୭ମ ବେତନ ଯୋଜନା- ଏହି କର୍ମଚାରୀ ମାନଙ୍କର ବଢିଲା ୧୫୦୦ ଟଙ୍କା, ଏବେ କାହା ପାଳି??

୭ମ ବେତନ ଯୋଜନା

ସର୍ବନିମ୍ନ ବେତନ ୧୮୦୦୦ ଟଙ୍କାରୁ ୨୬୦୦୦ ଟଙ୍କା ପ୍ରତି ମାସ ବଢାଇବା ପାଇଁ କହୁଥିବା ଭିତରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଏହି କର୍ମ ଚାରି ମାନଙ୍କୁ ବଡ ଭେଟ ଦେଇଛି । ସେ ଅଙ୍ଗନ୍ବାଡି ଓ ଆଶା କର୍ମୀଙ୍କର ଦରମା ବଢାଇବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି , ଯାହା ଆସନ୍ତା ମାସ ଠାରୁ ଲାଗୁ ହେବ । ଅଙ୍ଗନ୍ବାଡି କର୍ମୀଙ୍କୁ ୩୦୦୦ ପ୍ରତି ମାସ ମିଳୁଥିଲା ଯାହା ଏବେ ୪୫୦୦ ଟଙ୍କା ପ୍ରତି ମାସ ମିଳିବ । ଅଙ୍ଗନ୍ବାଡି ସହକର୍ମୀଙ୍କ ବେତନ ଏବେ ୨୨୫୦ ଟଙ୍କା । କ୍ଯାବିନେଟ କହିଲେ କି ଅଙ୍ଗନ୍ବାଡି ସହାୟିକା ମାନଙ୍କର ବେତନ ୧୫୦୦ଟଙ୍କାରୁ ବଢେଇ ୨୨୫୦ ଟଙ୍କା ପ୍ରତି ମାସ କରାଯାଇଛି ।

ଆଈସୀଡୀଏସ-ସୀଏଏସ ଭଳି ତରିକା ବ୍ୟବହାର କରୁଥିବା ଅଙ୍ଗନ୍ବାଡି କର୍ମୀମାନଙ୍କୁ ଓ ସହାୟିକାଙ୍କୁ ୨୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ କାର୍ଯ୍ୟର ଖର୍ଚ୍ଚ ମିଳିବ ।

ନିୟମିତ ପ୍ରୋତସ୍ଛାହନ ଦରମା ୨୦୦୦ ଟଙ୍କା, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷରେ ଆର୍ଥିକ ସ୍ଥିତି ଉପରେ କ୍ଯାବିନେଟ ସମିତି ଆଶା କର୍ମୀଙ୍କ ଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅନୁସାରେ ନିୟମିତ ପ୍ରୋତ୍ସାହନ ଅର୍ଥ ୧୦୦୦ ଟଙ୍କାରୁ ବଢି ୨୦୦୦ ଟଙ୍କା ପ୍ରତି ମାସ ମିଳିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହି ସବୁ ଅଭିନେତ୍ରି ମାନେ ଛାଡ଼ ପତ୍ର ନେଇକି ଏକୁଟିଆ ରହୁଛନ୍ତି । ଦେଖନ୍ତୁ ଲିଷ୍ଟ ଥିବା କିଛି ଜଣା ଶୁଣା ଚେହେରା ।

ଏବେ କାହା ପାଳି

ମୋଦୀ ୧୧ ସେପ୍ଟେମ୍ବର ଠାରୁ ଅଙ୍ଗନ୍ବାଡି ଓ ଆଶା କର୍ମୀଙ୍କ ବେତନ ବଢିବାର ଘୋଷଣା କରି ସାରିଛନ୍ତି । କର୍ମଚାରୀଙ୍କ ଦାବି କଣ ଥିଲା ।

କେନ୍ଦ୍ରୀୟ କର୍ମଚାରୀଙ୍କର ଦାବି ଯେ ସର୍ବନିମ୍ନ ବେତନ ୧୮୦୦୦ ରୁ ବଡାଇ ୨୬୦୦୦ ପ୍ରତି ମାସ କରାଯାଉ ।

ସୁନ୍ଦରତାରେ କେଉଁ ହିରୋଇନ ଠୁ କମ ନୁହନ୍ତି ବିରାଟ କୋହଲିଙ୍କ ଭାଉଜ । ଦେଖନ୍ତୁ ତାଙ୍କର ହଟ ଫୋଟୋ ସବୁ ।

ଏମାନଙ୍କର ଦାବି ଏହି କି ଯେ ସର୍ବନିମ୍ନ ଭତ୍ତା ବଢାଯାଉ ।