ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।
୧ – ପପୁ – ପରିବାର ସହିତ ଗାଡ଼ିରେ ଯାଉଥିଲା ।
ଟ୍ରାଫିକ ପୋଲିସ -ବହୁତ ଭଲ ଆପଣ ତ ସିଟ ବେଲ୍ଟ ବାନ୍ଧି ଗାଡି ଚଳାଉଛନ୍ତି , ଆପଣଙ୍କୁ ୫୦୦ ଟଙ୍କା ପୁରସ୍କାର ମିଳୁଛି ।
ଆପଣ ଏହି ଟଙ୍କା କଣ କରିବେ ?
ପପୁ – ମୁଁ ପ୍ରଥମେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବି ।
ଇନ୍ସପେକ୍ଟର ବେହୋସ ହେଉ ହେଉ ବଞ୍ଚିଗଲା ।
ପପୁ ର ମା : ଏହା କଥାକୁ ଜମା ଧ୍ୟାନ ଦିଅନ୍ତୁ ନାହିଁ ଏ ତ ମଦ ପିକି କିଛିବି କହିଦେଉଛି ।
ଇନ୍ସପେକ୍ଟର ର ହାଲତ ଖରାପ ।
ପପୁର ବାପା – ମୁଁ କହୁଥିଲି ନା ଚୋରି ଗାଡ଼ିରେ ଆମେ ବେସିଦୁର ଯାଇପାରିବା ନାହିଁ ।
ଇନ୍ସପେକ୍ଟର ବେହୋଦ ।
୨ – ଝିଅ ହେ ଈଶ୍ୱର ମତେ ଗୋଟେ ବୁଦ୍ଧିମାନ ସ୍ୱାମୀ ମିଳୁ ।
ଈଶ୍ୱର – ବୁଦ୍ଧିମାନ ବ୍ୟକ୍ତି କେବେ ବାହା ହୁଅନ୍ତି ନାହିଁ ।
୩ – ପପୁ ଥରେ ଜଙ୍ଗଲରେ ଯାଉଥିଲା ବେଳେ ଗୋଟିଏ ସାପ ତାର ଗୋଡ଼କୁ କାମୁଡି ଦେଲା ।
ପପୁ ରାଗି ଗଲା ଗୋଡ ଆଗକୁ ବଢ଼େଇ ସାପକୁ କହିଲା ନେ ତୋର ଯେତେ ଇଛା ସେତେଥର କାମୁଡ ।
ସାପ – ଆରେ ତୁ ମଣିଷ ନା ଭୂତ ?
ପପୁ – ମୁଁ ମଣିଷ କିନ୍ତୁ ମୋର ଗୋଡ଼ ନକଲି ।
୪ – ପୁଅ – ତମେ ସତରେ କେତେ ଶୁନ୍ଦର
ଝିଅ – ଚୁପ କର ,
ପୁଅ – ଟିକିଏ ଇଆଡକୁ ଅନା
ଝିଅ – ତମ ଘରେ କଣ ମା ଭଉଣୀ ନାହାନ୍ତି ।
ପୁଅ – ମୋର ମା ଭଉଣୀ ଅଛନ୍ତି । କିନ୍ତୁ ତମେ ଚିନ୍ତା କରନି ମୋର ଅଲଗା ରୁମ ଅଛି । ପୁଅ କୁ ହେଲା ଧୁମ ମାଡ଼
୫ – ସ୍ୱାମୀ – ତମେ ବାହାରକୁ ଗଲେ ମତେ ଡର ଲାଗୁଚି ।
ସ୍ତ୍ରୀ – କୁଆଡେ ନାହିଁ , ଜଲଦି ଆସିବି ।
ସ୍ୱାମୀ – ଏହି କଥାର ଡର ଲାଗୁଚି ।
୬ – ଘର ବାଲି ପଚାରିଲା – କଣ ଜେ ଶୁଣୁଛ , କୌଣସି ବି ଗ୍ରୁପ ରେ ୪୦ ରୁ ୫୦ ସଦସ୍ୟ ଅଛନ୍ତି ,
କିନ୍ତୁ ବଛା ବଛା ଲୋକ ହିଁ ମେସେଜ କରୁଛନ୍ତି ..
ଏମିତି କାହିଁକି ?
ସ୍ୱାମୀ କହିଲା
ଗୋଟିଏ ଶ୍ରେଣୀରେ ୪୦ ରୁ ୫୦ ପିଲା ରୁହନ୍ତି ‘
ସମସ୍ତେ କଣ ଚାଲାଖ ଥାଆନ୍ତି ।
୭ – ସ୍ୱାମୀ – ଆଜି ମୁଁ ବହୁତ ଟେନସନ ରେ ଅଛି , ମୁଡ଼ ଖରାପ ଅଛି , ମୁଣ୍ଡ ବିନ୍ଧୁଚି ।.
ସ୍ତ୍ରୀ – ଆଛା — ଠିକ ଅଛି ଏସବୁ ଛାଡ଼
ଦେଖ ମୁଁ ନୂଆ ପର୍ସ କିଣିଛି ।
୮ – ତାନ୍ତ୍ରିକ – ପୁଅ ତମ ଉପରେ ଡାହାଣୀ ବସା କରିନେଇଛି ।
ବାବାଜୀ ପଥର ମାରିଦେ… ସେ ମୋର ଗାର୍ଲ ଫ୍ରେଣ୍ଡ ଅଟେ ।
9- ସ୍ତ୍ରୀ ଦିନେ ନିଜ ସ୍ଵାମୀର ମୋବାଇଲ ଚେକ କଲା ତ
ସେଥିରେ କିଛି ଏହି ପ୍ରକାରରେ ନାଁ ସେଭ ଥିଲା ….
ଆଖିର ଚିକିତ୍ସା…
ଓଠର ଚିକିତ୍ସା….
ହୃଦୟର ଚିକିତ୍ସା
ସ୍ତ୍ରୀ ରାଗରେ ନିଜ ନାମ ଡାୟଲ କଲା ତ ନାମ ଆସିଲା ‘ବିନା-ଚିକିତ୍ସା’ !!!
ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।