Jyotish Shastra- ମାନ କି ନ ମାନ, 5 ଟି ଭାଗ୍ୟଶାଳି ରାଶି ଏପ୍ରିଲ ରେ ହେବେ ମହା କୋଟିପତି, କଣ ଏହି ଭାଗ୍ୟଶାଳି ରାଶି ଆପଣଙ୍କର ନୁହେଁ ତ ?

ଏହି  ଏପ୍ରିଲ ମାସରେ ଆସୁଥିବା ସମୟ ବହୁତ ଭଲ ହେବା ସହିତ ଏହି ସମୟରେ ଆପଣଙ୍କର ବହୁତ ଶୀଘ୍ର ବିଭାହ ମଧ୍ୟ ହୋଇପାରେ । ଆପଣ ଏହି ସମୟରେ ବହୁତ ଧନ କମାଇବେ ଓ କୋଟିପତି ହେବାର ମଧ୍ୟ ସୁଯୋଗ ମଧ୍ୟ ମିଳିବ । ଏହି ରାଶିର ଲୋକ ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ଥିବା ହେତୁ କିଛି ରାଶିର ଲୋକଙ୍କୁ ବହୁତ ଧନ ମିଳିବାର ସୁଯୋଗ ଆସିବ । ନିଜେ କରିଥିବା କରଜ ସବୁ ଏହି ସମୟରେ ସୁଝି ଦେବେ । ନିଜର ଥିବା ବହୁତ ଅସୁବିଧା ବହୁତ ଶୀଘ୍ର ସରିଯିବ ।

ନିଜ ବ୍ୟବସାୟରେ ମଧ୍ୟ ବହୁତ ଲାଭବାନ ହେବେ । ନିଜ ଭିତରେ ଥିବା କ୍ଷମତାକୁ ଆପଣ ଏହି ସମୟରେ ବାହାର କରିବେ । ଯାହା ଫଳରେ ଲୋକ ମାନେ ଆପଣଙ୍କ ପାଖକୁ ବହୁତ ଆକର୍ଷିତ ହେବେ । ଲୋକ ମାନେ ଆପଣ ଏହି ସମୟରେ ବହୁତ ଭଲ ପାଇବେ । ମାତା ଲକ୍ଷ୍ମୀଙ୍କ କୃପାରୁ ବହୁତ ଧନ ମିଳିବାର ସୁଯୋଗ ମଧ୍ୟ ଅଛି । ଏହି ଏପ୍ରିଲ ମାସରେ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିପାରେ ।

ତୁଳା

ଆପଣଙ୍କ ଏହି ସମୟରେ ଆମଦାନୀରେ ବହୁତ ଊର୍ଣ୍ଣତି ହେବ । ଯଦି ଆପଣ ରାଜ ନୈତିକ କ୍ଷେତ୍ରରେ ଅଛନ୍ତି ତେବେ ଆପଣଙ୍କୁ ବହୁତ କିଛି ଲାଭ ମିଳିବା ସହିତ କୌଣସି ଏକ ଜାଗାରେ ମିଶିବା ପାଇଁ ସୁଯୋଗ ମଧ୍ୟ ଆସିପାରେ । ଆପଣଙ୍କର ଯେକୌଣସି କାର୍ଯ୍ୟ ହେଉ ସେହି କାର୍ଯ୍ୟ ବହୁତ ଶୀଘ୍ର ପୂର୍ଣ ହୋଇଯିବ । ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ନିଜର କିଛି ରହିଥିବା ଭଲ କାର୍ଯ୍ୟ ସାଙ୍ଗ ମାନେ ମିଶି ପୂର୍ଣ୍ଣ କରିବେ । ବିଦ୍ୟାଥି ମାନଙ୍କୁ ବହୁତ ବଡ ସଫଳତା ମିଳିପାରେ ।

ମିଥୁନ

ଆସୁଥିବା ସାମୟରେ ନିଜର ବ୍ୟବସାୟରେ ବହୁତ ଲାଭ ସହିତ ଲାଭ ଦାୟକ ହେବ । କୌଣସି ଏକ କାର୍ଯ୍ୟରେ ଆପଣଙ୍କର ଭଲ ଟଙ୍କା ମିଳିବାର ସମ୍ଭାବନା ଅଛି । ମାତା ଲକ୍ଷ୍ମୀଙ୍କ କୃପାରୁ ବହୁତ ଧନ ମିଳିବାର ସୁଯୋଗ ମଧ୍ୟ ଅଛି । ଯେଉଁ ମାନେ ଚାକିରି କରିଛନ୍ତି ସେମାନଙ୍କର ଏବେ ପଦ ଊର୍ଣ୍ଣତି ହୋଇପାରେ ।

ମେଶ

ଆପଣଙ୍କର ଏହି ସମୟରେ ବହୁତ ଧନ ଲାଭ ହେବାର ସମ୍ଭାବନା ଅଛି । ନିଜ ଜୀବନରେ ହେଉଥିବା ଅସୁବିଧା ଏବେ ବହୁତ ଶୀଘ୍ର ଦୂରେଇ ଯିବ । ଯଦି ଆପଣଙ୍କ ସମ୍ପତି କେହି ଦେବାକୁ ଚାହୁଁ ନଥାନ୍ତି ତେବେ ଏହି ସମୟରେ ନିଜ ସମ୍ପତି ମିଳିବାର ମଧ୍ୟ ସୁଯୋଗ ଅଛି । ଆପଣ କୌଣସି ଏକ ପ୍ରଭାବ ଶାଳି ବ୍ୟକ୍ତିଙ୍କ ସହ ଭେଟ ହେବା ପରେ ନିଜର ଭାଗ୍ୟ ବହୁତ ପରିବର୍ତନ ହୋଇଯିବ ।

କନ୍ୟା

ଆପଣ ମାତା ଲକ୍ଷ୍ମୀଙ୍କର ନାମ ନେଇ କାର୍ଯ୍ୟ କରିବା ଫଳରେ ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣ ସେଥିରେ ସଫଳତା ପାଇବେ । ସେହି କାର୍ଯ୍ୟରେ ଆପଣଙ୍କୁ ଆଉ ସଫଳତା ପାଇବା ପାଇଁ କେହି ରଖିପାରିବେ ନାହିଁ । ଯଦି ଆପଣ ନିଜ କାର୍ଯ୍ୟକୁ ମନ କାଗଇ କରୁଛନ୍ତି ତେବେ ଆପଣ ସେହି କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ହାସଲ କରିବେ । ଯେଉଁ ମାନେ ଚାକିରି ଖୋଜୁଥିଲେ ବହୁତ ଶୀଘ୍ର ସେମାନଙ୍କୁ ଚାକିରି ମିଳିଯିବ ।

ବୃଷ

ନିଜେ ନେଇଥିବା ନିସ୍ପତି ଆପଣଙ୍କ ପାଇଁ ବହୁତ ଫାଇଦା ହେବ । କୋଟ କଚରି ମାମଲାରେ ଆପଣଙ୍କୁ ଲାଭ ମିଳିବ । ପରିବାରରେ କୌଣସି ଏକ ବିଷୟକୁ ନେଇ ଚର୍ଚା ହୋଇପାରେ । ଏହି ସମୟରେ ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ହେବ । ଆପଣଙ୍କୁ କୌଣସି ଏକ ନୂଆ କାର୍ଯ୍ୟରେ ବହୁତ ଲାଭ ମିଳିବ । ନିଜର କୌଣସି କାର୍ଯ୍ୟରେ ଆସୁଥିବା ବାଧା ଦୂରେଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।