ଏବେ ବ୍ୟାଙ୍କ ମିତ୍ର ହୋଇ ଆପଣ ବି ଘରେ ବସି ରୋଜଗାର କରିପାରିବେ 5000 ରୁ 50000 ଟଙ୍କା ପର୍ଯ୍ୟନ୍ତ। ଜାଣନ୍ତୁ ପୁରା ଖବର

ବ୍ୟାଙ୍କ ମିତ୍ର ହୋଇ ଆପଣ ବି ଘରେ ବସି ରୋଜଗାର କରିପାରିବେ 5000 ରୁ 50000 ଟଙ୍କା ପର୍ଯ୍ୟନ୍ତ

କୁହାଯାଏ କି ଯେଉଁ ଘରର ନିଅଁ ମଜବୁତ ନୁହେଁ ତାହା ନିର୍ମାଣ ପରେ ବହୁତ ସମୟ ରହେ ନାହିଁ। ଏହି କଥାକୁ ଯଦି ଆମେ ଦେଶର ଶିକ୍ଷା ବ୍ୟବସ୍ଥାରେ ଯୋଡି ଦେଖିବା, ତେବେ ଆମକୁ ଏହି କଥା ସ୍ପଷ୍ଟ ହୋଇଯାଏ କି ଯେବେ ଆମ ଦେଶରେ ଶିକ୍ଷା ବ୍ୟବସ୍ଥାର ହାଲାତ ଠିକ୍ ଅଛି, ଏମିତିରେ ସେହି ଶିକ୍ଷାକୁ ଗ୍ରହଣ କରି ଆଗକୁ ବଢୁଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ଛୋଟକାଟିଆ ଚାକିରୀ ଖୋଜିବା ମଧ୍ୟ କଷ୍ଟ। ଯେମିତି ଶିକ୍ଷାର ବ୍ୟବସ୍ଥା ଅଛି ସେମିତି ଚାକିରୀ ମଧ୍ୟ ସୀମିତ ଅଟେ। ବେରୋଜଗାର ଅର୍ଥ ଆଜି କାଲି ବହୁତ ପାଠ ପଢୁଆ ଶିକ୍ଷିତ ବ୍ୟକ୍ତିମାନେ ସରକାରୀ ଚାକିରୀ ପାଇଁ ଏଠି ସେଠି ବୁଲୁଛନ୍ତି।

ଆଜି ଆମେ ଏମିତି ଲୋକଙ୍କ ପାଇଁ ବହୁତ ଭଲ ଖବର ଆଣିଛୁ। ସରକାରଙ୍କ ତରଫରୁ କିଛି ଏମିତି ଚାକିରୀ ପାଇଁ ବିଜ୍ଞାପନ ଆସିଛି, ତାହା ବିଷୟରେ ଜାଣିଲା ପରେ ଚାକିରି ଖୋଜୁଥିବା ଯୁବକ ମାନଙ୍କ ଚେହେରାରେ ହସ ଫୁଟିବ। ଆସନ୍ତୁ ଏହା ବିଷୟରେ ପୁରା କଥା ଜାଣିବା।

ସରକାରଙ୍କ ଏହି ବିଜ୍ଞାପନ ଅନୁସାରେ ଆସନ୍ତା ସମୟରେ ୧ଟି ବା ୨ଟି ନୁହେଁ, ପୁରା ୫୦୦୦୦ ଲୋକଙ୍କ ପାଇଁ ଚାକିରୀ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ବିଜ୍ଞାପନ ଅନୁସାରେ ସରକାର ଏଠି ସେଠି ବୁଲୁଥିବା ବ୍ୟକ୍ତିମାନଙ୍କ ପାଇଁ ନିଜର ଜନ ଧନ ଯୋଜନା ସହିତ ଯୋଡି କରି ତାଙ୍କୁ କିଛି ଟଙ୍କା ଇନକମ୍ କରିବାର ଅବସର ପ୍ରଦାନ କରିବାକୁ ଯାଉଛନ୍ତି। ଜନ ଧନ ଯୋଜନା ସହିତ ଯୋଡିହେବା ବା ଅଲଗା ଶବ୍ଦରେ କହିଲେ “ବ୍ୟାଙ୍କ ମିତ୍ର” କୁହାଯିବ। ଏମାନେ ମାସକୁ ୫୦୦୦ ଟଙ୍କା ସହିତ ଖାତାରେ ନେବା-ଦେବାର କମିଶନ ଅଲଗା ହେବ। ଏହା ସହିତ ସରକାରଙ୍କ ତରଫରୁ ସେହି ଲୋକମାନଙ୍କ ପାଇଁ ଅତିରିକ୍ତ ସୁବିଧାର ଲାଭ ମଧ୍ୟ ମିଳିବ। ଅନ୍ୟ ସୁବିଧାରେ ବ୍ୟାଙ୍କ ମିତ୍ରଙ୍କୁ କମ୍ପ୍ୟୁଟର ବ୍ୟତୀତ ବ୍ୟାଙ୍କରୁ କରଜ ମଧ୍ୟ ସୁବିଧାରେ ମିଳିବ।

ଅକ୍ଟୋବର ମାସରୁ ହେବ ଭାଗ୍ୟ ପରିବର୍ତ୍ତନ – ଏହି ରାଶିର ଲୋକଙ୍କୁ ମିଳିବ ବଡ ଖୁସି ଖବର – ବର୍ଷିବ ଟଙ୍କା

କିଏ ହେବ ବ୍ୟାଙ୍କ ମିତ୍ର ?

ଭାରତ ସରକାରଙ୍କ ଦ୍ଵାରା ଜନ ଧନ ଯୋଜନାରୁ ଦୂରେଇ ରହିଥିବା ଲୋକଙ୍କ ପାଖକୁ ବହୁତ ସହଜରେ ବ୍ୟାଙ୍କର ସମସ୍ତ ସୁବିଧାକୁ ଉପଲବ୍ଧ କରିବାର ଜିମ୍ମେଦାରି ହୋଇଥାଏ। ଏମାନଙ୍କର କାମ  ଦୂର-ଦୂରାନ୍ତ ଜାଗାର ଇଲାକା ପର୍ଯ୍ୟନ୍ତ ବ୍ୟାଙ୍କ ଓ ଏଟିଏମ୍ ର ଉପଲବ୍ଧ ହୋଇପାରି ନ ଥିବ। ସେହି ଇଲାକାରେ ବ୍ୟାଙ୍କ ମିତ୍ର ଲୋକମାନଙ୍କ ପାଖକୁ ପହଞ୍ଚି ତାଙ୍କୁ ବ୍ୟାଙ୍କର ସମସ୍ତ ସୁବିଧାକୁ ଭରପୁର ଲାଭ ଉଠାଇବା ପାଇଁ ଲୋକଙ୍କୁ ସାହାଯ୍ୟ କରିଥାନ୍ତି।

ସରକାରଙ୍କ ଅନୁସାରେ  ବ୍ୟାଙ୍କ ମିତ୍ରଙ୍କ ବୟସ ୧୮ ବର୍ଷରୁ ଆରମ୍ଭ ହୋଇ ୬୦ବର୍ଷ ବୟସ ହୋଇଥିବ। ଏହି ଚାକିରୀ ଷ୍ଟୁଡେଣ୍ଟମାନଙ୍କ ବ୍ୟତୀତ ଅନ୍ୟ ଜାଗାରେ କର୍ମଚାରୀ ଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଅବସର ପ୍ରାପ୍ତ ହେବ। ବ୍ୟାଙ୍କ ମିତ୍ରଙ୍କ ପାଇଁ ବ୍ୟବହାର କରାଯିବା ଉପକରଣ ଗୁଡିକୁ ଯୋଗେଇ ଦିଆଯିବ, ଏହା ସହିତ ସରକାର ଗାଡି ପାଇଁ ମଧ୍ୟ ୫୦୦୦୦ ଟଙ୍କା କରଜ ଆକାରରେ ଦେବେ।

ଏହି ଅକ୍ଷରର ଝିଅମାବେ କେବେ ପ୍ରେମରେ ଧୋକା ଦିଅନ୍ତି ନାହିଁ ଏହି ଅକ୍ଷରର ଝିଅମାନକଙ୍କୁ ପ୍ରେମ କରନ୍ତୁ ଖୁସିରେ ରହିବେ ।

କରିବାକୁ ହେବ ଏହି କାମ

ଏହି ଯୋଜନା ଅନୁସାରେ ବ୍ୟାଙ୍କମିତ୍ରମାନେ ବ୍ୟାଙ୍କର ସମସ୍ତ କାର୍ଯ୍ୟ ଗୁଡିକ ସବୁ ଲୋକମାନଙ୍କୁ ବ୍ୟାଙ୍କ ବିଷୟରେ ଜାଗୃତ କରାଇବେ। ଏହା ବ୍ୟତୀତ ଲୋକମାନଙ୍କର ସମସ୍ତ ପ୍ରାଥମିକ ଡକୁମେଣ୍ଟ ଏକାଠି କରିବା ସହିତ ବ୍ୟାଙ୍କରୁ ଦିଆଯାଇଥିବା ଡକୁମେଣ୍ଟ ଗୁଡିକୁ ଏକାଠି କରି ଯତ୍ନର ସହିତ ରଖିବେ ଏବଂ ଲୋକଙ୍କ ଦ୍ଵାରା ଜମା କରାଯାଉଥିବା ରାଶିପୁଞ୍ଜିକୁ ସୁରକ୍ଷିତରେ ରଖିବେ। ଏହା ବ୍ୟତୀତ ଲୋକମାନଙ୍କର ପୁଞ୍ଜିକୁ ଠିକ୍ ସମୟରେ ବ୍ୟାଙ୍କରେ ଜମା କରିବାର ଦାଇତ୍ଵ ମଧ୍ୟ ବହନ କରିବେ।