମ କରୁଥିବାରେ ନଜର ଆସିଥିଲେ । ସେଥିରେ ସେ ଅନେକ ବୋଲ୍ଡ ସିନ୍ ଦେଖୁଥିଲେ କିନ୍ତୁ ଟିଭିରେ ତାଙ୍କୁ ଦେଖିଲେ ସଂସ୍କାରି ଝିଅ ବୋଲି ଜଣାଯାଏ । ଏମିତି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ମଧ୍ୟ ଅନେକ ବୋଲ୍ଡ ସିନ୍ ଦେଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।