ସୁନ୍ଦରତାରେ କେଉଁ ହିରୋଇନ ଠୁ କମ ନୁହନ୍ତି ବିରାଟ କୋହଲିଙ୍କ ଭାଉଜ। ଦେଖନ୍ତୁ ତାଙ୍କର ହଟ ଫୋଟୋ ସବୁ।

ସୁନ୍ଦରତାରେ କେଉଁ ହିରୋଇନ ଠୁ କମ ନୁହନ୍ତି ବିରାଟ କୋହଲିଙ୍କ ଭାଉଜ

ଭାରତୀୟ କ୍ରିକେଟ ଟିମ ର କ୍ୟାପ୍ଟେନ ଓ ଏକ ଭଲ ଖେଳାଳି ହେଉଛନ୍ତି ବିରାଟ କୋହଲୀ ଏବଂ ବଲୀଉଡ ରେ ରାଜ କରୁଛନ୍ତି ତାଙ୍କ ଧର୍ମପତ୍ନୀ ଅନୁଶ୍କା । ବିରାଟ ଓ ଅନୁଷ୍କାଙ୍କୁ ତ ଆପଣ ଦେଖି ଛନ୍ତି ଓ ଅନୁଶ୍କାଙ୍କ ସୁନ୍ଦରତା ବିଷୟରେ ମଧ୍ୟ ଅପାଣ ଜାଣିଛନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି ସୁନ୍ଦରତା ବିଷୟରେ କିଛି କମ ନୂହନ୍ତି ବିରାଟ କୋହଲିଙ୍କ ଭଉଜା । ସେ ପ୍ରାଏ IPL ରେ ବିରାଟଙ୍କ ଭାଇ ବିକାଶ କୋହଲିଙ୍କ ସହ ଦେଖା ଯାଆନ୍ତି । ତାଙ୍କର ନାମ ଚେତନା କୋହଲୀ, ଓ ସେ ବିରାଟଙ୍କ ଭାଉଜ ଏବଂ ଅନୁଶ୍କାଙ୍କ ବଡ ଜା ଅଟନ୍ତି ।

ଅକ୍ଟୋବର ମାସରୁ ହେବ ଭାଗ୍ୟ ପରିବର୍ତ୍ତନ – ଏହି ରାଶିର ଲୋକଙ୍କୁ ମିଳିବ ବଡ ଖୁସି ଖବର – ବର୍ଷିବ ଟଙ୍କା

ବହୁତ ସୁନ୍ଦର ଅଟନ୍ତି ଚେତନା କୋହଲୀ-

ବହୁତ ଦିନ ଧରି ଅନୁଶ୍କା ଓ ବିରାଟଙ୍କ ପ୍ରେମ ସମ୍ପର୍କ ଚାଲିଥିଲା ଓ ତାହା ଶେଷରେ ବିବାହ ବନ୍ଧନରେ ପରିଣତ ହୋଇଛି । ଇଟଲୀର ଗୋଟେ ରିଜର୍ଟରେ ବହୁତ ଗୋପନୀୟତାର ସହ ସେମାନଙ୍କର ବିବାହ କରଯାଇଥିଲା । ତା ପରେ ଦିଲ୍ଲୀ ଓ ମୁମ୍ବାଇରେ ବହୁତ ଧୂମ ଧାମରେ ଭୋଜିର ଆୟୋଜନ କରିଥିଲେ । ଏହି ସବୁ ଫଙ୍କଶନରେ କୋହଲୀ ପରିବାର ସମସ୍ତ ସଦସ୍ଯଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠି ବିରାଟ କୋହଲିଙ୍କ ଭାଉଜ ଚେତନା କୋହଲୀ ମଧ୍ୟ ଦେଖିବାକୁ ମିଳିଥିଲେ ।

ଭାରତ କ୍ରିକେଟ ଟିମର କପ୍ତାନ ବିରାଟ କୋହଲିଙ୍କ ବଡ ଭାଇ ବିକାଶ କୋହଲୀଙ୍କ ସୁନ୍ଦର ପତ୍ନୀ ସୋଶଲ ମୀଡିୟାରେ ବହୁତ ଏକ୍ଟିଭ ରହୁଛନ୍ତି । ଯଦି ଆମେ ଚେତନା କୋହଲିଙ୍କ ସୁନ୍ଦରତା ବିଷୟରେ ଆଲୋଚନା କରିବା ତେବେ ସେ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଚେତନା ପ୍ରାୟତଃ ନିଜ ସ୍ଵାମୀ ବିକାଶ୍ ଙ୍କ ସହ ସୋଶଲ ମୀଡିୟାରେ ଫୋଟୋ ସେୟାର କରନ୍ତି । ସେ ଯେତିକି ସୁନ୍ଦର ସେତିକି stylish ମଧ୍ୟ ।

ଏବେ ବ୍ୟାଙ୍କ ମିତ୍ର ହୋଇ ଆପଣ ବି ଘରେ ବସି ରୋଜଗାର କରିପାରିବେ 5000 ରୁ 50000 ଟଙ୍କା ପର୍ଯ୍ୟନ୍ତ। ଜାଣନ୍ତୁ ପୁରା ଖବର

ଘରୋଇ ସ୍ତ୍ରୀ ଲୋକ ଅଟନ୍ତି ଚେତନା-

ବିରାଟଙ୍କ ବଡ ଭାଇ ଏକ ବହୁତ ବଡ ବ୍ୟବସାୟୀ । କିନ୍ତୁ ତାଙ୍କ ଧର୍ମପତ୍ନୀ ଚେତନା ଜଣେ ହାଉସ ୱାଇଫ, ଓ ନିଜ ଘରକୁ ସର୍ବଦା ସଜାଇ ରଖିବାକୁ ସେ ପସନ୍ଦ କରନ୍ତି । ବିକାଶ ଓ ଚେତନା ଙ୍କର ଗୋଟେ ପୁଅ ଅଛି ଯାହାର ନାମ ଆର୍ଯ୍ୟ କୋହଲୀ ।