ପ୍ରତିଦିନ ଖାଆନ୍ତୁ କେବଳ ଏହି 2 ଟି ଲଡୁ, ବାତ ରୋଗ, Joint Pain, କମଜୋରି, ଥକାପଣ, diabetes ମୂଳରୁ ଭଲ ହୋଇଯିବ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ । ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି ।

ଏହାର ଅନେକ କାରଣ ମଧ୍ୟ ରହିଛି । ଆଜିକାଲି ଲୋକମାନଙ୍କ ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ତେବେ ଏହାର କାରଣ ହେଉଛି ଶରୀର ର ରେ ରକ୍ତ ର ଅଭାବ । ଶରୀର ରେ ରକ୍ତ ର ଅଭାବ ହେବା ଦ୍ଵାରା ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ତେଣୁ ଆଜି ଆମେ ଆପଣଂକୁ ଏପରି କିଛି ଉପାୟ ଵିଷୟ ରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀର ରେ କୌଣସି ସମସ୍ୟା ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟ ରେ ।

ବନ୍ଧୁଗଣ ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ଆମକୁ ଆବଶ୍ୟକ ୨୦୦ଗ୍ରାମ ଆଳସୀ । ଦ୍ଵିତୀୟ ସାମଗ୍ରୀ ଟି ହେଉଛି ୨୦୦ ଗ୍ରାମ ମେଥି । ଏହା ପରେ ତୃତୀୟ ସାମଗ୍ରୀ ଟି ହେଉଛି ଗୁଡ଼ । ବନ୍ଧୁଗଣ ଏହାକୁ ପ୍ରସ୍ତୁତ କରିବା ପାଇଁ ୧୦୦ ଗ୍ରାମ ଘିଅ ନିଅନ୍ତୁ । ଏହା ବ୍ୟତୀତ ୫୦ ଗ୍ରାମ ବାଦାମ,୫୦ ଗ୍ରାମ କାଜୁ,୩୦ ଗ୍ରାମ ଖିସମିସ,୩୦ ଗ୍ରାମ ଆରବିକ ଗମ ର ବ୍ୟବହାର ମଧ୍ୟ ଆପଣ କରିପାରିବେ । ବନ୍ଧୁଗଣ ପ୍ରଥମେ ମେଥି କୁ ଭଲ ଭାବରେ ଭାଜି ଦିଅନ୍ତୁ ଓ ଏହାକୁ ଅଲଗା କରି ରଖି ଦିଅନ୍ତୁ ।

ଏହା ପରେ ଠିକ ସେହି ପରି ଆଳସୀ କୁ ମଧ୍ୟ ଭାଜି କରି ରଖି ଦିଅନ୍ତୁ । ଏହା ପରେ କାଜୁ ଓ ବାଦାମ କୁ ଘିଅ ସାହାଯ୍ୟ ରେ ଭଲ ଭାବରେ ଭାଜି ଦିଅନ୍ତୁ । ଏହା ପରେ ସେହି ଘିଅ ରେ ଆରବିକ ଗମ ଓ ଖିସମିସ କୁ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ । ଏହା ପରେ କିଛି ଘିଅ ନେଇ ସେଥିରେ ଅଟା ପକାଇ ଦିଅନ୍ତୁ ଓ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ପରେ ଗୁଡ଼ କୁ ପାଣି ରେ ପକାଇ ଗରମ କରି ଭଲ ଭାବରେ ଫୁଟାଇ ଦେବେ । ଏହା ପରେ ତାକୁ ଏକ ଛଣା ଦ୍ବାରା ଭଲ ଭାବରେ ଛାଣି ଦେଇ ଅଲଗା କରିଦିଅନ୍ତୁ ।

ଆପ ଯେଉଁ ସବୁ ବାଦାମ,କାଜୁ,ଖିସମିସ ଓ ଆରବିକ ଗମ ନେଇଛନ୍ତି ତାକୁ ଭଲ ଭାବରେ କୁଟି ଦିଅନ୍ତୁ । ଏହା ପରେ ତାକୁ ଅଟା ରେ ପକାଇ ଦିଅନ୍ତୁ । ଏହା ପରେ ଆଳସୀ ଓ ମେଥି କୁ ଗୁଣ୍ଡ କରି ଦିଅନ୍ତୁ । ଏହା ପରେ ତାକୁ ମଧ୍ୟ ସେହି ଅଟା ରେ ପକାଇ ଦିଅନ୍ତୁ । ଏହା ପରେ ଗୁଡ଼ କୁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଫୁଟେଇ ସାରିବା ପରେ ତାକୁ ସେହି ଅଟା ଥିବା ପାତ୍ର ରେ ପକାଇ ଦିଅନ୍ତୁ । ବର୍ତ୍ତମାନ ସମସ୍ତ ସାମଗ୍ରୀ କୁ ଭଲ ଭାବ ରେ ମିଶାଇ ଦିଅନ୍ତୁ ।

ଏହା ପରେ ତାକୁ ହାତ ରେ ଲଡୁ ଆକାର ର ବନାଇ ଦିଅନ୍ତୁ । ଏହି ଲଡୁ କୁ ଆପଣ ପ୍ରତିଦିନ ଦୁଇ ଥର ସେବନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାର ହାଡ଼ ଜନିତ ସମସ୍ୟା ଓ ଆଣ୍ଠୁଗଣ୍ଠି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୁରେଇ ଯାଇଥାଏ । ତେଣୁ ଯଦି ଆପଣଙ୍କ ର ଏହି ପରି ସମସ୍ୟା ରହିଛି ତେବେ ଏହାକୁ ନିଶ୍ଚୟ ଘରେ ପ୍ରସ୍ତୁତ କରି ସେବନ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।