ଓଡିଆ ହସକଥା – ଗୋଟିଏ ଚାଲାଖ ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା, ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ? ଶାଳିର ଉତ୍ତର ଶୁଣି ହସି ହସି ଗଡିଯିବେ

ଯେଉଁଭଳି ଭାବରେ ଭଲ ପବନ, ଭଲ ଖାଦ୍ୟପେୟ କୌଣସି ବି ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥାଏ । ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ – ସନ୍ଧ୍ୟା ସମୟରେ ହସିବା ଅଭ୍ୟାସ ରଖୁଛନ୍ତି ତେବେ କୌଣସି ବି ରୋଗ ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ଆସିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ଗଡି ଯିବେ । ତେବେ ଚାଳନ୍ତୁ ଜୋକ୍ସ ପଢିବା ।

ଜୋକ୍ସ-୧

ବାପା ପୁଅ ଉପରେ ରାଗି କହିଲେ, ଗୋଟେ କାମ ଠିକ ସେ ହଉନାହିଁ ତୋ ଦ୍ଵାରା । ତତେ ପୋଦିନା ଆଣିବା ପାଇଁ କହିଥିଲି ତୁ ଧନିଆ ନେଇ ଆସିଲୁ ।

ତୋ ପରିକା ଗଧକୁ ଘରୁ ବାହାର କରିଦେବା ଉଚିତ ।

ପୁଅ- ବାପା ଚାଲ ଏକାଠି ଯିବା ।

ବାପା- କଣ ?

ପୁଅ- ମା କହୁଥିଲା, ଏଇଟା ମେଥି ବୋଲି ।

ଜୋକ୍ସ-୨

ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହେଲା ଯାହାଫଳରେ ବହୁତ ଦିନ ସେମାନେ ପରସ୍ପର ସହ କଥା ବାର୍ତା ନହୋଇ ରହିଲେ । ଦିନେ ପତ୍ନୀ ଆସି ପତିକୁ କହିଲା ଏମିତି ଝଗଡା କରି ରହିଲେ ଭଲ ଲାଗୁନି ଚାଲ ଆମେ ବୁଝାବଣା କରିନେବା, ଅଳ୍ପ ତମେ କରିବ ଅଳ୍ପ ମୁଁ କରିବି ।

ପତି- ଠିକ ଅଛି ତା ହେଲେ ମୋତେ କଣ କରିବାକୁ ହେବ ?

ପତ୍ନୀ- ଭୁଲ ମାଗିନିଅ ମୁ କ୍ଷମା କରିଦେବି ।

 

ଜୋକ୍ସ ୩

ପତ୍ନୀ ନିଜ ପତିକୁ କହଲା-

ପତ୍ନୀ – ରାତିରେ ତମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲ ଓ ମୋ ମା ବାପାଙ୍କୁ ସୋଧୁ ଥିଲ ।

ପତି କହିଲା- ମିଛ କହୁଛ ତମେ, ମୁ ସେତେବେଳେ ସୋଇ ହିଁ ନଥିଲି ।

ଜୋକ୍ସ-୪

ପୁଅ ଓ ଝିଅ ମଧ୍ୟରେ କଥା ବାର୍ତ୍ତା

ଝିଅ- ଆମେ ହେଉଛୁ ୪୫ ଭାଇ ଭଉଣୀ ।

ପୁଅ- ଆରେ ବାପରେ, ଏତେ ସବୁ ଛୁଆ ।

ଝିଅ- ତୋ ବାପାର କଣ ଯାଉଛି ।

ପୁଅ- ଆରେ, ତୁମ ଘରକୁ ଜନ ଗଣନା ଚେକ କରିବା ପାଇଁ ଲୋକ ଆସିନଥିଲେ କି ?

ଝିଅ- ଆସୁଥିଲେ, ହେଲେ ସେମାନେ ଯେତେବେଳେ ଆସୁଥିଲେ ଆମେ ସେହି ସମୟରେ ଘରେ ପାଠ ପଢିବା ପାଇଁ ବସିଯାଉଥିଲୁ । ସେମାନେ ଘରକୁ କୋଚିଙ୍ଗ ସେନ୍ଟର ଭାବି ଚାଲି ଯାଉଥିଲେ ।

ଜୋକ୍ସ ୫

ଜଣେ ପାଗଳ ନିଜ ହାତରେ ସିଗାରେଟ ଲୁଚାଇ

ପାଗଳ- କୁହ ମୋ ହାତରେ କଣ ଅଛି ?

ଦ୍ଵିତୀୟ ପାଗଳ- ରେଳଗାଡି

ପ୍ରଥମ ପାଗଳ- ତମେ କେମିତି ଜାଣିଲ ?

ଦ୍ଵିତୀୟ ପାଗଳ- ଧୂଆଁ ବାହାରୁଥିବା ସମୟରେ ମୁ ଦେଖି ଦେଇଥିଲି ।

ଜୋକ୍ସ-୬

ଗୋଟିଏ ଚାଲାଖ ଭିଣେଇ ଶାଳି ସାହିତ ପ୍ରେମଭରା ବାର୍ତ୍ତାଳାପ କରୁଥିଲା

ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା …

ଭିଣେଇ – ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ?

ଶାଳି – ଚଉଠି ରାତିରେ ଆମେ କେବଳ ସ୍ଵାମୀ ସହିତ ଶୋଇ ପାରିବା

ଯେତେବେଲେକି ବାକି ସବୁ ରାତିରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ ।

ଭିଣେଇ ଏ ପର୍ଯ୍ୟନ୍ତ କୋମାରେ !

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।