ଏହି ଅକ୍ଷରର ଝିଅମାବେ କେବେ ପ୍ରେମରେ ଧୋକା ଦିଅନ୍ତି ନାହିଁ ଏହି ଅକ୍ଷରର ଝିଅମାନକଙ୍କୁ ପ୍ରେମ କରନ୍ତୁ ଖୁସିରେ ରହିବେ ।

ପ୍ରେମ କରିବାକୁ ସମସ୍ତେ ଚାହିଁଛନ୍ତି କିନ୍ତୁ ଧୋକା ଖାଇବାକୁ ଚାହାନ୍ତିନି ତେଣୁ ଆମକୁ ଏମିତି ପ୍ରେମିକା ଆବାଦ୍ୟକ ଯିଏ ଆମକୁ ଧୋକା ଦେବା ନାହିଁ ଏମିତି ପ୍ରେମିକା ମିଳିବା ବି ସହଜ କି ଛୋଟ କଥା ନୁହେଁ ଏମିତି ପ୍ରେମିକା ମିଳିବ ଭାଗ୍ୟର କଥା ଆମେ ଯଦି ଏହି ସବୁ ଅକ୍ଷରରେ ନାମ ଥିବା ଝିଅମାନଙ୍କୁ ଭଲ ପାଇବା ତାହେଲେ ବୋଧ ହୁଏ ଆମକୁ ଧୋକା ମିଳିବ ନାହିଁ ଏକ ସ୍ଟଡି ରୁ ଜାଣିବାକୁ ମିଳିଛି ଏହି ଅକ୍ଷର ଝା ମନେ ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ତେଣୁ ଆମକୁ ଏହି ପ୍ରକାରର ଝିଅକୁ ବିବାହ କରିବାକୁ ହେବ ଯଦି ଆମେ ଧୋକା ଖାଇବାକୁ ଚଂହୁନେ ଆସନ୍ତୁ ଜାଣିବା କେଉଁ କେଉଁ ଅକ୍ଷରର ଝିଅ ମାନେ ଧୋକା ଦେଇନଥାନ୍ତି। ।

ପ୍ରଥମ ଅକ୍ଷର A ଏହି ଆକ୍ଷରରୁ ଆରମ୍ଭ ହୋଇଥିବା ଝିଅ ମାନଙ୍କ ଜୀବନ ରେ ଅନେକ ଦୁଖ ଆସିଥାଏ କିନ୍ତୁ ଏମାନେ ତାଙ୍କ ଜୀବନରେ ଆସୁଥିବା ପୁଅଙ୍କୁ ମଲା ପର୍ଯ୍ୟନ୍ତ ତାଙ୍କ ସଥି ଛାଡନ୍ତି ନାହିଁ। ଏହି ଅକ୍ଷରର ଝିଅମାନଙ୍କ ଉପରେ ହୋଇଥିବା ଏକ study ରୁ ଦେଖିବାକୁ ମିଳିଛି ଯେ ଏହି ଝିଅମାନେ ନିଜର ସାଥି ସହ ଜୀବନ ବିତାଇଥାନ୍ତି କେବେ ହେଲେ ଧୋକା ଦିଅନ୍ତି ନାହିଁ ।

M ଅକ୍ଷରର ଲୋକ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏଥିପାଇଁ ତାଙ୍କୁ ବହୁ ସହଯରେ ଜୀବନ ସାଥି ମିଳିଥାଏ।ଏମାନେ ତାଙ୍କ ସାଥିକୁ ସବୁ କଥା କହିଥାନ୍ତି।ଏମାନେ ଥରେ କାହାର ହାତ ଧରିଲେ ଶେଷ ପର୍ଯ୍ୟନ୍ତ ତାଙ୍କ ହାତ ଛାଡନ୍ତି ନାହିଁ। ଏହି ନାମର ଝିଅମାନଙ୍କୁ ନିଜର ଜୀବନ ସାଥି କରେଇଲେ ସର୍ବଦା ଖୁସିରେ ରହିବେ ଆପଣ ତେଣୁ ଏହି ରାଶିର ଝିଅମନେ ସବୁଠୁ best ।

K ଏମାନେ ତାଙ୍କ ଜୀବନ ସାଥୀଙ୍କ ସହ ସବୁବେଳେ ରହିଥାନ୍ତି ଏମାନେ କେବେ କୈଣସି ସାଥୀକୁ ଧୋକା ଦେଇନଥାନ୍ତି। ଏହି ଝିଅ ମାନଙ୍କ ଉପରେ ହୋଇଥିବା ଗବେଷଣାରେ ଏହି ଝିସମାନେ ଉତ୍ତୀର୍ଣ୍ଣ ହୋଇଥିଲେ ।

R ଏହି ଅକ୍ଷରର ବ୍ୟକ୍ତିମାନେ ସମସ୍ତଙ୍କ ଧ୍ୟାନ ରହିଥାନ୍ତି ଏମାନେ ଭଲପାଇବାରେ ସହଜରେ ପଡିଯାଆନ୍ତି।କିନ୍ତୁ କାହାକୁ କେବେ ଧୋକା ଦିଅନ୍ତି ନାହିଁ।ଏପରି ସାଥି କେବେବି ମିଳିବେନି। ଏହି ଅକ୍ଷରର ଝାଇମାନଙ୍କୁ ଯଦି ଆପଣ ପ୍ରେମ କରୁଛନ୍ତି ତାହେଲେ ଆପଣଙ୍କର ଭାବିବା କିଛି ଦରକାର ନାହିଁ ଏହି ରାଶିର ଝିଅମାନେ କାହାକୁ କେବେ ହେଲେ ଧୋକା ଦିଅନ୍ତି ନାହିଁ କି କୌଣସି କାର୍ଯ୍ୟ ଏପତି କରନ୍ତି ନାହିଁ ଯାହା ଦ୍ୱାରା ଆପଣଙ୍କର କିଛି କ୍ଷତି ହେବ।